ତାଜା ଖବର ଦେଶ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ August 15, 2024 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୮ତମ ସ୍ୱାଧୀନତା ଦିବସରେ ଅବସରରେ ପତାକା ଉତ୍ତୋଳନ କରିବା ପରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଏକାଦଶ ସ୍ୱାଧୀନତା ଦିବସର ଅଭିଭାଷଣ। ସ୍ବାଧୀନତା ସଂଗ୍ରାମୀଙ୍କ ନିକଟରେ ଦେଶବାସୀ ଋଣୀ। ଦେଶ ଗଠନରେ ଯବାନ…
ଖେଳ ଦେଶ ବିନେଶଙ୍କ ଆବେଦନ ଖାରଜ; ଅଧୁରା ରହିଲା ରୌପ୍ୟ ପଦକ ସ୍ବପ୍ନ August 14, 2024 Nirvay ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଫାଇନାଲରୁ ଅଯୋଗ୍ୟ ଘୋଷଣା ପରେ ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗଟ ରୌପ୍ୟ ପଦକ ପାଇଁ ଶୁଣାଣି ହେବାର ଥିଲା। ଅଧୁରା ରହିଲା ବିନେଶ ଫୋଗଟଙ୍କ ରୌପ୍ୟ ପଦକ ସ୍ବପ୍ନ। ଶେଷ ପ୍ରୟାସ ଓ ଆଶା ମଧ୍ୟ ବ୍ୟର୍ଥ…
ତାଜା ଖବର ଦେଶ ରାହୁଲ ନବୀନ ଇଡିର ନୂଆ ନିର୍ଦ୍ଦେଶକ August 14, 2024 Nirvay ରାହୁଲ ନବୀନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ନୂଆ ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ୧୯୯୩ ବ୍ୟାଚ ଆଇଆରଏସ ଅଫିସର ରାହୁଲ ନବୀନଙ୍କ ନିଯୁକ୍ତିକୁ କ୍ୟାବିନେଟ୍ କମିଟିର ମଞ୍ଜୁରୀ ମିଳିଛି। ସେ ଇଡିର କାର୍ଯ୍ୟକାରୀ ମୁଖ୍ୟ ଭାବେ କାମ କରୁଥିଲେ। ତାଙ୍କୁ…
ତାଜା ଖବର ଦେଶ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି August 14, 2024 Nirvay ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅଭିଭାଷଣ ଦେଇଛନ୍ତି । ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି। ସେ କହିଛନ୍ତି ଦେଶ ବିଦେଶରେ ଆମେ ସ୍ବତନ୍ତ୍ରତା ଦିବସ ପାଳନ କରିବାକୁ ଯାଉଛୁ। ବଳୀଦାନ ଦେଇଥିବା ମହାପୁରୁଷଙ୍କୁ ପ୍ରଣାମ କରିବା।…
ତାଜା ଖବର ଦେଶ ରାଜନୀତି ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଝଟକା; ମିଳିଲାନି ଜାମିନ August 14, 2024 Papirani ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଝଟକା । ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଜାମିନ । ଦିଲ୍ଳୀ ମଦ ଦୁର୍ନୀତି ମାମଲାରେ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କୁ…
ତାଜା ଖବର ଦେଶ ଭାରତରେ ଡେଙ୍ଗୁ ଟିକା ପାଇଁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଆରମ୍ଭ August 14, 2024 Papirani ଭାରତର ପ୍ରଥମ ଡେଙ୍ଗୁ ଟିକା ପାଇଁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ ହୋଇଛି। ସମ୍ପ୍ରତି ଭାରତରେ ଡେଙ୍ଗୁ ବିରୁଦ୍ଧରେ କୌଣସି ଆଣ୍ଟିବାୟୋଟିକ୍ କିମ୍ବା ଲାଇସେନ୍ସପ୍ରାପ୍ତ ଟିକା ନାହିଁ, ଯାହା ମଶାମାନଙ୍କ ଠାରୁ ଲୋକମାନଙ୍କ ନିକଟରେ ବ୍ୟାପିଥାଏ। ଡେଙ୍ଗୁ ଭାରତରେ ଏକ…
ତାଜା ଖବର ଦେଶ ଆତଙ୍କବାଦୀ ଆକ୍ରମଣରେ ୪୮ ରାଷ୍ଟ୍ରୀୟ ରାଇଫଲର କ୍ୟାପଟେନ ସହିଦ August 14, 2024 Papirani ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଚାଲିଥିବା ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ୪୮ ରାଷ୍ଟ୍ରୀୟ ରାଇଫଲର କ୍ୟାପଟେନଙ୍କ ମୃତ୍ୟୁ ହୋଇଛି। ସହିଦ ଆର୍ମି କ୍ୟାପ୍ଟେନ ହେଲେ କ୍ୟାପ୍ଟେନ ଦୀପକ ସିଂହ । ଏହି ଏନକାଉଣ୍ଟର ସମୟରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା…
ତାଜା ଖବର ଦେଶ ବ୍ୟବସାୟ ଖଣି କମ୍ପାନୀଙ୍କଠାରୁ ରୟାଲଟି ଆଦାୟ କରିପାରିବେ ରାଜ୍ୟ August 14, 2024 Papirani ଖଣି ଉପରେ ରୟାଲଟି ଆଦାୟ ଅଧିକାରକୁ ନେଇ ଆଜି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ରାୟ ଅନୁସାରେ ଖଣି ବହୁଳ ରାଜ୍ଯଗୁଡିକ ବିଭିନ୍ନ ଖଣି କମ୍ପାନିଙ୍କଠାରୁ ବକେୟା ରୟାଲଟି ଆଦାୟ । ଏପରିକି ବିଗତ ୧ ଏପ୍ରିଲ ୨୦୦୫ରୁ ରାଜ୍ଯମାନେ ଲେଭି ଲାଗୁ…
ତାଜା ଖବର ଦେଶ ରାଜ୍ୟ କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ଧାରଣା August 14, 2024 Nirvay କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ପାଇଁ କୋଲକାତାରେ ପହଞ୍ଚିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଏକ ଟିମ୍। କୋଲକାତା ହାଇକୋର୍ଟ ମଙ୍ଗଳବାର କୋଲକାତା ପୋଲିସରୁ କେନ୍ଦ୍ରୀୟ ଏଜେନ୍ସିକୁ ତଦନ୍ତ ଦାୟିତ୍ୱ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ…
ତାଜା ଖବର ଦେଶ ରାଜ୍ୟ ପଶ୍ଚିମବଙ୍ଗରୁ ସୁରକ୍ଷିତ ଭାବେ ମୁକୁଳିଲେ ୩୦୦ ଓଡ଼ିଆ August 14, 2024 Nirvay ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାରେ ଆତଙ୍କବାଦୀ ହମଲା ପରେ ପଶ୍ଚିମବଙ୍ଗରୁ ସୁରକ୍ଷିତ ମୁକୁଳିଲେ ଅଟକ ଥିବା ଓଡ଼ିଆ। ୩୦୦ ଲୋକଙ୍କୁ ଅଟକ ରଖିଥିଲେ ପଶ୍ଚିମବଙ୍ଗ ଲୋକ। ଏନେଇ ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି ଏହି ଘଟଣା ଜଣାପଡିବା ପରେ ତୁରନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ…