Category: ରାଜନୀତି

ସୁର ନାୟକଙ୍କୁ ଭେଟିଲେ ଛତିଶଗଡ଼ ରାଜ୍ୟପାଳ

ବରିଷ୍ଠ ରାଜନେତା ସୁର ନାୟକଙ୍କୁ ଭେଟିଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଭୁବନେଶ୍ବର ବାସଭବନରେ ଭେଟିବା ସହ ସୁରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ଶ୍ରୀ ହରିଚନ୍ଦନ।

ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ଆଇନ

ଦେଶରେ ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବା ପାଇଁ ଜୁଲାଇ ୧ରୁ ତିନୋଟି ନୂତନ ଆଇନ ଲାଗୁ ହେବ। ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟ ଅଇନରେ ପରିବର୍ତ୍ତନ ଆଣିବାକୁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଜୁଲାଇ ୧ରୁ ପୂର୍ବ…

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ପ୍ରୋ-ଟେମ୍ ସ୍ପିକର ବା କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆଜି ସପ୍ତଦଶ ଓଡ଼ିଶା ବିଧାନସଭାର ଆଠଗଡ ବିଧାୟକ ରାଜା ସ୍ୱାଇଁଙ୍କୁ କାମଚଳା ବାଚସ୍ପତି ଭାେବେ ଶପଥପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ । କାମଚଳା ବାଚସ୍ପତି…

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେଲେ କାମଚଳା ବାଚସ୍ପତି

ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ କାମଚଳା ବାଚସ୍ପତି ଭାବେ ରାଜ୍ଯପାଳ ନିଯୁକ୍ତି ଦେଲେ ରାଜ୍ୟପାଳ ରଘୁବର ଦାସ । ୧୮ ଓ ୧୯ରେ ଶପଥ ନେବେ ନୂଆ ବିଧାୟକ। ନୂଆ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି…

ଛାତ୍ର ରାଜନୀତିକୁ ସମାପ୍ତ କରିଥିଲା ବିଜେଡି; ନୂଆ ସରକାରଠୁ ରହିଛି ଆଶା

ଛାତ୍ର ଜୀବନରୁ ହିଁ ଭବିଷ୍ୟତ ଗଢ଼ିବାର ମୂଳଦୁଆ ପଡ଼ିଥାଏ। ସେହିପରି ଛାତ୍ର ଜୀବନରୁ ହିଁ ନେତୃତ୍ୱ ନେବାର କ୍ଷମତା ଓ ସେବା ମନୋବୃତ୍ତି ଭବିଷ୍ୟତରେ ଜଣେ ଭଲ ରାଜନେତା ଓ ସେବକ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ସେଥିପାଇଁ ଆରମ୍ଭରୁ ହିଁ…

ଜାଣନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରକୃତ ସୋସିଆଲ ମିଡିଆ ଆକାଉଣ୍ଟ କଣ

ମାଳମାଳ ଫେକ୍ ଆଇଡି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମରେ ଥିବା ବେଳେ କେଉଁଟା ସଠିକ୍ ସୋସିଆଲ ମିଡିଆ ଆଇଡି ଏକ୍ସ, ଫେସବୁକ୍‌, ଇନଷ୍ଟାଗ୍ରାମରେ ମଧ୍ୟରେ ରହିଛି ତାକୁ ନେଇ ଦ୍ୱନ୍ଦ୍ୱ ଉଠିଥିଲା। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ଅଧିକାଂଶ…

ଓଡ଼ିଶା ରୂପାନ୍ତରିତ ସ୍କୁଲରୁ ହଟିଲା ୫-ଟି

ରାଜ୍ୟରେ କ୍ଷମତାକୁ ଆସିବା ପରେ ୫ଟି ବନ୍ଦ କରିଛନ୍ତି ବିଜେପି ସରକାର। ସମସ୍ତ ରୂପାନ୍ତରିତ ହାଇସ୍କୁଲରୁ ଚାର୍ଟର ବୋର୍ଡ଼ ହଟାଇବାବୁ ଦିଆଯାଇଛି ନିର୍ଦେଶ । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଅନୁସାରେ ଓସେପା ଦ୍ୱାରା ଏକ ଅଧିସୂଚନା…

ଅତିଥି ଭବନକୁ ଅଧିକାରୀଙ୍କୁ ଡାକରା ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ଅତିଥି ଭବନ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ । ଅତିଥି ଭବନର ପ୍ରଥମ ମହଲା ଏବେ ସିଏମ୍‌ଙ୍କ ଅସ୍ଥାୟୀ କାର୍ଯ୍ୟାଳୟ । ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ ଆଜି ରାଜ୍ୟ ଅତିଥି ଭବନରେ ସରକାରୀ ଅଧିକାରୀଙ୍କୁ ଡାକି ଆଲୋଚନା…

ସୁସ୍ଥ ନବୀନଙ୍କୁ ଅସୁସ୍ଥ କରି ରଖିଥିଲେ କି ଭିକେ ପାଣ୍ଡିଆନ ?

ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ପଛର କାରଣ ଆଉ ପାଣ୍ଡିଆନ ନୁହଁନ୍ତି ତ ? ସେ ନବୀନ ବାବୁଙ୍କ ଉପରେ ମାନସିକ ଚାପ ପକାଉନଥିଲେ ତ ? ପାଣ୍ଡିଆନ ତାଙ୍କୁ ଆଉ କୌଣସି ପ୍ରକାର ଔଷଧ ଦେଉନଥିଲେ ତ ? ଏଭଳି ଅନେକ…

ନବୀନ ନିବାସରୁ ଉଠିଗଲା ଅସ୍ଥାୟୀ ପୋଲିସ କ୍ୟାମ୍ପ

ଚଳିତବର୍ଷ ନିର୍ବାଚନରେ ବହୁମତ ପାଇ ଭାଜପା ସରକାର ଗଢ଼ିଛି। ବିଜେଡି ସରକାର କ୍ଷମତାରୁ ଯିବା ଏବଂ ନୂଆ ସରକାର ଶପଥ ନେବାର ଦିନକ ପରେ ବଦଳିଛି ନବୀନ ନିବାସର ଚିତ୍ର । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସରେ ଥିବା ଅସ୍ଥାୟୀ ପୋଲିସ…