Category: ଖେଳ

ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ: ଭାରତ ଆଗରେ ରହିଲା ୨୬୫ ରନ୍ ର ଟାର୍ଗେଟ

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ପ୍ରଥମ ଟସ୍ ଜିତି ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୬୪ ରନ୍ କରି ଅଲଆଉଟ ହୋଇଛି । ଏବେ ଭାରତକୁ…

ଚାମ୍ପିଅନ୍ସ ଟ୍ରଫି: ଦୁବାଇରେ ଭାରତର ‘ବିରାଟ’ ବିଜୟ

ଦୁବାଇରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫିର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରି ବିଜୟ ପତାକା ଉଡାଇଛି ଭାରତୀୟ ଟିମ୍ । ବିରାଟ କୋହଲି ୫୧ତମ ଦିନିକିଆ ଶତକ (୧୦୦*) ହାସଲ କରିବା ସହ ଦ୍ରୁତତମ…

ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ

ପୂର୍ବତନ ଭାରତୀୟ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଲକାତା ଦୁର୍ଗାପୁର ଏକ୍ସପ୍ରେସୱେ ଦେଇ ବର୍ଦ୍ଧମାନ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ସୌରଭ ଗାଙ୍ଗୁଲି। ତେବେ ଦୁର୍ଘଟଣାରୁ ସୌରଭ ଗାଙ୍ଗୁଲି କୌଣସି ଆଘାତ ଲାଗି ନ ଥିବା…

ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ

ଦୁବାଇରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ଦଳ । ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ବାଂଲାଦେଶକୁ ୬ ୱିକେଟରେ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ । ଏହି ମ୍ୟାଚରେ ବାଂଲାଦେଶ ଭାରତ ଆଗରେ…

ତୃତୀୟ ଦିନିକିଆରେ ଇଂଲଣ୍ଡକୁ ପରାସ୍ତ କରି ୩-୦ ରେ ସିରିଜ୍‌ ଜିତିଲା ଭାରତ

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ ମୁକାବିଲାରେ ଇଂଲଣ୍ଡକୁ ୧୪୨ ରନରେ ପରାସ୍ତ କରି ୩-୦ ରେ ସିରିଜ ଜିତିଲା ଭାରତ । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୩୫୬ ରନରେ ଅଲଆଉଟ ହୋଇଥିଲେ । ହେଲେ…

ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡିଲେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା

୨୦୨୫ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ ଖେଳ ପ୍ରେମୀଙ୍କ ପାଇଁ ବଡ ଝଟକା। ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡିଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଦ୍ରୁତବୋଲର ଯଶପ୍ରୀତ ବୁମ୍‌ରା । ବିସିସିଆଇ ପକ୍ଷରୁ ଚୂଡ଼ାନ୍ତ ଦଳ ଘୋଷଣା କରାଯାଇଥିବା ବେଳେ ସେଥିରୁ…

ଭୁବନେଶ୍ବର ଛାଡିଲେ ଭାରତ ଓ ଇଂଲଣ୍ଡ ଖେଳାଳି

ରାଜଧାନୀ ଛାଡ଼ିଲେ ଭାରତ ଓ ଇଂଲଣ୍ଡ ଖେଳାଳି । ଅହମ୍ମଦାବାଦ ଅଭିମୁଖେ ବାହାରିଲେ ଉଭୟ ଦଳର ଖେଳାଳି । ବାରବାଟୀରେ ଭାରତର ଗତକାଲି(ରବିବାର) ଦମଦାର ବିଜୟ ପରେ ଆଜି ଅହମ୍ମଦାବାଦ ଅଭିମୁଖେ ବାହାରିଲେ ଉଭୟ ଦଳର ଖେଳାଳି। ହୋଟେଲରୁ କଡା ସୁରକ୍ଷା…

ବାରବାଟୀ ମ୍ୟାଚବେଳେ ବିଜୁଳି ବିଭ୍ରାଟ ମାମଲା, ଓସିଏକୁ କ୍ରୀଡ଼ା ବିଭାଗର କାରଣ ଦର୍ଶାଅ ନୋଟିସ୍

ବାରବାଟୀ ଷ୍ଟାଡିୟମରେ ଗତକାଲି ଫ୍ଲଡ୍ ଲାଇଟ୍ ବିଫଳତା ଯୋଗୁଁ ଦ୍ୱିତୀୟ ଭାରତ-ଇଂଲଣ୍ଡ ମ୍ୟାଚ୍ ୨୫ ମିନିଟ୍ ପାଇଁ ବାଧାପ୍ରାପ୍ତ ହୋଇଥିବା ଘଟଣାରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଅନେକ ସମାଲୋଚନାର ଶୀକାର ହେଉଛି । ଏହାରି ମଧ୍ୟରେ ଏହି ବିଭ୍ରାଟ ଘଟଣାରେ ଓସିଏକୁ…

ବାରବାଟୀ ବିଭ୍ରାଟ: ଓସିଏର ବିଚିତ୍ର ସ୍ପଷ୍ଟୀକରଣ, ଆକ୍ସନ ମୋଡ଼ରେ ସରକାର

ବାରବାଟୀ ଷ୍ଟାଡିୟମରେ ଗତକାଲି ଫ୍ଲଡ୍ ଲାଇଟ୍ ବିଫଳତା ଯୋଗୁଁ ଦ୍ୱିତୀୟ ଭାରତ-ଇଂଲଣ୍ଡ ମ୍ୟାଚ୍ ୨୫ ମିନିଟ୍ ପାଇଁ ବାଧାପ୍ରାପ୍ତ ହୋଇଥିବା ଘଟଣା ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏତେ ବର୍ଷ ପରେ ଓଡ଼ିଶାରେ ଅନ୍ତର୍ଜାତୀୟ କ୍ରୀଡ଼ା ଖେଳାଯାଉଥିବା ବେଳେ…

ବାରବାଟୀରେ ଇଂଲଣ୍ଡକୁ ହରାଇ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ମ୍ୟାଚରେ ସିରିଜ୍‌ ଜିତିଲା ଭାରତ । ଭାରତୀୟ ଅଧିନାୟକଙ୍କ ଶତକୀୟ ଇନିଂସ ବଳରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି ।…