ତାଜା ଖବର ଦେଶ ରାଜନୀତି ରାଜ୍ୟ ବଡ଼ଦାଣ୍ଡରେ ମୋଦୀଙ୍କ ବିଶାଳ ରୋଡ୍ ସୋ’ May 20, 2024 Papirani ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡଦାଣ୍ଡରେ ମେଗା ରୋଡ୍ ସୋ’’ କରିଛନ୍ତି । ମରିଚିକୋଟ ଛକରୁ ଚାଲିଛି ମୋଦିଙ୍କ ରୋଡ୍ ସୋ’। ମୋଦିଙ୍କ ରୋଡ୍ ସୋ ରେ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ। ରଥଯାତ୍ରାର ଭ୍ରମ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆଜି ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ May 20, 2024 Papirani ଭୁବନେଶ୍ବର: ଦେଶର ପଞ୍ଚମ ପର୍ଯ୍ୟାୟରେ ଓ ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ ହେଉଛି। ଓଡ଼ିଶାର ୫ଟି ଲୋକସଭା ଆସନ ଏବଂ ୩୫ଟି ବିଧାନସଭା ଆସନରେ ମତଦାନ ଶାନ୍ତି ଶୃଙ୍ଖଳା ସହିତ ଜାରି ରହିଛି। ସକାଳ ୭ଟାରୁ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ May 20, 2024 Papirani ଆଜି ପୁରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ସୋ’ । ଆଜି ସକାଳୁ ରାଜଭବନରୁ ପୁରୀ ଅଭିମୁଖେ ବାହାରି ପୁରୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡରେ ସେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅବତରଣ…
ରାଜନୀତି ରାଜ୍ୟ ଗଞ୍ଜାମରେ ପୁଣି ବିଜେଡି କର୍ମୀଙ୍କ ଗୁଣ୍ଡାଗିରି : ୫ ବିଜେପି କର୍ମୀ ଆହତ May 19, 2024 Nirvay ଭଜ଼ଞ୍ଜନଗର : ଆଜି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ଭଜ଼ଞ୍ଜନଗର ପୋଲିସ ସୀମା ଅନ୍ତର୍ଗତ ବେତାର ଛକରେ କିଛି ବିଜେଡି କର୍ମୀ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଏହି ଆକ୍ରମଣରେ ୫ ରୁ ଅଧିକ ବିଜେପି କର୍ମୀ…
ରାଜନୀତି ରାଜ୍ୟ ବିଜୟ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି May 19, 2024 Nirvay ଆଜି ଓଡ଼ିଶା ପହଞ୍ଚିବା ପରେ ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ ୱାର ରୁମ୍, ପ୍ରଚାର, ବୁଥ୍ ମ୍ୟାନେଜମେଣ୍ଟ ଆଦିର ସମୀକ୍ଷା କରିଛନ୍ତି ମୋଦୀ। ନିର୍ବାଚନ ପରିଚାଳନା…
ଦେଶ ରାଜନୀତି ଜନସଭାରେ ଭାଷଣ ନ ଦେଇ ଫେରିଲେ ରାହୁଲ ଓ ଅଖିଳେଶ May 19, 2024 Nirvay ଉତ୍ତରପ୍ରଦେଶ : ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନେତାମାନେ କ୍ରମାଗତ ଭାବରେ ନିର୍ବାଚନ ରାଲିରେ ନିଜ ଦଳକୁ ପ୍ରୋତ୍ସାହିତ କରୁଛନ୍ତି। ତେବେ ଇଣ୍ଡିଆ ମେଣ୍ଟର ଜନସଭାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କୌଣସି…
ରାଜନୀତି ରାଜ୍ୟ ଓଡ଼ିଶାରେ ପହଞ୍ଚିଲେ ମୋଦୀ May 19, 2024 Nirvay ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱର ବିମାନ ବନ୍ଦରରେ ଦଳୀୟ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯିବା ସହ ସ୍ବାଗତ କରାଯାଇଥିଲା। ଏହାପରେ ଆଜି ସନ୍ଧ୍ୟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କ ସହ ସମୀକ୍ଷା…
ରାଜନୀତି ରାଜ୍ୟ ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି : ରାଜନାଥ ସିଂ May 19, 2024 Nirvay ସମ୍ବଲପୁର : ଓଡ଼ିଶାରେ କାଲି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନୀ ହେବାକୁ ଥିବା ବେଳେ ଆଜି ଦେଖିବାକୁ ମିଳିଛି ଆଉଜଣେ କେନ୍ଦ୍ରୀୟ ନେତାଙ୍କୁ । ଆଜି ଓଡିଶା ଗ୍ରସ୍ତରେ ଆସି ସମ୍ବଲପୁର ରେଢ଼ାଖୋଲରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରେଢ଼ାଖୋଲ…
ରାଜନୀତି ରାଜ୍ୟ ବିଜେପିରେ ମିଶିଲେ ୧୦୦ରୁ ଅଧିକ ସଂଖ୍ୟାଲଘୁ ଭୋଟର May 19, 2024 Nirvay ପିପିଲିରେ ବଢୁଛି ବିଜେପିର ଶକ୍ତି। ବିଜେପିରେ ମିଶିଲେ ୧୦୦ରୁ ଅଧିକ ସଂଖ୍ୟାଲଘୁ ଭୋଟର। ଗତକାଲି ପୁରୀ ଜିଲ୍ଲା ପିପିଲି ବ୍ଲକ ହାଟସାହି ପଞ୍ଚାୟତର ନାଏବ ସରପଞ୍ଚ ଓ ୨ ନମ୍ବର ୱାର୍ଡର ୱାର୍ଡମେମ୍ବରଙ୍କ ସମେତ ଦାନଗୋହିରି ଗାଁର ୧୦୦ରୁ ଅଧିକ ମୁସଲିମ୍…
ରାଜନୀତି ପୁଣି ଓଡ଼ିଶା ଆସିବେ ରାହୁଲ ଓ ଖଡ୍ଗେ May 19, 2024 Nirvay ଭୁବନେଶ୍ୱର : ଓଡ଼ିଶାରେ ବିଜେଡି ବିଜେପିର ଦମଦାର ପ୍ରଚାର ଚାଲିଥିବା ବେଳେ କଂଗ୍ରେସ ଟିକେ ପଛରେ ପଡି ଯାଇଛି । ସେଥିପାଇଁ ପୁଣି ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଆସିବେ…