Category: ଖେଳ

ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର ହେଲେ ଯଶପ୍ରୀତ ବୁମରା

ଭାରତୀୟ ଦଳର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ହେଲେ ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର ୨୦୨୪ । ଷଷ୍ଠ ଭାରତୀୟ ଭାବେ ଯଶପ୍ରୀତ ବୁମରା ହେଲେ ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର । ପ୍ରଥମ ଭାରତୀୟ…

ଖୋ ଖୋ ବିଶ୍ୱକପ୍‌ ବିଜେତାଙ୍କୁ ଭୁବନେଶ୍ୱରରେ ଭବ୍ୟ ସ୍ବାଗତ

ଭୁବନେଶ୍ୱରରେ ପହଞ୍ଚିଲେ ଖୋ ଖୋ ବିଶ୍ୱକପ ଚାମ୍ପିଅନ୍ ବିଜେତା ଓଡ଼ିଆ ଖେଳାଳି । ଓଡ଼ିଶାରେ ପହଞ୍ଚିବା ବେଳେ ବିଶ୍ବ ବିଜେତାଙ୍କୁ ଭୁବନେଶ୍ୱରରେ ଭବ୍ୟ ସ୍ବାଗତ କରାଯାଇଛି । ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ପ୍ରଥମ ଖୋ ଖୋ ବିଶ୍ୱକପ୍‌ରେ…

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍‌: ୫ ଓ ୬ରେ କାଉଁଣ୍ଟର, ୨ରେ ଅନ୍‌ଲାଇନ ଟିକେଟ୍‌

ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଯାଉଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍‌ । ଫେବ୍ରୁଆରୀ ୯ରେ ଭାରତ-ଇଂଲଣ୍ଡ ଦିବାରାତ୍ର ମ୍ୟାଚ ଖେଳାଯିବ । ଏହି କ୍ରିକେଟ୍ ମ୍ୟାଚ୍‌ର ଟିକେଟ୍‌ ବିକ୍ରି ନେଇ ଆଜି ହୋଇଛି ତାରିଖ ଘୋଷଣା । କ୍ରିକେଟ୍‌ପ୍ରେମୀମାନେ ଆସନ୍ତା…

ବାରବାଟୀରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଆସନ୍ତା ଫେବୃୟାରୀ ୯ ତାରିଖରେ କଟକସ୍ଥିତ ବାରବାଟୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବାକୁଥିବା ଭାରତ ଇଂଲଣ୍ଡ ଏକଦିବସୀୟ କ୍ରିକେଟ ମ୍ୟାଚ୍ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓସିଏରୁ ଆଜି ପ୍ରଥମ ଟିକେଟ କିଣିଛନ୍ତି । ସୂଚନାଯୋଗ୍ୟ ଯେ ଓଡ଼ିଶା କ୍ରିକେଟ୍…

ନୀରଜ ଚୋପ୍ରାଙ୍କ ପତ୍ନୀ ଜଣେ ଭଲ ଟେନିସ ତାରକା

ହଠାତ୍ ରବିବାର ଦିନ ସନ୍ଧ୍ୟାବେଳେ ଜାଭେଲିନ୍ ଲିଜେଣ୍ଡ ନୀରଜ ଚୋପ୍ରା ସୋସିଆଲ ମିଡିଆରେ ନିଜ ବାହାଘରର ଫଟୋ ସେୟା ସୟାର କରି ଏକପ୍ରକାର ଚହଳ ପକାଇ ଦେଇଥିଲେ। ପୂର୍ବରୁ କୌଣସି ପ୍ରକାର ଚିମୁଟାଏ ଖବର ମଧ୍ୟ ନୀରଜଙ୍କ ବିବାହକୁ ନେଇ ଆସୁନଥିଲା…

ବିବାହ ବନ୍ଧନରେ ବାନ୍ଧି ହେଲେ ନୀରଜ ଚୋପ୍ରା

ଭାରତର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ବିବାହ ବନ୍ଧନରେ ଆଜି ବାନ୍ଧି ହୋଇଛନ୍ତି । ବିବାହ ବନ୍ଧନରେ ବାନ୍ଧି ହୋଇଥିବା ନେଇ ନୀରଜ ଚୋପ୍ରା ନିଜେ ସୋସିଆଲ ମିଡିଆରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ନୀରଜଙ୍କ ବିବାହରେ…

ଉଭୟ ମହିଳା ଓ ପୁରୁଷ ଖୋ ଖୋ ବିଶ୍ୱକପ୍ ଜିତିଲା ଭାରତ

ଇତିହାସ ରଚିଲା ଭାରତ । ଖୋ ଖୋ ବିଶ୍ୱକପ୍‌ରେ ଭାରତର ପୁରୁଷ ଓ ମହିଳା ଦଳ ଆଜି ବିଶ୍ୱକପ୍ ଟାଇଟଲ୍ ହାସଲ କରିଛନ୍ତି । ପୁରୁଷ ଖୋ-ଖୋ ବିଶ୍ୱକପର ଫାଇନାଲ ମ୍ୟାଚ୍ ରେ ଭାରତ, ନେପାଳକୁ ପରାସ୍ତ କରିଥିବାବେଳେ ଭାରତୀୟ ମହିଳା…

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା

ଆଇସିସି ଚାମ୍ପିୟନ୍ସ ଟ୍ରଫି-୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା। ଶ୍ରେଷ୍ଠ ୧୫ ଖେଳାଳୀଙ୍କ ନାମ ଘୋଷଣା କରିଛି ଭାରତୀୟ ଦଳ । ରୋହିତ ଶର୍ମା ଅଧିନାୟକ ହୋଇଥିବା ବେଳେ ଉପ-ଅଧିନାୟକ ପଦ ସମ୍ଭାଳିବେ ଶୁଭମନ ଗିଲ୍ । ବୁମରାଙ୍କ ପାଇଁ ସବଜେକ୍ଟଟୁ…

ମନୁ, ଗୁକେଶ, ହର୍ମନପ୍ରୀତ, ପ୍ରବୀଣଙ୍କୁ ମିଳିଲା ରାଷ୍ଟ୍ରୀୟ ଖେଳ ରତ୍ନ ପୁରସ୍କାର

ଆଜି ପ୍ରଦାନ କରାଯାଇଛି ରାଷ୍ଟ୍ରୀୟ ଖେଳ ରତ୍ନ ପୁରସ୍କାର । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ ବର୍ଗରେ କୃତୀ ଖେଳାଳୀଙ୍କୁ ମେଜର୍ ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ଓ ଅର୍ଜୁନ ପୁରସ୍କାର ପ୍ରଦାନ…

ଦେବଜିତ ସାଇକିଆ ହେଲେ ବିସିସିଆଇ ସମ୍ପାଦକ

ଦେବଜିତ୍ ସାଇକିଆ ହେଲେ ବିସିସିଆଇର ନୂଆ ସମ୍ପାଦକ । ଦେବଜିତକୁ ନୂଆ ଦାୟିତ୍ୱ ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ସାଇକିଆ ନବନିଯୁକ୍ତ ଆଇସିସି ସଭାପତି ଜୟ ଶାହଙ୍କ ପଦ ସମ୍ଭାଳିବେ । ଆସାମର ପୂର୍ବତନ କ୍ରିକେଟର ହେଉଛନ୍ତି ଦେବଜିତ୍…