Category: ରାଜନୀତି

ଓଡ଼ିଆ ଝିଅ ଓ ଝାଡ଼ଖଣ୍ଡ ବୋହୁ କଳ୍ପନା ମୁର୍ମୁ ସୋରେନ ବିଜୟୀ

ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିଥିବା ବେଳେ ଝାଡ଼ଖଣ୍ଡର ଦଳ ପଛରେ ପଡ଼ିଯାଇଛି । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇଯାଇଥିବା ବେଳେ ପୁଣି ଥରେ ରାଜ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନଙ୍କ ନେତୃତ୍ୱରେ ସରକାର ଗଠନ…

ୱାୟନାଡ଼ରୁ ପ୍ରିୟଙ୍କା ଗାନ୍ଧୀଙ୍କ ବୃହତ ବିଜୟ

ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରିୟଙ୍କା ଗାନ୍ଧୀ ୱାୟାନାଡ ଲୋକସଭା ଉପ-ନିର୍ବାଚନରେ ବହୁ ମତରେ ବିଜୟ ହାସଲ କରିଛନ୍ତି । କଂଗ୍ରେସର ଗଡ଼ କୁହାଯାଉଥିବା ୱାୟନାଡକୁ ସେ ହାତେଇବାରେ ସଫଳ ହୋଇଛନ୍ତି । ୱାୟନାଡ ଉପନିର୍ବାଚନରେ ପ୍ରିୟଙ୍କା…

ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ ହେବ କାର୍ଯ୍ୟାନୁଷ୍ଠାନ: ଯୋଗାଣ ମନ୍ତ୍ରୀ

ରାଜ୍ୟ ଏବେ ଧାନ କିଣା ଆରମ୍ଭ ହୋଇଯାଇଛି । ଧାନ କିଣା ନେଇ ମିଲରଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କଡ଼ା ଚେତାବନୀ ଦେଇ କହିଛନ୍ତି ଚାଷୀମାନେ ସିଧାସଳଖ ଧାନ ବିକ୍ରି କରିବେ ।ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ ହେବ…

ୟୁପିରେ ବିଜେପିକୁ ସଫଳତା; ୯ରୁ ୭ ଆସନରେ ବିଜେପି ଆଗୁଆ

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ସେହିପରି ୧୪ଟି ରାଜ୍ୟର ୪୮ଟି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି। ଉତ୍ତର ପ୍ରଦେଶର ୯ଟି ବିଧାନସଭା ଆସନ, ରାଜସ୍ଥାନରେ ୭ଟି…

ଝାଡ଼ଖଣ୍ଡରେ ବିଜେପି ପଛୁଆ; ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ

ଝାଡ଼ଖଣ୍ଡରେ ଆଜି ଆସିବ ବିଧାନସଭା ନିର୍ବାଚନ ଫଳାଫଳ । ସେଥିପାଇଁ ଚାଲିଛି ଭୋଟ୍ ଗଣନା । ପ୍ରଥମ ଥର ପାଇଁ ଏକ ଦଳ ରାଜ୍ୟରେ ପୁର୍ନବାର କ୍ଷମତାକୁ ଫେରୁଛିି ବୋଲି ସାମ୍ନାକୁ ଆସୁଛି। ଭୋଟ୍ ଗଣନାରେ ଜେଏମ୍ଏମ୍ ନେତୃତ୍ୱାଧୀନ ଇଣ୍ଡିଆ ଆଲାଇନ୍ସ…

ମହାରାଷ୍ଟ୍ରରେ ସରକାର ଗଠନ ଦିଗରେ ଗତିକରୁଛି ବିଜେପି; ମହାୟୁତିର ସରକାର ବନିବା ଥୟ

ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଆଜି ଫଳାଫଳ ଦିନ । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଆଜି ଗଠନ ହେବ ନୂଆ ସରକାର । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟକୁ ବମ୍ପର ବିଜୟ ମିଳିବାକୁ ଯାଉଛି। ସେପଟେ…

ନୂଆଦିଲ୍ଲୀରେ ଓଡିଆ ସମାଜ ପକ୍ଷରୁ ଆୟୋଜିତ ‘ଓଡିଶା ପର୍ବ ୨୦୨୪’ ର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ

ଶୁକ୍ରବାର ନୂଆଦିଲ୍ଲୀ ରେ ଓଡିଶା ସମାଜ ପକ୍ଷରୁ ଓଡିଶା ପର୍ବ ୨୦୨୪ ପାଳିତ ହୋଇଛି | ଏହି ସମାରୋହ ରେ ମୁଖ୍ୟମନ୍ତ୍ରୀ ମାଝୀ ଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଧର୍ମେନ୍ଦ୍ର ପ୍ରଧାନ ଯୋଗୋ ଦେଇଥିଲେ |ଓଡିଶା ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ…

ଅତନୁଙ୍କୁ ଭଲ କି ଧୋଇଲେ ବଦ୍ରି

ଶଙ୍ଖ ଦଳର କିଛି ନେତାଙ୍କର ଏବେ ବି କ୍ଷମତା ଲୋଭ ଯାଇନି । ଦିନରେ ବି ଦେଖୁଚନ୍ତି ସପ୍ନ। ନବୀନ ପୁଣି ହଉଚନ୍ତି ସିଏମ । ସେମାନେ ବି ଜଣେଜଣେ ମନ୍ତ୍ରୀ ହେଇ ନାଲିବତୀ ଗାଡିରେ ବୁଲୁଛନ୍ତି। କିନ୍ତୁ ପାଣ୍ଡିଆନ ବାବୁଙ୍କୁ…

ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଗିରଫ

ବିଜେଡି ନେତା ତଥା ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବ ପ୍ରସାଦ ଦାସ(ଲଲ) ଗିରଫ । ବିରଜା ହାଟ ବ୍ୟବସାୟୀଙ୍କୁ ଧମକ ଦେବା ନେଇ ଥାନାରେ ଅଭିଯୋଗ ପରେ ଗତକାଲି ବିଳମ୍ବିତ ରାତିରେ ଭବ ଦାସଙ୍କୁ ଘରୁ…

ଓଡ଼ିଶା ସରକାରୀ ଅଧିକାରୀଙ୍କୁ ଆଦାନୀ ଲାଞ୍ଚ ଦେଇଥିବା ଅଭିଯୋଗକୁ ଖଣ୍ଡନ କଲା ବିଜେଡ଼ି

୨୦୦୦ ରୁ ଜୁନ୍ ୨୦୨୪ ପର୍ଯ୍ଯନ୍ତ ଓଡ଼ିଶାରେ କ୍ଷମତାରେ ଥିବା ବିଜେଡ଼ି ଶୁକ୍ରବାର ଦିନ କହିଛି ଯେ ରାଜ୍ଯ ସରକାରୀ ଅଧିକାରୀମାନେ କେନ୍ଦ୍ରୀୟ ପୁଲରୁ ରାଜ୍ଯକୁ ଅକ୍ଷୟ ଶକ୍ତି ଯୋଗାଣ ପାଇଁ ଆଦାନୀ ଗ୍ରୁପ୍ ଠାରୁ ଦେୟ ଗ୍ରହଣ କରିଥିବା ଦାବି…