Category: ରାଜନୀତି

ରେଭେନ୍ସା ପ୍ରସଙ୍ଗ; ବିଜେଡିକୁ କାଉଣ୍ଟର କଲା ବିଜେପି

ରେଭେନ୍ସା ପ୍ରସଙ୍ଗରେ ବିଜେଡିର ଲେନିନ ମହାନ୍ତି ଧର୍ମେନ୍ଦ୍ରଙ୍କ ଉପରେ ବର୍ଷୀବା ପରେ ବିଜେଡିକୁ କଡା ସମାଲୋଚନା କରିଛି ବିଜେପି। ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବା ପ୍ରସଙ୍ଗ ଯଥାର୍ଥ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ। କେତେ ଦିନ ଧରି ଉପନିବେଶବାଦର ଲିଗାସି…

ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ବଦଳିବା ପ୍ରସଙ୍ଗ; କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲା ବିଜେଡି

ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ବଦଳାଇବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବ୍ୟାଙ୍କ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଲେନିନ ମହାନ୍ତି। ସେ କହିଛନ୍ତି ରେଭେନ୍ସା ଓଡ଼ିଶାର ଗର୍ବ ଓ ଗୌରବ।ସମସ୍ତ ଅଭିଭାବକଙ୍କର ଆଶା ଥାଏ ତାଙ୍କ ପିଲା ରେଭେନ୍ସାରେ ପାଠ…

ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ: ନବୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜବାବ

ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ଜବାବ ରଖିଲେ ମୁଖ୍ୟମନ୍ତ୍ରୀ । ବିରୋଧୀଦଳ ନେତା ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜବାବ ଦେଇ କହିଲେ ବିରୋଧୀଦଳ ନେତା ପ୍ରଶ୍ନ କରି ଉତ୍ତର ଶୁଣିବାକୁ ଗୃହରେ ଉପସ୍ଥିତ ନାହାନ୍ତି । ବୋଧହୁଏ ତାଙ୍କର ବିଧାନସଭାଠୁ…

ଦଳବିରୋଧୀ କାର୍ଯ୍ୟ କାରଣରୁ ବିଜେପିରୁ ନିଲମ୍ବିତ ହେଲେ ସୁନୀତି ମୁଣ୍ଡ

ବିଜେପିରୁ ନିଲମ୍ବିତ ହେଲେ ସୁନୀତି ମୁଣ୍ଡ । ଦଳ ବିରୋଧୀ କାର୍ଯ୍ୟ ପାଇଁ ହେଲେ ନିଲମ୍ବିତ । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପୂର୍ବତନ…

କୃତୀ ବଣ୍ଡା ଛାତ୍ର ମଙ୍ଗଳା ଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ

ଚଳିତ ବର୍ଷ ନିଟ୍‌-୨୦୨୪ ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ବ୍ରହ୍ମପୁର ଏମ୍‌.କେ.ସି.ଜି ମେଡିକାଲ କଲେଜ ରେ ଡାକ୍ତରୀ ପାଠ୍ୟକ୍ରମ ରେ ନାମ ଲେଖାଇଥିବା ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି ଆଜି ସନ୍ଧ୍ୟା ରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ…

ରେଭେନ୍ସା ନାଁ ବଦଳିବା ପ୍ରସଙ୍ଗ: କଡ଼ା ଭାଷାରେ ବିରୋଧ କଲେ ପୂର୍ବତନ ପ୍ରଫେସର ଓ ଛାତ୍ର 

ରେଭେନ୍ସା ନାଁ ବଦଳିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି ତିନି ପୂର୍ବତନ ପ୍ରଫେସର ଓ ଛାତ୍ର । ପୂର୍ବତନ ପ୍ରଫେସର ହେମେନ୍ଦ୍ର ନାରାୟଣ ଦାସ ଏହାକୁ ଅବାସ୍ତବ କହି ସମାଲୋଚନା କରିବା ସହ କହିଛନ୍ତି ରେଭେନ୍ସା କେବଳ…

ରେଭେନ୍ସା ନାଁ ବଦଳିବା ଦରକାର: ଧର୍ମେନ୍ଦ୍ର ପ୍ରଧାନ

ସ୍ବାୟତ୍ତ ଶାସନ ଦିବସ ପାଳନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କ ଭୂମିକା କଣ…

ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମକୁ ମେୟରଙ୍କୁ ଅସମ୍ମାନ ଅଭିଯୋଗ

ଆଜି ସାରା ରାଜ୍ୟ ପାଳୁଛି ସ୍ୱାୟତ୍ତ ଶାସନ ଦିବସ। ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭାସୀ ମାଧ୍ୟମରେ ସମଗ୍ର ରାଜ୍ୟରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ…

ଓଡିଶାରେ PM-USHA କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଆଜି ରାଜ୍ୟ କୃଷି ଭବନରେ ଓଡିଶାର ଉଚ୍ଚ ଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମଧ୍ୟରେ ରାଜ୍ୟରେ PM-USHA କାର୍ଯ୍ୟକ୍ରମ ଲାଗୁ କରିବା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ୨୦୨୫-୨୬ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ। କାର୍ଯ୍ୟକ୍ରମରେ…

ରାଜ୍ୟରେ ସଂପୂର୍ଣ୍ଣ ନିଶା ନିବାରଣ ପ୍ରସ୍ତାବ ନାହିଁ: ପୃଥ୍ୱୀରାଜ ହରିଚନ୍ଦନ

ଓଡ଼ିଶାରେ ମଦ ବିକ୍ରି ଦିନକୁ ଦିନ ବଢ଼ୁଥିବା ବେଳେ ମଦୁଆଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଥିବା ସମୟରେ ରାଜ୍ୟରେ ଏବେ ସଂପୂର୍ଣ୍ଣ ନିଶା ନିବାରଣ ପାଇଁ ପ୍ରସ୍ତାବ ନାହିଁ ଓ ଏନେଇ ସରକାରଙ୍କର କୌଣସି ପ୍ରସ୍ତାବ ନଥିବା କହିଲେ ଅବକାରୀ ମନ୍ତ୍ରୀ…