Category: ରାଜ୍ୟ

Four Minors Rescued From Chhatrapur: ଦାଦନ ଚାଲାଣ ବେଳେ ବ୍ରହ୍ମପୁରରୁ ୪ ନାବାଳକ ଉଦ୍ଧାର, ୨ ଅଟକ

ବ୍ରହ୍ମପୁରରେ ଦାଦନ ଚାଲାଣ ବେଳେ ୪ ନାବାଳକ ଉଦ୍ଧାର କରାଯାଇଛି । ସୁରଟ ଚାଲାଣ ବେଳେ ଛତ୍ରପୁର ରେଳ ଷ୍ଟେସନରୁ ଉଦ୍ଧାର କରିଛି ପୋଲିସ । ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (DCPU), ଶିଶୁ କଲ୍ୟାଣ କମିଟି (CWC),…

Jeypore Deputy Director of Mines Held in Bribery Case: ଭିଜିଲାନ୍ସ ଜାଲରେ ଜୟପୁର ଖଣି ଉପନିର୍ଦ୍ଦେଶକ

ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଖଣି ଅଧିକାରୀ (ଉପନିର୍ଦ୍ଦେଶକ) ସତ୍ୟଜିତ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବାଲି ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର…

Odisha Doctors’ Strike: ଡାକ୍ତର ଆନ୍ଦୋଳନ: ୫ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର

ଓଡ଼ିଶାରେ ଡାକ୍ତରଙ୍କ ପ୍ରତିବାଦକୁ ନେଇ ୫ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର। ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି । ରାଜ୍ୟରେ ସ୍ୱାସ୍ଥ୍ୟସେବା ସେବାକୁ ପ୍ରଭାବିତ କରିଥିବା ଦାବିଗୁଡ଼ିକର ଯାଞ୍ଚ ଏବଂ ଚାଲିଥିବା ଆନ୍ଦୋଳନର ସମାଧାନ ଖୋଜିବା…

Students protest at Ramadevi Women’s University: ଅଣଛାତ୍ରୀ ପ୍ରବେଶକୁ ନେଇ ରମାଦେବୀ ବିଶ୍ବବିଦ୍ୟାଳୟରେ ଉତ୍ତେଜନା

ଅଣଛାତ୍ରୀ ପ୍ରବେଶକୁ ନେଇ ରମାଦେବୀ ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ସମସ୍ତ ଗେଟରେ ତାଲା ପକାଇ ନାରାବାଜି କରିଛନ୍ତି । ଉତ୍ତେଜନା ପରିସ୍ଥିତିକୁ ଦେଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସହିଦନଗର ଥାନା ପୋଲିସକୁ ଖବର ଦେବା ପରେ…

PM Modi Praises Biju Patnaik in Indonesia: ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା

ଇଣ୍ଡୋନେସିଆ ଗ୍ରସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାକର୍ତ୍ତାରେ ଇଣ୍ଡୋନେସିଆ ସଂସଦକୁ ସମ୍ବୋଧନ କରି ଭାଷଣ ଦେବା ସମୟରେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଭୂମିକାକୁ ମନେ ପକାଇଛନ୍ତି ମୋଦି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ…

Puri-Koraput Triweekly Express: ପୁରୀ–କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସର ନିୟମିତ ଚଳାଚଳ

ଓଡ଼ିଶାରେ ରେଳ ସଂଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଭାରତୀୟ ରେଳପଥ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଗତ ୦୬ ଜୁଲାଇ ୨୦୨୬ ତାରିଖରେ ପୁରୀ ରେଳ ଷ୍ଟେସନରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର…

New Revenue Bhavan in Bhubaneswar: ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ୬ ଶହ କୋଟି ଟଙ୍କା ଖର୍ଚ୍ଚରେ ୧୦ ମହଲା ବିଶିଷ୍ଟ…