Category: ରାଜନୀତି

ରାଜନୈତିକ ସ୍ୱାର୍ଥ ପାଇଁ ପଞ୍ଚାୟତିରାଜ ଦିବସକୁ ବିଭ୍ରାନ୍ତି କରିଥିଲା ବିଜେଡି: ଅନିଲ ବିଶ୍ୱାଳ

ଏପ୍ରିଲ ମାସ ୨୪ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ । ଭାରତ ବର୍ଷର ଗଣତନ୍ତ୍ରରେ ଏପ୍ରିଲ ୨୪ ତାରିଖ ହେଉଛି ଏକ ଐତିହାସିକ ଦିନ । ଏହି ଦିନରେ ଦେଶରେ…

ବିଜୁ ପଟ୍ଟନାୟକ ଜୟନ୍ତୀ ଉତ୍ସବରେ ଯୋଗ ଦେବାକୁ ନବୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ

ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିମନ୍ତ୍ରଣ ।କାଲି ସନ୍ଧ୍ୟା ୭ଟାରେ ଜୟଦେବ ଭବନରେ ବିଜୁ ପଟ୍ଟନାୟକ ଜୟନ୍ତୀ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ଦେଲେ ମୁଖ୍ୟମନ୍ତ୍ରୀ । ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ…

ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ ମାମଲା: ମୁହାଁ ମୁହିଁ ହେଲେ ବିରୋଧି ଓ ଶାସକ ଦଳ ନେତା

ରାଜ୍ୟରେ ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ ହେବା ପରେ ରାଜନୈତିକ ଝଡ଼ ଦେଖାଯାଇଛି । ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧି ଦଳର ନେତା। ସମାଲୋଚନା କରି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ରାଜ୍ୟ ସରକାର ପଞ୍ଚାୟତିରାଜ…

ପଞ୍ଚାୟତିରାଜ ଦିବସ ତାରିଖ ବଦଳକୁ ନେଇ ବର୍ଷିଲା ବିଜେଡି

ପଞ୍ଚାୟତିରାଜ ଦିବସ ମାର୍ଚ୍ଚ ୫ରେ ପାଳନ ନକରିବା ଦୁର୍ଭାଗ୍ୟଜନକ, ଓ ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି କହି ବିଜେପି ସରକାର ଉପରେ ବର୍ଷିଛି ବିଜେଡି । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବିଜୁ ବାବୁଙ୍କ ଅତୁଳନୀୟ ଅବଦାନକୁ ମନେ ପକାଇ ଦୀର୍ଘ…

ମୋକିମଙ୍କୁ ମିଳିବ ଦଳରେ ଗୁରୁଦାୟିତ୍ୱ: ଭକ୍ତ ଦାସ

କଟକରେ ଏକାଠି ହେଲେ ଦୁଇ ବରିଷ୍ଠ ନେତା ପିସିସି ସଭାପତି ଭକ୍ତ ଦାସ ଏବଂ କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମ । ପିସିସି ସଭାପତି ହେବା ପରେ ପ୍ରଥମ ଥର ଆଜି ଏକାଠି କାର୍ଯ୍ୟକ୍ରମରେ ସାମିଲ ହୋଇ ବିଭିନ୍ନ ପ୍ରତିମୂର୍ତ୍ତିରେ…

ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ସରକାରଙ୍କ ଉଦାସନୀତାକୁ ନେଇ ପ୍ରଶ୍ନ କଲା ବିଜେଡି

ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସ । ଦିନକ ପରେ ପଞ୍ଚାୟତିରାଜ ଦିବସ ଥିବା ବେଳେ ଏବେ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି ଆଜି ସାମ୍ୱାଦିକ ସମ୍ମିଳନୀ ମଧ୍ୟମରେ ଅଭିଯୋଗ ଆଣିଛି ବିଜେଡ଼ି। ଗଣମାଧ୍ୟମରେ ବିଜେଡି…

ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚକ୍ରଙ୍କୁ ଇଓଡବ୍ଲୁର ଜେରା

କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ ) ଅଫିସ୍‌ରେ ହାଜର ହେଲେ ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟ ଶଙ୍କର ଚକ୍ର ବା ରାଜା ଚକ୍ର । ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ତନାଘନା । ଗର୍ଦ୍ଧମାର୍ଦନ ଲୋଡିଂ ଆଣ୍ଡ କୋ-ଅପରେଟିଭ୍‌ ସୋସାଇଟିର…

ନବ ଦାସଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି: ପ୍ରଦୀପ ପୁରୋହିତ

ନବହତ୍ୟା ମାମଲାକୁ ନେଇ ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜନୀତି । ନବ ଦାସଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି ବୋଲି ସାଂଘାତିକ ଅଭିଯୋଗ ଆଣିଲେ ସାଂସଦ ପ୍ରଦୀପ ପୁରୋହିତ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା…

ବିଜେଡି ହାତରୁ ଗଲା ବ୍ରଜରାଜନଗର; ଅନାସ୍ଥା ଭୋଟରେ ହାରିଲେ ପୌରାଧ୍ୟକ୍ଷା

ଅନାସ୍ଥା ଭୋଟିଂରେ ପଦ ହରାଇଲେ ବ୍ରଜରାଜନଗର ପୌରାଧ୍ୟକ୍ଷା। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରୁ ବିଜେଡିରୁ ପୌରାଧ୍ୟକ୍ଷ ଥିବା ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଗତ ଜାନୁଆରୀ ୧୫ ତାରିଖରେ ହୋଇଥିଲା ଅନାସ୍ଥା ଭୋଟିଂ। ୨୩ ଜଣ କାଉନସିଲର ଭୋଟ ଦେଇଥିଲେ । ଫଳରେ ଯାଜ୍ଞସେନୀ…

ରାସନ କାର୍ଡ କଟିବା ନେଇ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ

ରାସନ କାର୍ଡ କଟିବା ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜୁ ଜନତା ଦଳ । ସରକାର କାହାକୁ ଭୂତ କହୁଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ଇ-କେୱାଇସି ନାଁରେ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ରାସନରୁ ବାଦ ଦିଆଯାଉଛି । ପାନ…