Category: ରାଜନୀତି

ସଂକଳ୍ପ ପତ୍ର ଜାରି କଲା ବିଜେପି

ଭୁବନେଶ୍ବର: ଆଜି ବିଜେପି ନିର୍ବାଚନ ପାଇଁ ତାହାର ସଂକଳ୍ପ ପତ୍ର ଜାରି କରିଛି । ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ଓଡ଼ିଆ ସଂକଳ୍ପପତ୍ର ଲୋକାର୍ପିତ ହୋଇଛି। ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏହାକୁ ଉନ୍ମୋଚନ କରିଛନ୍ତି। ବିଜେପିର ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ରର…

୨୮ରେ ସାଲେପୁର ଆସିବେ ରାହୁଲ

ଭୁବନେଶ୍ୱର: ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରିବ କଂଗ୍ରେସ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ୨୮ ତାରିଖ ଦିନ ଓଡ଼ିଶା ଆସିବେ । ସାଲେପୁରରେ କଂଗ୍ରେସ ପକ୍ଷରୁ ହେବାକୁ ଥିବା ଜନସଭାରେ ସେ ଯୋଗଦେବେ । ରାହୁଲ…

ଅରୂପ ପଟ୍ଟନାୟକ ଅସୁସ୍ଥ!

ନିର୍ବାଚନ ପାଖେଇ ଆସୁଥିବାରୁ ଅନେକ ନେତା ପ୍ରଚାର ମଧ୍ଯ ଆରମ୍ଭ କରିସାରିଲେଣି। ଏହି ଭିତରେ ଏକ ଖବର ସାମ୍ନାକୁ ଆସିଛି। ପୁରୀ ବିଜେଡି ଲୋକସଭା ଆସନରୁ ଲଢ଼ିବା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଶୋଭାଯାତ୍ରାରେ ଯାଉଥିବାବେଳେ ପିପିଲି ହାଟ ଛକ ନିକଟରେ ଅସୁସ୍ଥ…

ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଡିଜିପିଙ୍କ ସମୀକ୍ଷା

ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ ପାଇଁ ଡିଜିପି ବ୍ରହ୍ମପୁର ପରିଦର୍ଶନ କରି ହିଂସା ମୁକ୍ତ ଏବଂ ନିରାପଦ ଆଚରଣ ପାଇଁ ସାଉଥ୍ ରେଞ୍ଜରେ ଆଇନ ଏବଂ ଅର୍ଡର ପରିସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ କିପରି ଭାବରେ ସୁରୁଖୁୁର ରେ ଶୃଙ୍ଖଳା…

ଅରୂପ-ଉମା ସଭା କଲେ : ଜଗନ୍ନାଥଙ୍କୁ ପଡ଼ିଆ ଜଗାଇ ଚାଲିଗଲେ

ନିର୍ଭୟ ମିଡିଆ : ପୁରୀ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିବାର ସଉକ ବୋଧହୁଏ ବିଜୁ ଜନତା ଦଳର ପ୍ରବଳ । ଏମିତିରେ ବିଜଦର ବଡ଼ ନେତା ପ୍ରତି କଥାରେ କହୁଛନ୍ତି ଜୟ ଜଗନ୍ନାଥ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କୁହାଯାଉଛି…

ଉପାସନାଙ୍କ ଅସ୍ତ୍ର ହେଉଛି ‘ବାପାର ଝିଅ’

ବ୍ରହ୍ମଗିରିରୁ ବିଶ୍ୱଭୂଷଣ ମିଶ୍ର ମା’ ବାଲିହରଚଣ୍ଡିଙ୍କୁ ଦର୍ଶନ କରି ଫେରୁଥିଲା ବେଳେ ବାଟରେ ଅତିକ୍ରମ କଲା ଦିବଙ୍ଗତ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ଝିଅ ଉପାସନା ମହାପାତ୍ର (ତାନିଆ)ଙ୍କ ଗାଡ଼ି । ତାନିଆଙ୍କୁ ଭାରତୀୟ ଜନତା ପାର୍ଟି ତାଙ୍କ ଦାଦା…

ନବୀନଙ୍କୁ ଟାର୍ଗେଟ ପାଇଁ ସୋନପୁର ଆସୁଛନ୍ତି ଶାହା

ନିର୍ଭୟ ମିଡିଆ : ଭୁବନେଶ୍ୱର, ଓଡ଼ିଶାରେ ଭାଜପା କେନ୍ଦ୍ର ନେତାଙ୍କ ପ୍ରଚାର ଶୁଭ ପଡ଼ିବ ଆସନ୍ତା ୨୫ରେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋନପୁରରୁ ପ୍ରଚାରର ଶୁଭ ଦେବେ । ଅନେକ ଦୃଷ୍ଟିକୋଣରୁ ଶାହାଙ୍କ ସୋନପୁରରୁ ପ୍ରଚାର ଆରମ୍ଭ କରିବାର…

୨୫ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ଵର: ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହା । ନିର୍ବାଚନୀ ରଣନୀତି ନେଇ କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା । ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର । ଓଡିଶାରେ ପହଞ୍ଚି ପ୍ରଥମେ ସୋନପୁରରେ ଏକ…

ଏମିତି କାହିଁକି କହିଲେ ବାବା? : ସମୟ କହିବ ମୋର ପରବର୍ତ୍ତୀ ଆଭିମୁଖ୍ୟ

ନିର୍ଭୟ ମିଡିଆ : ଭୁବନେଶ୍ୱର, ଚଳିତ ନିର୍ବାଚନ ପ୍ରକ୍ରିୟାରେ ଯେଉଁ କେତେଜଣ ବିଜୁ ଜନତା ଦଳ ଦ୍ୱାରା ଅପଦସ୍ତ ଓ ଅପମାନିତ ହୋଇଛନ୍ତି, ସେମାନଙ୍କ ଭିତରୁ ଜଣେ ହେଲେ ପ୍ରସନ୍ନ ପାଟ୍ଟଶାଣୀ । ୨୦୧୯ରୁ ନବୀନ ପଟନାୟକ ତାଙ୍କ ସହ ଛଳ…

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରବୋଧ ତିର୍କୀ

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରି ଟିକେଟ କାଟିବା ଦେବା ପରେ ଅସନ୍ତୁଷ୍ଟ ଥିଲେ ପ୍ରବୋଧ। କଂଗ୍ରେସ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ତଳସରାରୁ ପ୍ରାର୍ଥୀ କରିଥିଲା।…