ତାଜା ଖବର ରାଜନୀତି ରାଜ୍ୟ ଏଥର ଓଡିଶାରେ ହେବ ବିଜେପି ସରକାର: ଧର୍ମେନ୍ଦ୍ର May 25, 2024 Papirani ଆଜି ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନ ଦେବା ପୂର୍ବରୁ ମା’ ସମଲେଇଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ ନିଜର ମତଦାନ ପୂର୍ବରୁ ମା’ ସମଲେଇଙ୍କ ଆଶୀର୍ବାଦ ଲୋକ କଲ୍ୟାଣକାରୀ ହେବ । ଦେଶକୁ ଏକ ଶକ୍ତିଶାଳୀ ଦେଶ ଏବଂ…
ରାଜନୀତି ରାଜ୍ୟ ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ May 25, 2024 Nirvay ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ମତଦାନ କରୁଛନ୍ତି ଭୋଟର । ରାଜ୍ୟରେ ୬ ଲୋକସଭା କଟକ, ଭୁବନେଶ୍ବର, ପୁରୀ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା…
ଦେଶ ରାଜନୀତି ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋକୁ ରୋକିବା ପାଇଁ ଦିଦିଙ୍କ ନୂଆ ଫର୍ମୁଲା May 24, 2024 Nirvay କୋଲକାତାରେ ଆସନ୍ତା ୨୮ ତାରିଖରୁ ୬୦ ଦିନ ପାଇଁ ୧୪୪ ଧାରା ଲାଗୁ ହୋଇପାରେ । କୋଲକାତାରେ ଧାରା ୧୪୪ ଲାଗୁ କରିବାକୁ ଚିନ୍ତା କରୁଛନ୍ତି ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର । ଏହି ଅନୁଯାୟୀ ପଶ୍ଚିମବଙ୍ଗରେ ଗୋଟିଏ ସ୍ଥାନରେ ପାଞ୍ଚରୁ…
ରାଜନୀତି ରାଜ୍ୟ ବନ୍ଧକ ନେଇ ପ୍ରଶ୍ନ କଲେ, ସ୍ୱାସ୍ଥ୍ୟ ନେଇ ଉତ୍ତର ଦେଉଛି ବିଜେଡି May 24, 2024 Nirvay ଗତକାଲି ଓଡିଶାର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ବନ୍ଧକ ଅଛନ୍ତି ଏବଂ ତାଙ୍କୁ ମୁକ୍ତ କରିବାକୁ ଚିଠି ଲେଖିଥିଲା ବିଜେପି । ବିଜୁ ଜନତା ଦଳକୁ ମୁଖ୍ୟମନ୍ତ୍ରୀଙ୍କ ବନ୍ଧକ ନେଇ ପ୍ରଶ୍ନ କରାଯାଇଥିଲା । କିନ୍ତୁ ଉତ୍ତରରେ…
ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ‘ବନ୍ଧନ ମୁକ୍ତ’ କରିବା ଦାବିରେ ବିଜେପିର ରାମ ମନ୍ଦିର ସମ୍ମୁଖରେ ବିକ୍ଷୋଭ May 24, 2024 Nirvay ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ଜାରି କରାଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ସର୍ଟ ଭିଡ଼ିଓ ଏବେ ଚର୍ଚ୍ଚାରେ ରହିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତକିଛି ଦିନ ହେବ ତାଙ୍କର ପୂର୍ବତନ ବ୍ୟକ୍ତିଗତ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବନ୍ଧକ…
ରାଜନୀତି ରାଜ୍ୟ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ କହିଲେ ନବୀନ May 24, 2024 Nirvay ଯେତେ ଘୋଡେଇଲେ ବି ଲୁଚୁନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଅବସ୍ଥା,ବାଉଳା ହେଉଛନ୍ତି ନବୀନ। ରାଇରଙ୍ଗପୁର ନିର୍ବାଚନୀ ସଭାରେ ଭାଷଣ ଦେବା ବେଳେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କୁ ସମ୍ବୋଧନ କରିବା ବେଳେ କହିଲେ ପ୍ରଧାନମନ୍ତ୍ରୀ। ଭାଷଣ ଦେବାବେଳେ ନିଜ ବକ୍ତବ୍ୟରେ କହିଥିଲେ…
ରାଜନୀତି ରାଜ୍ୟ ସାଢ଼େ ଚାରିକୋଟି ଓଡ଼ିଆ ଲୋକଙ୍କ ମତକୁ ବିଜେଡି ହାଇଜ୍ୟାକ କରିବାର ଯୋଜନା କରୁଛି: ସଜ୍ଜନ ଶର୍ମା May 24, 2024 Nirvay ଭୁବନେଶ୍ୱର, :ଆଜି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି । ବିଗତ ଦିନରେ ଓଡ଼ିଶାର ଗଣତାନ୍ତ୍ରିକ ଆନ୍ଦୋଳନର ମୁଖ୍ୟ ରାଜନୈତିକ ସଂଗଠନ ଥିଲା ବିଜେଡି । ଏହାର ରାଜନୈତିକ ବ୍ୟାପାର କମିଟି, ରାଜ୍ୟ…
ରାଜନୀତି ରାଜ୍ୟ ମୁଁ ସୁସ୍ଥ, ରାଜ୍ୟ ସାରା ବୁଲୁଛି: ନବୀନ ପଟ୍ଟନାୟକ May 24, 2024 Nirvay ନିଜ ସ୍ବାସ୍ଥ୍ୟ ବିଷୟରେ ଅବଗତ କରାଇଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ବିରୋଧୀ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର କରୁଥିବା କହିଛନ୍ତି ନବୀନ । ମିଛ କହିବାର ଗୋଟିଏ ସୀମା ଥାଏ,…
ରାଜନୀତି ରାଜ୍ୟ ମହିଳା ୱାର୍ଡମେମ୍ବରଙ୍କ ପ୍ରତି ପ୍ରତାପ ଜେନାଙ୍କ ଅଶାଳୀନ ଶବ୍ଦ ପ୍ରୟୋଗ May 24, 2024 Nirvay ଏବେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଶୁଣିବାକୁ ମିଳିଛି ଭିଡିଓରେ ଅଶାଳୀନ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି ପ୍ରତାପ ଜେନା ବୋଲି । ଭୋଟ ମାଗିବାକୁ ଯାଇ ମହିଳା ୱାର୍ଡମେମ୍ବରଙ୍କ ପ୍ରତି ବିଜେଡି ବିଧାୟକ ପ୍ରତାପ ଜେନା…
ରାଜନୀତି ରାଜ୍ୟ ସମ୍ବଲପୁରରେ ୧୪୪ ଧାରା ଜାରି May 24, 2024 Nirvay ରାଜ୍ୟରେ ୨ ଟି ପର୍ଯ୍ୟାୟର ମତଦାନ ସରିଛି । ଆସନ୍ତା ମେ ୨୫ ତାରିଖରେ ଓଡିଶା ଦେଖିବାକୁ ଯାଉଛି ହାଇଭୋଲଟେଜ୍ ଫାଇଟ । ପଶ୍ଚିମ ଓଡିଶାର ହଟ୍ ସିଟ୍ ସମ୍ବଲପୁର ଲୋକସଭା ଆସନ ଉପରେ ରହିଛି ସଭିଙ୍କ ନଜର । ଆସନ୍ତାକାଲି…