ତାଜା ଖବର ରାଜ୍ୟ ଗ୍ୟାସ ସିଲିଣ୍ଡର୍ ଫାଟି ଜଳିଗଲା ୧୦ ବଖରା ଘର; ଅଳ୍ପକେ ବର୍ତ୍ତିଲେ ୪ ପରିବାର October 28, 2024 Papirani ଗ୍ୟାସ ସିଲିଣ୍ଡର ଫାଟି ଭୟାବହ ଅଗ୍ନିକାଣ୍ଡ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କମଳାପଦର ଗାଁରେ ଗ୍ୟାସ୍ ସିଲିଣ୍ଡର ଫାଟି ଘଟିଛି ଅଘଟଣ। ଆଜି ଭୋରୁ ୪ଟା ସମୟରେ ଏହି ଅଘଟଣ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୧୦ବଖରା ଘର…
ତାଜା ଖବର ରାଜ୍ୟ ଦାନା ବାତ୍ୟା ଯୋଗୁଁ ହୋଇଛି ବ୍ୟାପକ କ୍ଷୟକ୍ଷତି; ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା October 27, 2024 Nirvay ଆଜି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାତ୍ୟା ଓ ବର୍ଷା ଦ୍ୱାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଓ ନଭେମ୍ବର ୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡ଼ା, ଭଦ୍ରକ,…
ତାଜା ଖବର ରାଜ୍ୟ ଅକ୍ଟୋବର ୨୯ ତାରିଖରେ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ October 27, 2024 Nirvay ଓଡ଼ିଶାରେ ଅକ୍ଟୋବର ୨୯ ତାରିଖରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିସିରେ ଏ ଯୋଜନାର ଶୁଭାରମ୍ଭ କରିବେ. ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ଅବସରରେ ଉପସ୍ଥିତ ରହିବେ । ୭୦ ବର୍ଷରୁ…
ତାଜା ଖବର ରାଜନୀତି ରାଜ୍ୟ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ October 27, 2024 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଆକାଶ ମାର୍ଗରୁ ପରିଦର୍ଶନ…
ତାଜା ଖବର ରାଜ୍ୟ ପୋଲିସ ପିନ୍ଧିବେ ବଡି କ୍ୟାମେରା October 27, 2024 Papirani ଅମାନିଆଙ୍କୁ ସାବାଡ ପାଇଁ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଏଥିପାଇଁ କମିଶନରେଟ୍ ପୋଲିସ ନୂଆ ଯୋଜନା ପ୍ରଣୟନ କରିବାକୁ ଯାଉଛି । ଏଣିକି ପୋଲିସ୍ ପିନ୍ଧିବେ ବଡି କ୍ୟାମେରା । କୌଣସି ରିପୋର୍ଟ ଲେଖିଲା ବେଳେ କିମ୍ବା ରେଜିଷ୍ଟ୍ରେସନ ମେଣ୍ଟେନ୍…
ତାଜା ଖବର ରାଜ୍ୟ ବିମାନବନ୍ଦରରେ ଦେଖାଯାଇଥିବା ଜନ୍ତୁ ବାଘ ନୁହେଁ ବଣଭୂଆଁ ! October 27, 2024 Papirani ଶନିବାର ଭୁବନେଶ୍ୱର ବିମାନବନ୍ଦର ଡମ୍ପିଂ ୟାର୍ଡ ନିକଟରେଏକ କଳରାପତରିଆ ବାଘ ବୁଲୁଥିବାର ସୂଚନା ମିଳିଥିଲା । ସେନେଇ ସ୍ପଷ୍ଟିକରଣ ରଖିଛି ବନବିଭାଗ । ବାଘ ବୁଲୁଥିବା ଭାବି ଯନ୍ତା ଓ ଟ୍ରାପ୍ କ୍ୟାମେରା ଲାଗିଥିବା ବେଳେ ସେଥିରେ ବାଘ ବଦଳରେ ବଣଭୂଆଁ…
ତାଜା ଖବର ରାଜନୀତି ରାଜ୍ୟ ସମୀକ୍ଷା ବୈଠକରେ କେନ୍ଦ୍ରାପଡ଼ା ବିଜେପି ଜିଲ୍ଲା ସଭାପତିଙ୍କୁ ଡାକିଲେ କିନ୍ତୁ ବିଧାୟକଙ୍କୁ ଡାକିଲେନି ! October 26, 2024 Papirani ବାତ୍ୟାର ସମୀକ୍ଷା ପାଇଁ କେନ୍ଦ୍ରାପଡା ଦାୟିତ୍ଵରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବାତ୍ୟା ପରେ ପ୍ରାଶାସନିକ ସ୍ତରରେ କରିଥିବା ସମୀକ୍ଷା ବୈଠକ କରିଥିଲେ ।କେନ୍ଦ୍ରାପଡ଼ାରେ ବାତ୍ୟା ପରେ ବସିଥିବା ସମୀକ୍ଷା ବୈଠକରେ ବିଜେଡି ବିଧାୟକ ମାନଙ୍କୁ ବାଦ୍ ଦିଆଯାଇଥିବା ଅଭିଯୋଗ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟ ସରକାରଙ୍କ ଫୋକସ ବାତ୍ୟା ମୁକାବିଲାରେ ନୁହେଁ, ପ୍ରଶଂସା ସାଉଁଟିବାରେ ଥିଲା: ବିଜେଡି October 26, 2024 Papirani ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନେଇ ରାଜ୍ୟ ସରକାର ନିଜର ସଫଳତା ଦାବି କରି ଡିଣ୍ଡିମ ପିଟି ଚାଲିଥିବା ବେଳେ ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାର ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ…
ତାଜା ଖବର ରାଜନୀତି ରାଜ୍ୟ ସରକାର ଆପଣମାନଙ୍କ ସହିତ ସବୁବେଳେ, ସବୁସମୟରେ, ଦୃଢ ଭାବେ ଛିଡା ହୋଇଛନ୍ତି, ହୋଇଥିବେ: ମୁଖ୍ୟମନ୍ତ୍ରୀ October 26, 2024 Papirani ବାତ୍ୟା ‘ଦାନା’ ଏବଂ ଏହାର ପ୍ରଭାବ ସମ୍ବନ୍ଧରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଭୁ ଜଗନ୍ନାଥଙ୍କ, ଅପାର କରୁଣାରୁ, ଆମ ରାଜ୍ୟ ଉପରୁ, ଏତେ ବଡ ବିପତ୍ତି ହଟି ଗଲା…
ତାଜା ଖବର ରାଜ୍ୟ ଚୋରଙ୍କ କବଳରୁ ଆପାର୍ଟମେଣ୍ଟକୁ ଜଗିବ ଆଇପି କ୍ୟାମେରା October 26, 2024 Papirani ଦିନକୁ ଦିନ ଟୁଇନସିଟିରେ ଥିବା ଆପାର୍ଟମେଣ୍ଟରେ ବଢ଼ିବାରେ ଲାଗିଛି ଚୋରି ମାମଲା । ଏହାକୁ ରୋକିବା ପାଇଁ ସମସ୍ତ ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନ ଦ୍ବାରରେ ଏଣିକି ଲାଗିବ କ୍ୟାମେରା । ଏବେ ଆପାର୍ଟମେଣ୍ଟକୁ ଜଗିବ କ୍ୟାମେରା । ଟୁଇନସିଟିର ସମସ୍ତ…