Category: ଖେଳ

ଏସିଆ କପରେ ଭାରତ-ପାକିସ୍ତାନ ଫାଇଟ୍ କୁ କ୍ରୀଡ଼ା ମନ୍ତ୍ରାଳୟର ଗ୍ରୀନ ସିଗନାଲ

ଏସିଆ କପରେ ଭାରତ ଓ ପାକିସ୍ତାନ ମୁହାଁମୁହିଁକୁ ନେଇ ଲାଗି ରହିଥିବା ଅନିଶ୍ଚିତତାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଚରମସୀମାରେ ରହିଥିବାବେଳେ ଦୁଇ ଦେଶ ପରସ୍ପର ସହ କ୍ରିକେଟ ମ୍ୟାଚ୍‌ ଖେଳିବେନା ନାହିଁ ସେ ନେଇ ଚାଲିଥିବା ସମସ୍ତ…

ମହିଳା ବିଶ୍ୱକପ ୨୦୨୫ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା

ମହିଳା ଦିନିକିଆ ବିଶ୍ୱକପ ୨୦୨୫ ପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୧୫ ଜଣିଆ ଦଳ ଘୋଷଣା କରିଛି । ହରମନପ୍ରୀତ କୌରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ଷ୍ଟାର ଓପନର ସ୍ମୃତି ମନ୍ଧାନାଙ୍କୁ ଉପ-ଅଧିନାୟିକା କରାଯାଇଛି । ତେବେ…

ଏସିଆ କପ୍‌ ପାଇଁ ଭାରତୀୟ ଦଳ ଘୋଷଣା: ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ବ

ଏସିଆ କପ୍ ୨୦୨୫ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଶୁବମନ ଗିଲଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ସେହିପରି ଜସପ୍ରୀତ ବୁମରାଙ୍କୁ ମଧ୍ୟରେ ସ୍ଥାନ ମିଳିଛି । କିନ୍ତୁ ଧଳା…

କଣ୍ଟିନେଣ୍ଟାଲ ୱାର୍ଲ୍ଡ ଟୁର୍ ବ୍ରୋଞ୍ଜ୍‌ ପ୍ରତିଯୋଗିତାରେ ଚମକିଲେ ଓଡ଼ିଶାର ଅନିମେଶ କୁଜୁର ଓ ପ୍ରଜ୍ଞା ପ୍ରଶାନ୍ତି ସାହୁ

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଚମକିଲେ ଅନିମେଶ କୁଜୁର । ଭାରତରେ ପ୍ରଥମ ଥର ପାଇଁ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତାର ଆୟୋଜନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ଠାରେ କରାଯାଇଥିଲା। ଏହି ଏକଦିବସୀୟ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ୨୦୦ ମିଟରରେ ଅନିମେଶ…

ଆଜିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ

ଆଜିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଭାରତରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ ଆୟୋଜିତ ହେଉଛି। ୨୦୧୭ ଏସିଆନ ଆଥଲେଟିକ୍ସର ସଫଳ ଆୟୋଜନ ପରେ ଓଡିଶାରେ ଟ୍ରାକ…

ଓଭାଲ ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ

କେନିଙ୍ଗଟନ୍ ଓଭାଲରେ ଚାଲିଥିବା ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚରେ ଭାରତର ବଡ଼ ବିଜୟ । ମାତ୍ର ୬ ରନ୍‌ରେ ରୋମାଞ୍ଚକର ବିଜୟ ହୋଇଛି ଭାରତ। ଆଟକିନସନଙ୍କୁ ବୋଲ୍ଡ କରି ବିଜୟ ଆଣିଲେ ସିରାଜ । ୫ ମ୍ୟାଚ ସିରିଜକୁ ୨-୨ରେ ବରାବର…

ଦିବ୍ୟା ଦେଶମୁଖ ହେଲେ ବିଶ୍ୱ ଚେସ୍ ଚମ୍ପିଆନ୍

ପୁଣି ବିଶ୍ଵସ୍ତରରେ ଚମକିଲା ଭାରତ। ବିଶ୍ୱକପ୍‌ ଚେସ୍ ଚାମ୍ପିଅନ୍ ହେଲେ ଦିବ୍ୟା ଦେଶମୁଖ । FIDE ମହିଳା ଚେସ୍‌ ବିଶ୍ବକପ୍‌ ୨୦୨୫ ଟାଇଟଲ୍‌ ଜିତିଲେ ଦିବ୍ୟା । ଜର୍ଜିଆରେ ଅନୁଷ୍ଠିତ ଏହି ବିଶ୍ୱକପ୍ ଫାଇନାଲରେ ଭାରତର କିମ୍ବଦନ୍ତୀ ଖେଳାଳି କୋନେରୁ ହମ୍ପିଙ୍କୁ…

ସେପ୍ଟେମ୍ବର ୯ ରୁ ଏସିଆ କପ୍‌ ୨୦୨୫

ପହଲଗାମ ଘଟଣା ପରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଥିବା ସସ୍‌ପେନ୍ସ ଆଜି ଦୂର ହୋଇଛି । ସେପ୍ଟେମ୍ବର ୯ ରୁ ୨୮ତାରିଖ ପର୍ଯ୍ୟନ୍ତ ଖେଳାଯିବ ଏସିଆ କପ୍‌ ୨୦୨୫ । ସେପ୍ଟେମ୍ବର ୨୮ରେ ଫାଇନାଲ ଖେଳାଯିବ । ଭାରତ ଏସିଆ କପ…

ସେପ୍ଟେମ୍ବରରେ ଖେଳାଯିବ ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌

ଆସନ୍ତା ସେପ୍ଟେମ୍ବରରୁ ଖେଳାଯିବ ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌ (OPTL) । ଫ୍ରାଞ୍ଚାଇଜି ଭିତ୍ତିକ ଟି-୨୦ ଲିଗ୍‌ ଆୟୋଜନ କରିବ ଓସିଏ । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ସେପ୍ଟେମ୍ବର ୨୦୨୫ ରେ ଆରମ୍ଭ ହେବାକୁ ଥିବା ଏକ ଐତିହାସିକ ଫ୍ରାଞ୍ଚାଇଜ୍-ଭିତ୍ତିକ…

ଇଂଲଣ୍ଡ ବିପକ୍ଷରେ ବର୍ମିଂହାମ୍‌ ଟେଷ୍ଟରେ ଇତିହାସ ରଚିଲେ ଗିଲ୍

ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତର ଅଧିନାୟକ ଶୁବମନ ଗିଲ୍‌ ପ୍ରଥମ ଇନିଂସରେ ଦ୍ୱିଶତକ ପରେ ଦ୍ୱିତୀୟ ଇନିଂସରେ ଆଜି ପୁଣି ଶତକ କରିଛନ୍ତି । ୧୨୯ ବଲ୍‌ରେ ଗିଲ୍‌ ୧୦୦ ରନ ପୂରଣ କରିଛନ୍ତି । ବିଶ୍ୱର ନବମ…