ଖେଳ ଦେଶ ପର୍ଥ ଟେଷ୍ଟ ରେ ପରାଜୟର ଦ୍ୱାରଦେଶରେ ଅଷ୍ଟ୍ରେଲିଆ; ଦୃଢ଼ ସ୍ଥିତିରେ ଭାରତ November 24, 2024 Nirvay ଅଧିନାୟକ ଯଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ତିନୋଟି ୱିକେଟ୍ ନେଇ ଦ୍ୱିତୀୟ ପାଳିରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆକୁ ୧୨/୩ ରେ ସୀମିତ ରଖି ପରାଜୟର ଦ୍ୱାର ଦେଶକୁ ଠେଲି ଦେଇଛନ୍ତି । ପର୍ଥ ଷ୍ଟାଡିୟମରେ ବର୍ଡର-ଗାଭାସ୍କର…
ଖେଳ ତାଜା ଖବର ଦେଶ ଭାରତ-ଅଷ୍ଟ୍ରେଲିଆ ବର୍ଡ଼ର-ଗାଭାସ୍କର ଟେଷ୍ଟ ମ୍ୟାଚର ପ୍ରଥମ ଦିନ; ଭାରତ ୮୩ ରନରେ ଆଗୁଆ November 22, 2024 Papirani ଆଜି ବର୍ଡ଼ର-ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଓ ପ୍ରଥମ ଦିନ । ଆଜି ଭାରତ ପକ୍ଷରୁ ଟେଷ୍ଟରେ ନୀତିଶ ରେଡ୍ଡୀ ଓ ହର୍ଷିତ ରାଣା ପଦାର୍ପଣ କରିଛନ୍ତି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଇଥିବା ଯଶପ୍ରୀତ ବୁମରା…
ଖେଳ ଦେଶ ଚୀନକୁ ହରାଇ ଭାରତ ଜିତିଲା ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି November 20, 2024 Nirvay ବୁଧବାର ଦିନ ଫାଇନାଲରେ ଚୀନ୍ କୁ ୧-୦ରେ ପରାସ୍ତ କରି ଭାରତ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୪ ଟାଇଟଲ୍ ହାସଲ କରିଛି।ମୋଟ ଉପରେ, ତୃତୀୟ ଥର ପାଇଁ ଭାରତ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ଜିତିଛି, ଏହି ପ୍ରତିଯୋଗିତାରେ ଦକ୍ଷିଣ…
ଖେଳ ଦେଶ ରାଜ୍ୟ ବାରବାଟୀ ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚର ଟିକେଟ୍ ଦର ହ୍ରାସ November 19, 2024 Nirvay ୨୦୨୫ ଫେବୃଆରୀ ୯ ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ ବନାମ ଇଂଲଣ୍ଡ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ଟିକେଟ୍ ମୂଲ୍ଯ ହ୍ରାସ କରାଯାଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ର ବରିଷ୍ଠ ଅଧିକାରୀଙ୍କ…
ଖେଳ ତାଜା ଖବର ରାଜ୍ୟ ମାଇକେଲ ଓ ଦିଲୀପ ଯାହା ପାଇନଥିଲେ ତାହା ପାଇଗଲେ ଦୀପସାନ ଓ ଶିଳାନନ୍ଦ November 18, 2024 Papirani ସମୟ ଆସିଲେ ବା ପାଇବାର ସମୟ ହେଲେ ତାହା ମିଳିବ ହିଁ ମିଳିବ। କେହି ତାହାକୁ ବଦଳାଇପାରିବେ ନାହିଁ। ତେବେ ସମୟକୁ ଚାହିଁ ବସିଲେ ରହିଲେ ନାହିଁ ବଡ଼ ଏକ ସଫଳତା ଓ ଲକ୍ଷ୍ୟରେ ପହଞ୍ଚିବା ସକାଶେ ଏକ ନିଷ୍ଠାପର ଉଦ୍ୟମର…
ଖେଳ ତାଜା ଖବର ରାଜ୍ୟ ହରିୟାଣାକୁ ହରାଇ ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍ ହତେଇଲା ଟିମ୍ ଓଡ଼ିଶା November 16, 2024 Papirani ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍ ରେ ଓଡ଼ିଶା ହକି ଦଳ ଆଜି ସ୍ବର୍ଣ୍ଣ ପଦକ ହାସଲ କରିଛି। ଚେନ୍ନାଇର ମେୟର ରାଧାକ୍ରିଷ୍ଣନନ୍ ହକି ଷ୍ଟାଡିୟମ୍ ଠାରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ହରିୟାଣାକୁ ୫-୧ ଗୋଲରେ ପରାସ୍ତ କରି…
ଖେଳ ତାଜା ଖବର ରଣଜୀ ଟ୍ରଫି: ବାରବାଟୀରେ ମହାରାଷ୍ଟ୍ରକୁ ୩ ୱିକେଟରେ ହରାଇଲା ଓଡ଼ିଶା November 15, 2024 Papirani ଚଳିତ ରଣଜୀ ଟ୍ରଫିରେ ଲଗାତାର ଦୁଇ ପରାଜୟ ପରେ ଚଳିତ ରଣଜୀ ଋତୁରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। ସିଜିନର ୪ର୍ଥ ମ୍ୟାଚ୍ ଖେଳୁଥିବା ଓଡ଼ିଶା ବାରବାଟୀରେ ମହାରାଷ୍ଟ୍ରକୁ ୩ ୱିକେଟରେ ହରାଇ ଦେଇଛି। ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୩୮…
ଖେଳ ତାଜା ଖବର ୨୦୩୬ରେ ଭାରତରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଆଇଓସିକୁ ଚିଠି କଲା ଭାରତୀୟ ଅଲିମ୍ପିକ୍ସ ସଂଘ November 5, 2024 Papirani ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ପ୍ରଥମ ପଦକ୍ଷେପ । ଭାରତରେ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ଚିଠି ଦ୍ବାରା ଇଚ୍ଛା ଜାହିର କରିଛି ଭାରତୀୟ ଅଲିମ୍ପିକ୍ସ ସଂଘ । ଅଲିମ୍ପିକ୍ସ ସହ ପାରା ଅଲିମ୍ପିକ୍ସ ଆୟୋଜନ…
ଖେଳ ତାଜା ଖବର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍ ମ୍ୟାଚରେ ବାଜି ମାରିଲା ନ୍ୟୁଜିଲାଣ୍ଡ November 3, 2024 Papirani ଭାରତ ମାଟିରେ ଇତିହାସ ସୃଷ୍ଟି କଲା ନ୍ୟୁଜିଲାଣ୍ଡ । ମୁମ୍ବାଇ ୱାଙ୍ଖଡେରେ ଭାରତ-ନ୍ୟୁଜିଲାଣ୍ଡ ଟିମ୍ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ଶେଷ ମ୍ୟାଚ ରେ ନ୍ୟୁଜିଲାଣ୍ଡ ୨୫ ରନରେ ଜିତିବା ସହ ସିରିଜକୁ କ୍ଲିନ ସ୍ବିପ କରିଛି । ଏହି ମ୍ୟାଚ୍…
ଖେଳ ତାଜା ଖବର ୭ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ଲିଗ୍ October 4, 2024 Papirani ୭ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ଲିଗ୍ । ୨୦୧୭ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ । ହକି ଇଣ୍ଡିଆ ଲିଗ୍ ୨୦୨୪-୨୫ ସଂସ୍କରଣ…