Category: ଖେଳ

ଇଂଲଣ୍ଡ ବିପକ୍ଷରେ ବର୍ମିଂହାମ୍‌ ଟେଷ୍ଟରେ ଇତିହାସ ରଚିଲେ ଗିଲ୍

ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତର ଅଧିନାୟକ ଶୁବମନ ଗିଲ୍‌ ପ୍ରଥମ ଇନିଂସରେ ଦ୍ୱିଶତକ ପରେ ଦ୍ୱିତୀୟ ଇନିଂସରେ ଆଜି ପୁଣି ଶତକ କରିଛନ୍ତି । ୧୨୯ ବଲ୍‌ରେ ଗିଲ୍‌ ୧୦୦ ରନ ପୂରଣ କରିଛନ୍ତି । ବିଶ୍ୱର ନବମ…

ଘୁଞ୍ଚିଲା ଭାରତ ବାଂଲାଦେଶ କ୍ରିକେଟ ସିରିଜ

ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା କ୍ରିକେଟ ସିରିଜ ନେଇ ଥିବା ଦ୍ୱନ୍ଦରେ ଆଜି ପୂର୍ଣ୍ଣଛେଦ ପଡିଛି । ଭାରତ କ୍ରିକେଟ ବୋର୍ଡ ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ର ମିଳିତ ସହମତିରେ ପ୍ରାୟ ବର୍ଷେ ଘୁଞ୍ଚିଛି ଭାରତ ବାଂଲାଦେଶ…

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ କେଏଲ ରାହୁଲ, ରିଷଭ ପନ୍ତ

ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ କ୍ରିକେଟରେ ଭାରତୀୟ ଟିମର ୱିକେଟ କିପର ବ୍ୟାଟର ରିଷଭ ପନ୍ତ ଏବଂ ଭାରତୀୟ ଓପନର ଲୋକେଶ ରାହୁଲ ଆଜି ଇତିହାସ ରଚିଛନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ରିଷଭ ପନ୍ତଙ୍କ ବ୍ୟାଟରୁ ବାହାରିଛି ଟ୍ୱିନ…

ଅଷ୍ଟ୍ରେଲିଆକୁ ହରାଇ ଡବ୍ଲ୍ୟୁଟିସି ଜିତି ଟ୍ରଫି ଜିତିଲା ଦକ୍ଷିଣ ଆଫ୍ରିକା

୨୭ ବର୍ଷ ପରେ ଆଇସିସି ଟ୍ରଫି ଜିତି ପାରିଛି ଦକ୍ଷିଣ ଆଫ୍ରିକା।ଐତିହାସିକ ଲର୍ଡ୍ସ ମଇଦାନରେ ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା। ବିଶ୍ଵ ଟେଷ୍ଟ ଚମ୍ପିଆନଶିପ(ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୫ ଉଇକେଟରେ ହରାଇ ଏହି ଆଇସିସି ଟ୍ରଫି ହାସଲ…

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବି‌ଦାୟ ନେଲେ ନିକୋଲାସ ପୁରନ୍‌

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବି‌ଦାୟ ନେଲେ ୱେଷ୍ଟଇଣ୍ଡିଜ୍ ବ୍ୟାଟର୍‌ ନିକୋଲସ୍‌ ପୁରନ୍‌। ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ହେଇଛନ୍ତି ପୁରନ୍‌ । ଇନ୍‌ଷ୍ଟାଗ୍ରାମ୍‌ରେ ଭାବପୂର୍ଣ୍ଣ ପୋଷ୍ଟ କରି ଅବସର ଘୋଷଣା କରିଥିବାର ଦେଖାଯାଇଛି । ୱେଷ୍ଟଇଣ୍ଡିଜ୍ ପାଇଁ ୧୦୬…

ଡିସେମ୍ବର ୯ରେ ବାରବାଟୀରେ ହେବ ଟି-ଟ୍ବେଣ୍ଟି

ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍ । ଆସନ୍ତା ଡିସେମ୍ବର ୯ରେ ଖେଳାଯିବ ମ୍ୟାଚ୍ । ଚଳିତ ବର୍ଷ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚର ସିରିଜ୍ ଖେଳାଯିବ। ସେଥିମଧ୍ୟରୁ ଡିସେମ୍ବର ୯ରେ ଓଡ଼ିଶାର…

ବେଙ୍ଗାଲୁରୁ ଦଳାଚକଟା ଘଟଣାରେ କେଏସସିଏ ସମ୍ପାଦକ, କୋଷାଧ୍ୟକ୍ଷଙ୍କ ଇସ୍ତଫା

ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣାରେ ୧୧ ଜଣ ମୃତ୍ୟୁବରଣ ଓ ୭୫ ଜଣ ଆହତ ହୋଇଥିବା ଘଟଣାରେ କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ ଆସୋସିଏଶନ (କେଏସସିଏ) ର ସମ୍ପାଦକ ଏ. ଶଙ୍କର ଏବଂ ଟ୍ରେଜରର୍ (କୋଷାଧ୍ୟକ୍ଷ) ଇ.ଏସ୍. ଜୟରାମ ନିଜ…

ବେଙ୍ଗାଲୁରେ ଦଳାଚକଟା ଘଟଣା; ଆରସିବି ମାର୍କେଟିଂ ହେଡଙ୍କ ସମେତ ୪ ଜଣ ଗିରଫ

ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରସିବି (ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ)ର ବିଜୟ ଉତ୍ସବ ସମୟରେ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ଆରସିବି ମାର୍କେଟିଂ ହେଡ୍‌ ନିଖିଲ ସୋସଲେ ସମେତ ୪ ଜଣ ଗିରଫ । ଏୟାରପୋର୍ଟରୁ ଗିରଫ କଲା ବେଙ୍ଗାଲୁରୁ ପୋଲିସ…

ବେଙ୍ଗାଲୁରୁ ଦଳାଚକଟା ଘଟଣା: ମୃତକଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲା ଆରସିବି

ବେଙ୍ଗାଲୁରୁରେ ଆଇପିଏଲ ୨୦୨୫ ବିଜୟ ରାଲି ସମୟରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା ୧୧ ଜଣ ପ୍ରାଣ ହରାଇବା ପରେ ଗୁରୁବାର ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷର ଆର୍ଥିକ ସହାୟତା…

ବେଙ୍ଗାଲୁରୁରେ ଦଳାଚକଟା: ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଆରସିବିର ବିଜୟ ରାଲି ସମୟରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା ହୋଇ ୧୧ ଜଣଙ୍କର ମୃତ୍ୟୁ ହୋଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।…