Category: ରାଜନୀତି

ଜୁନ ୧୮ ଓ ୧୯ରେ ଶପଥ ନେବେ ନବନିର୍ବାଚିତ ବିଧାୟକ

ଆସନ୍ତା ୨୦ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ। ଏହା ପୂର୍ବରୁ ୧୮ ଏବଂ ୧୯ ତାରିଖରେ ଦୁଇ ଦିନ ଧରି ନବନିର୍ବାଚିତ ବିଧାୟକ ଶପଥ ଗ୍ରହଣ କରିବେ। ପ୍ରୋଟେମ୍‌ ସ୍ପିକର ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଥମେ ନୂଆ ବିଧାୟକଙ୍କ ଶପଥ…

ଜନତାଙ୍କ ମୁଖ୍ୟମନ୍ତ୍ରୀ: ୫ ଦିନରେ ଲକ୍ଷେ ଲୋକଙ୍କୁ ଭେଟିଲେଣି

ନିଜକୁ ଜନତାଙ୍କ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ଶ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳିବାର ୫ ଦିନରେ ସେ ଲକ୍ଷେ ଲୋକଙ୍କୁ ଭେଟି ସାରିଲେଣି। ସକାଳୁ ରାତି ଯାଏଁ ଲୋକେ ତାଙ୍କୁ ଭେଟି ନିଜର ସମସ୍ୟା ଜଣାଉଛନ୍ତି। ଜନତାଙ୍କ ସମସ୍ୟାକୁ…

ଦାୟିତ୍ଵ ନେବା ପରେ କଳିଙ୍ଗ ଷ୍ଟାଡିୟମରେ କ୍ରୀଡାମନ୍ତ୍ରୀଙ୍କ ସମୀକ୍ଷା

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ସୁରଜ ସୂର୍ଯ୍ୟବଂଶ ଆଜି କଳିଙ୍ଗ ଷ୍ଟାଡିୟମରେ ସମୀକ୍ଷା କରିଛନ୍ତି । ମନ୍ତ୍ରୀ ପଦ ଘୋଷଣା ପରେ ପ୍ରଥମ ଥର କରି କଳିଙ୍ଗ ଷ୍ଟାଡିୟମରେ ଷ୍ଟାଡିୟମରେ ପହଞ୍ଚି କ୍ରୀଡା ବିଭାଗର…

କଟକ ସଦରର ନବନିର୍ବାଚିତ ବିଧାୟକଙ୍କ ଉପରେ ଆକ୍ରମଣ

କଟକ ସଦରର ନବନିର୍ବାଚିତ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍‌ ଉପରେ ଆକ୍ରମଣ। ଗତକାଲି ବିଳମ୍ବିତ ରାତିରେ କିଶନନଗରକୁ ଫେରୁଥିବା ବେଳେ କଟକ ସୋମପୁର ଛକରେ ତାଙ୍କ କାର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି…

ଓଡ଼ିଶା ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ଵର ବିଭାଗ

ଆଜି ରାଜ୍ୟରେ ମନ୍ତ୍ରୀମାନଙ୍କୁ ବଣ୍ଟନ କରାଯାଇଛି ନିଜ ନିଜ ବିଭାଗର ଦାୟିତ୍ଵ। ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଓ ୨ ଜଣ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ୧୩ ଜଣ ମନ୍ତ୍ରୀ ଶପଥ…

5T ନାଁରେ ଲୁଟ୍‌ର ହିସାବ ମାଗିବୁ: ପ୍ରଦୀପ ପୁରୋହିତ

ଆଜି ଅତାବିରାରେ ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ସଭା ସାମିଲ୍ ହୋଇଛନ୍ତି ସାଂସଦ ପ୍ରଦୀପ ପୁରୋହିତ ଓ ଅତାବିରା ବିଧାୟକ ନିହାର ମହାନନ୍ଦ। ଚାଷୀଙ୍କୁ ଉଦ୍‌ବୋଧନ ଦେବା ବେଳେ ବିଜେଡି ଓ ଭି କେ ପଣ୍ଡିଆନଙ୍କୁ ଟାର୍ଗେଟ…

ଜାଣନ୍ତୁ ସୁଭଦ୍ରା ଯୋଜନାର ବାସ୍ତବତା; କାହାକୁ କଣ ମିଳିବ?

ଆମ ସଂସ୍କୃତିରେ ମହିଳାମାନେ ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଥାନ୍ତି। ସେମାନଙ୍କୁ ମା’ ରୂପେ ବନ୍ଦନା କରାଯାଏ। ଶୃଙ୍ଖଳିତ ପରିବାର ହେଉ ବା ସଶକ୍ତ ରାଷ୍ଟ୍ର ଗଠନ, ସବୁଠି ମହିଳାଙ୍କ ଭୂମିକା‌ ଗୁରୁତ୍ବପୂର୍ଣ୍ଣ। ଦେଶରେ ମୋଦୀ ସରକାର ଆସିବା ପରେ ମହିଳାମାନଙ୍କର ବିକାଶ…

କାହିଁକି ହେଇପାରୁନି ଓଡ଼ିଶା ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ

ରାଜ୍ୟରେ ସରିଛି ନିର୍ବାଚନ । ବାଜି ମାରି ନେଇଛି ବିଜେପି । ୨୪ ବର୍ଷର ସ୍ଥିର ସରକାର ବିଜେଡି ହାତରୁ କ୍ଷମତା ନେଇ ସରକାର ଗଠନ କରିଛି ବିଜେପି । ଏହା ସହ ୧୨ ତାରିଖରେ ଭବ୍ୟ ଆୟୋଜନ ସହ ମୁଖ୍ୟମନ୍ତ୍ରୀ…

ରାଜ୍ୟରେ ଆଇନ ସୁରକ୍ଷା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ରାଜ୍ୟ ଅତିଥ୍ ଭବନରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ଏଡିଜି ଆଇନ ଶୃଙ୍ଖଳା ସଞ୍ଜୟ କୁମାର ସାମିଲ ଥିଲେ।…

ଭୁବନେଶ୍ୱରରେ ପହଞ୍ଚିଲା କୁଏତରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ପାର୍ଥିବ ଶରୀର

କୁଏତରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୨ ଓଡ଼ିଆଙ୍କ ପାର୍ଥିବ ଶରୀର ଶନିବାର ଭୁବନେଶ୍ୱରରେ ପହଞ୍ଚିଛି। ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କ ମରଶରୀର ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ଆଜି ମୃତଦେହ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ପାର୍ଥିବ…