Category: ରାଜ୍ୟ

ଭରତପୁର କାଣ୍ଡ; ୫ ନିଲମ୍ବିତ ଅଧିକାରୀଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ନେଲା କ୍ରାଇମବ୍ରାଞ୍ଚ

ସେପ୍ଟେମ୍ବର ୧୫ରେ ଭରତପୁର ଥାନାରେ ଜଣେ ସେନା ଅଧିକାରୀଙ୍କୁ ମାଡ଼ ମାରିବା ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ନିଲମ୍ବିତ ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ୪ ଜଣ ପୁଲିସ କର୍ମଚାରୀଙ୍କୁ ରବିବାର ରାଜ୍ୟ କ୍ରାଇମବ୍ରାଞ୍ଚ ପଲିଗ୍ରାଫ୍ ଟେଷ୍ଟ…

‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ଆଜି ୧୦ ବର୍ଷ ପୂରଣ କରିଛି । ମୋଦୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ଏବେ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିଛି। ସାଧାରଣ ଲୋକଙ୍କ ଅସାଧାରଣ କାର୍ଯ୍ୟ ଓ ସାମର୍ଥ୍ୟକୁ ଲୋକଲୋଚନକୁ…

ବିଜେଡି ସରକାରକୁ ଟାର୍ଗେଟ କଲେ ମୋହନ ମାଝୀ; ୨୪ ବର୍ଷ ଶାସନରେ ବିକାଶ ନାଁରେ ବିନାଶ ହୋଇଛି

ଯାଜପୁର ଜିଲ୍ଲା ବଡ଼ଚଣାରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ମଞ୍ଚ ଉପରୁ ବିଜେଡିକୁ ଟାର୍ଗେଟ କରିଛନ୍ତି। ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ଟାର୍ଗେଟ କଲେ ମୋହନ ମାଝୀ। ବିଜେଡିର ଗାଁକୁ କାମ,…

ରେଭେନ୍ସାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି

ହଜାରେ ବର୍ଷର ପୁରୁଣା ସହର କଟକରେ ଶିକ୍ଷାର ପ୍ରସାର ପାଇଁ ପ୍ରଥମେ ରେଭେନ୍ସା କଲେଜକୁ ‘କଟକ କଲେଜ’ ନାମରେ ନାମିତ କରାଯାଇଥିଲା। ବ୍ରିଟିଶ ଶାସନ ହାତରେ ଦୀର୍ଘଦିନ ପରାଧୀନ ରହିବା ସହ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ନିର୍ଯାତନା ସହୁଥିଲେ ଓଡ଼ିଶାବାସୀ।…

ବିନା କ୍ଷମତାରେ ଛଟପଟ ବିଜେଡି; ଶଙ୍ଖଭବନ ବିବାଦ ପଶିଲାଣି ବିଏମସିରେ

ପ୍ରସିଦ୍ଧ ନିର୍ଦ୍ଦେଶକ ଭି ଶାନ୍ତରେରାମଙ୍କ ଏକ ସୁନ୍ଦର ରୋମାଣ୍ଟିକ ଫିଲ୍ମର ନାଁ ଥିଲା ‘ଜଲ ବିନ ମଛଲି, ନୃତ୍ୟ ବିନ ବିଜଲି’। କାହାଣୀ ଅପେକ୍ଷା ଫିଲ୍ମର ନାଁ ବିଜୁ ଜନତା ଦଳର ସାମ୍ପ୍ରତିକ ସ୍ଥିତି ସହ ସମ୍ପୂର୍ଣ୍ଣ ଖାପ ଖାଇଯାଉଛି। ମାଛ…

ମନ କି ବାତ୍‌ରେ ମୟୂରଭଞ୍ଜ ଯୁବକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧୪ତମ ମନ କି ବାତ ଅଧ୍ୟାୟରେ ଦେଶବାସୀଙ୍କ ସହ କଥା ହେଉଛନ୍ତି। ଏହି ଅବସରରେ ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଲେ ମୋଦି। ସାନ୍ତାଳି ଭାଷା ପାଇଁ ମୟୂରଭଂଜ ଯୁବକଙ୍କ ଅବଦାନ କଥା ମୋଦି କହିଲେ।…

ଅକ୍ଟୋବର ୯ରେ ଆସିବ ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଦ୍ବିତୀୟ ପର୍ଯ୍ୟାୟ ପ୍ରଥମ ‘ସୁଭଦ୍ରା’ କିସ୍ତି ଟଙ୍କା ଅକ୍ଟୋବର ୯ ତାରିଖରେ ଆସିବ। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଦେଇଛନ୍ତି। ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିସ୍ତି ଟଙ୍କା ପ୍ରଦାନ କରିବେ। ୪୦ ଲକ୍ଷରୁ…

ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ; ସ୍ବାସ୍ଥ୍ୟସେବା ସ୍ୱାଭାବିକ

ସାରା ରାଜ୍ୟରେ ପ୍ରାୟ ୨୫ ହଜାରରୁ ଊର୍ଦ୍ଧ୍ବ ନର୍ସିଂ କର୍ମଚାରୀ ୧୦ ଦଫା ଦାବି ନେଇ ଆନ୍ଦୋଳନରେ ବସିଥିଲେ। ୪ ଦିନ ଧରି ଆନ୍ଦୋଳନ ଯୋଗୁଁ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା। ତେବେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଶନିବାର ଆଲୋଚନା…

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍‌ ବୈଠକରେ ୭ ପ୍ରସ୍ତାବ ଉପରେ ମୋହର ବାଜିଛି। ରାଜ୍ୟ କ୍ୟାବିନେଟରେ ୬ଟି ବିଭାଗର ୭ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଥିବା ସୂଚନା…

ଭଦ୍ରକରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିବା ଯୁବକ ଗିରଫ

ଭଦ୍ରକରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଥିବା ଯୁବକକୁ ଗିରଫ କରାଯାଇଛି । ଭଦ୍ରକରୁ ଯୁବକ ଗିରଫ ହୋଇଥିବା ନେଇ ଭଦ୍ରକ ଏସ୍‌ପି ସୂଚନା ଦେଇଛନ୍ତି। ଏହା ସହ ବିବାଦୀୟ ପୋଷ୍ଟକୁ ନେଇ ତୁମୁଳକାଣ୍ଡ ଘଟେଇଥିବା ୮ ଅଭିଯୁକ୍ତଙ୍କୁ ଗିରଫ କରିଛି…