Category: ରାଜନୀତି

ଲୋକସଭା ନିର୍ବାଚନ ତାରିଖକୁ ନେଇ ଫେକ୍ ମେସେଜ ଆଲର୍ଟ

ଲୋକସଭା ନିର୍ବାଚନ ୨୦୨୪ ପାଇଁ କାର୍ଯ୍ୟସୂଚୀ ସମ୍ବନ୍ଧରେ ୱାଟସ୍ଆପରେ ଏକ ନକଲି ମେସେଜ ଭାଇରାଲ ହୋଇଛି। ECI ଦ୍ୱାରା ଏପର୍ଯ୍ୟନ୍ତ କୌଣସି ତାରିଖ ଘୋଷଣା କରାଯାଇ ନାହିଁ। ECI ଦ୍ୱାରା ନିର୍ବାଚନ ସୂଚୀ ଘୋଷଣା କରାଯିବା ପରେ ହିଁ ନିର୍ଦ୍ଦିଷ୍ଟ ତାରିଖ…

ନବୀନ ସରକାଙ୍କୁ ଟାର୍ଗେଟ କରି କିଛି ଏମିତି କହିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଆଜି ତାଙ୍କର ସମର୍ଥକଙ୍କ ସହ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ବି‌େଜପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଛନ୍ତି। ପ୍ରଦୀପ…

ପାଣ୍ଡିଆନଙ୍କୁ ଟମାଟୋ ମାଡ଼ !

ବ୍ରହ୍ମପୁର: ପାଣ୍ଡିଆନଙ୍କୁ ଟମାଟୋ ମାଡ। ଭରା ମଂଚରେ କେମିତି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ ଯୁବକ ଜଣକ ଟମାଟୋ ମାଡ କଲେ । ଖାଲି ଟମାଟୋ ମାଡ ନୁହେଁ ବରଂ ବିରୋଧ ପ୍ରଦର୍ଶନ କରୁଥିବା ବି ଦେଖିବାକୁ ମିଳିଲା…

ନୂଆ ଜାତୀୟ ସର୍ଭେ ରେ ଓଡ଼ିଶାରେ ବିଜେପିକୁ ୨୦ ଲୋକ ସଭା ଆସନ, ବିଜେଡିକୁ ୧

ପାଖେଇ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପୂର୍ବରୁ ସବୁ ଦଳ ଅଣ୍ଟା ଭିଡ଼ି ପ୍ରସ୍ତୁତ ଅଛନ୍ତି। ହେଲେ ନିକଟରେ ଫେଡେରାଲ ସର୍ଭେରୁ କିଛି ଏମିତି ରିପୋର୍ଟ ବାହାରିଛି। ସର୍ଭେ ଅନୁସାରେ ଓଡ଼ିଶା ଏବଂ କର୍ଣ୍ଣାଟକ ରାଜ୍ୟ…

ପଦ୍ମ ଧରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ବିଜେପିରେ ସାମିଲ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ଏହି ମିଶ୍ରଣ ପର୍ବ। ‘ଅନ୍ଧ, ମୁକ, ଦୁର୍ନୀତି ଗ୍ରସ୍ତ, ଗରିବ ବିରୋଧୀ’ ସରକାରକୁ ନିନ୍ଦା କରିଛନ୍ତି ସେ। ସେ ବହୁତ ଗର୍ବିତ ଆଜି ବିଜେପିରେ…

ସ୍ଥାଣୁତାର ସ୍ଥାନ ନାହିଁ, ଓଡିଶାର ବିକାଶ ପାଇଁ ମୋଦି ଗ୍ୟାରେଣ୍ଟି ଏକମାତ୍ର ବିକଳ୍ପ: ମନମୋହନ ସାମଲ

ଭୁବନେଶ୍ୱର: ନୂଆଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଦଳର କାର୍ଯ୍ୟକର୍ତାଙ୍କୁ ଅଶେଷ ଶକ୍ତି, ଉତ୍ସାହ ପ୍ରଦାନ କରିଛି । ସ୍ୱଳ୍ପ ସମୟର ଅଧିବେଶନ ସମସ୍ତଙ୍କ ଭିତରେ ଉତ୍ସାହଭରି ଦେଇଥିଲା । ଦଳକୁ ଜିତାଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟଥର…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ । ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ । ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ଅଶ୍ୱିନୀ ବୈଷ୍ଣବ ନିର୍ବାଚିତ । ପ୍ରତିଦ୍ବନ୍ଦ୍ବୀ ନ ଥିବାରୁ ଆଉ ଭୋଟ୍‌ ଗ୍ରହଣର ଆବଶ୍ୟକତା…

ନବୀନ ସରକାରର ପତନ ହେବ: ମୋହନ ମାଝୀ

ରାଜ୍ୟସାରା ଚର୍ଚ୍ଚାରେ ଖାଲି ନିର୍ବାଚନ। ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳ ପ୍ରସ୍ତୁତ ଅଛନ୍ତି। ହେଲେ ଆଜି କିଛି ଏମିତି କହିଛନ୍ତି ବିଜେପି ନେତା ମୋହନ ମାଝୀ। ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ତାଙ୍କର ଏହି କଥା। ସେ କହିଛନ୍ତି…

ଭାଜପାର ପ୍ରଥମ ୧୦୦ ଆସନ ତାଲିକାରେ ଓଡ଼ିଶାରୁ ପୁରୀ ଓ ସମ୍ବଲପୁର

ନିର୍ଭୟ ମିଡିଆ : ଭୁବନେଶ୍ୱର, ଖୁବଶୀଘ୍ର ୧୦୦ଟି ଲୋକସଭା ଆସନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଏହି ସପ୍ତାହରେ ହୁଏତ ଏହି ସୂଚୀ ଜାରିହେବ । ଏହାକୁ କୁହାଯାଉଛି ‘ନିଶ୍ଚିତ ଆସନ’…

କଂଗ୍ରେସ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ

ଢେଙ୍କାନାଳ: ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ଢେଙ୍କାନାଳ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ, ଓଡାପଡା ବ୍ଲକ ସଭାପତି ପ୍ରମୋଦ କୁମାର ନାୟକ, ସଦର ବ୍ଲକ ସଭାପତି ଅଖିଳ ମୋହନ ଖୁଣ୍ଟିଆ ଓ ଟାଉନ କଂଗ୍ରେସ ସଭାପତି ହାଇଦର…