ଖେଳ ତାଜା ଖବର ଦେଶ ବିଶ୍ୱ କୁସ୍ତି ସେମିଫାଇନାଲରେ ଭାରତର ଅମନ August 8, 2024 Papirani କୁସ୍ତି ପ୍ରତିଯୋଗିତାରେ ସେମିଫାଇଲାରେ ପହଞ୍ଚିଲେ ଅମନ ସହରାୱତ । ୫୭ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଆଲବେନିଆର ଜେଲିମଖାନ ଏବକୋରଭଙ୍କୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛନ୍ତି ।ଅଲବାନିଆର ପ୍ରତିଦ୍ବନ୍ଦୀଙ୍କୁ ୧୨-୦ରେ ହରାଇଛନ୍ତି । ଅମନ ସେହରାୱତ ସେମିଫାଇନାଲରେ ଜାପାନର…
ଖେଳ ଦେଶ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ସ୍ୱପ୍ନିଲ କୁସାଲେଙ୍କୁ ଭବ୍ୟ ସ୍ୱାଗତ August 8, 2024 Nirvay ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତି ଭାରତୀୟ ସୁଟର ସ୍ୱପ୍ନିଲ କୁସାଲେ ଭାରତ ପାଇଁ ଗୌରବ ଆଣିଛନ୍ତି। ସେ ପ୍ୟାରିସରେ ଭାରତକୁ ତୃତୀୟ ପଦକ ପ୍ରଦାନ କରିଥିଲେ। ସେ ଫାଇନାଲରେ ୪୫୧.୫ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଥିଲେ। ଏବେ…
ଖେଳ ଦେଶ ବିନେଶଙ୍କୁ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତାର ସମ୍ମାନ ଦେବ ହରିୟାଣା ସରକାର August 8, 2024 Nirvay ବିନେଶ ଫୋଗଟ୍ଙ୍କୁ ପଦକ ବିଜେତାର ସମ୍ମାନ ଦେବାକୁ ଘୋଷଣା କରାଯାଇଛି । ଏ ନେଇ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି। ବିନେଶଙ୍କୁ ସମସ୍ତ ସମ୍ମାନ, ପୁରସ୍କାର, ସୁବିଧା ପ୍ରଦାନ କରାଯିବ। ଅଲିମ୍ପିକ୍ସ…
ଖେଳ ଦେଶ କୁସ୍ତିରୁ ଅବସର ନେଲେ ବିନେଶ ଫୋଗଟ August 8, 2024 Nirvay ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ପରେ କୁସ୍ତିରୁ ଅବସର ନେଇଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗଟ। ଏ ନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ରେ କୋହଭରା ଟ୍ବିଟ୍ କରିଛନ୍ତି। ମା’ କୁସ୍ତି ମୋଠାରୁ ଜିତିଗଲା ମୁଁ ହାରିଗଲି। ମା’, ତୁମ ସ୍ବପ୍ନ…
ଖେଳ ବିଶ୍ୱ ବିନେଶ ସୁସ୍ଥ; ଅଲିମ୍ପିକ ଗ୍ରାମ ରୁମ୍ କୁ ଫେରିଲେ August 7, 2024 Nirvay ଫାଇନାଲ ମ୍ୟାଚରେ ଅଯୋଗ୍ୟ ଘୋଷଣା ପରେ ମୁଣ୍ଡ ବୁଲାଇ ଚେତାଶୂନ୍ୟ ହୋଇପଡ଼ିବାରୁ ବିନେଶ ଫୋଗଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଡିହାଇଡ୍ରେସନ୍ କାରଣରୁ ଅଲିମ୍ପିଆନ୍ ବିନେଶ ହତାଶ ହୋଇପଡିଥିବା କହାଯାଉଛି। ଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ଓଜନ ହ୍ରାସ ପାଇଁ…
ଖେଳ ତାଜା ଖବର ଦେଶ ବିଶ୍ୱ ବିନେଶଙ୍କ ଡିସକ୍ୱାଲିଫାଏଡ୍ ଘଟଣା: ପ୍ରତିକ୍ରିୟା ରଖିଲେ ଆଇଓଏର ମୁଖ୍ୟ ପି.ଟି ଉଷା August 7, 2024 Papirani ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର ସଭାପତି ପି.ଟି ଉଷା ଆଜି ପ୍ୟାରିସ୍ ଅଲିମ୍ପିକ୍ସରେ ୫୦ କିଲୋଗ୍ରାମ ଇଭେଣ୍ଟ ଫାଇନାଲରୁ ଭିନେଶ ଫୋଗାଟଙ୍କ ଡିସକ୍ୱାଲିଫାଏଡ୍ କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଏହା ଏକ ଚକିତ ଏବଂ ନିରାଶ ଜନକ…
ଖେଳ ତାଜା ଖବର ଦେଶ ବିଶ୍ୱ ଭାରତର କୁସ୍ତିଯୋଦ୍ଧା ବିନେଶ ଫୋଗଟ ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି August 7, 2024 Papirani ପ୍ୟାରିସ ଅଲିମ୍ପିକ୍ସରେ ଭାରତର କୁସ୍ତିଯୋଦ୍ଧା ବିନେଶ ଫୋଗଟଙ୍କୁ ଧାର୍ଯ୍ୟ ସୀମାଠାରୁ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ହେଇଥିବାରୁ ତାଙ୍କୁ ଆଜି ଫାଇନାଲ ମ୍ୟାଚ ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହାପରେ ସେ ମୁଣ୍ଡ ବୁଲାଇବା ସହ ଚେତାଶୂନ୍ୟ ହୋଇପଡ଼ିବାରୁ ହସ୍ପିଟାଲରେ…
ଖେଳ ଦେଶ ବିନେଶଙ୍କୁ ସାନ୍ତ୍ଵନା ଦେଲେ ମୋଦି August 7, 2024 Nirvay ଅଧିକ ଓଜନ ପାଇଁ ଅଲିମ୍ପିକ୍ସ ଫାଇନାଲରୁ ଆଉଟ ହୋଇଛନ୍ତି ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ । ତାଙ୍କ ପଦକ ଆଶା ଅଧୁରା ରହିଛି । ଏହା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ବିନେଶଙ୍କୁ ସାନ୍ତ୍ଵନା ଦେବା ସହ…
ଖେଳ ବିଶ୍ୱ ଭାରତକୁ ବଡ଼ ଝଟକା; ଅଯୋଗ୍ୟ ଘୋଷିତ ହେଲେ ବିନେଶ ଫୋଗଟ August 7, 2024 Nirvay ଅଲିମ୍ପିକ୍ସ ଫାଇନାଲରୁ ଆଉଟ ହେଲେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ। ବିନେଶ ଫାଇନାଲରେ ପହଂଚିବା ପରେ ଡିସ୍କ୍ବାଲିଫାଏଡ୍ ଘୋଷଣା କରାଯାଇଛି । ତାଙ୍କ ଓଜନ ୫୦ କେଜିରୁ ଅଧିକ ଥିବାରୁ ଅଲିମ୍ପିକ୍ସରୁ ଆଉଟ ହୋଇଛନ୍ତି। ୫୦ କେଜିଠାରୁ ବିନେଶ ସାମାନ୍ୟ…
ଖେଳ ଦେଶ ଭାରତ ଫେରିଲେ ମନୁ ଭାକର August 7, 2024 Nirvay ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ମେଡାଲ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ସୁଟର ମନୁ ଭାକର। ସେ ବୁଧବାର ସକାଳେ ଭାରତ ଫେରିଛନ୍ତି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମନୁଙ୍କ ସହ ତାଙ୍କ…