ତାଜା ଖବର ଦେଶ Goa NightClub Fire:ଗୋଆ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣରେ ୨୫ ମୃତ; କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ December 7, 2025 Papirani ଗୋଆର ଏକ ନାଇଟ୍ କ୍ଲବ୍ରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଛି। ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା ଜଣାପଡିଛି। ଏହି ଘଟଣାରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲା ଗୋଆ ପୋଲିସ । ଗୋଆ ପୋଲିସ…
ତାଜା ଖବର ଦେଶ ECoR Adds Extra Coaches: ଇଣ୍ଡିଗୋ ବିମାନ ବାତିଲ ପରେ ଯାତ୍ରୀଙ୍କ ପାଇଁ ୩୭ଟି ଟ୍ରେନରେ ୧୧୬ଟି ଅତିରିକ୍ତ କୋଚ୍ ଯୋଡ଼ିଲା ରେଳବାଇ December 7, 2025 Papirani ଗତ ମଙ୍ଗଳବାର ଠାରୁ ଆଜି ପର୍ଯ୍ୟନ୍ତ ଘରୋଇ ବିମାନ କମ୍ପାନୀ ‘ଇଣ୍ଡିଗୋ’ ଏହାର ବହୁ ସଂଖ୍ୟକ ଉଡ଼ାଣ ବାତିଲ କରିଛି । ଇଣ୍ଡିଗୋ ଏୟାରଲାଇନ୍ସରେ ହଠାତ୍ କର୍ମଚାରୀ ଅଭାବ ଏବଂ ବୈଷୟିକ ପରିଚାଳନା ସମ୍ବନ୍ଧୀୟ ସମସ୍ୟା, ଦେଶବ୍ୟାପୀ ହଜାର ହଜାର ଯାତ୍ରୀଙ୍କୁ…
ତାଜା ଖବର ଦେଶ Govt Fixes Airfare Caps: ମାତ୍ରାଧିକ ବିମାନଭଡ଼ା ବୃଦ୍ଧି ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର December 6, 2025 Nirvay ଇଣ୍ଡିଗୋ ବିମାନ ସଙ୍କଟ ପରେ ସାରା ଦେଶରେ ଘରୋଇ ବିମାନ ଭଡ଼ା ବୃଦ୍ଧି ସମ୍ପର୍କରେ ବଢ଼ୁଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେନ୍ଦ୍ର ସରକାର ଆଜି ବିମାନ କମ୍ପାନୀଗୁଡ଼ିକ ଉପରେ ଭଡ଼ା ସୀମା ଲାଗୁ କରିଛନ୍ତି । ବେସାମରିକ ବିମାନ…
ଖେଳ ତାଜା ଖବର ଦେଶ ବିଶ୍ୱ India Wins ODI Series: ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ହରାଇ ୨-୧ରେ ଦିନିକିଆ ସିରିଜ ଜିତିଲା ଭାରତ December 6, 2025 Nirvay ବିଶାଖାପାଟଣାରେ ଶନିବାର ଖେଳାଯାଉଥିବା ତୃତୀୟ ଦିନିକିଆରେ (IND Vs SA) ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରି ଏହି ସିରିଜକୁ ୨-୧ ରେ ଜିତିନେଇଛି । ଗୋଟିଏ ୱିକେଟ ହରାଇ ଦଳ ବିଜୟ ଲକ୍ଷ୍ୟ ହାସଲ କରି…
ଦେଶ IndiGo Flight Cancellations: କାଲି ରାତି ୮ଟା ଭିତରେ ଯାତ୍ରୀଙ୍କୁ ଟଙ୍କା ଫେରାଇବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ December 6, 2025 Nirvay ରବିବାର ରାତି ୮ଟା ସୁଦ୍ଧା ଯାତ୍ରୀଙ୍କ ବାକି ଥିବା ସମସ୍ତ ଟଙ୍କା ଫେରାଇବାକୁ ଶନିବାର ଦିନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛି । ଇଣ୍ଡିଗୋର ପ୍ରମୁଖ ବାଧା ଜାରି ରହିଥିବାରୁ ଏହି ନିର୍ଦ୍ଦେଶ ଆସିଛି, ଯାହା ଏବେ…
ଦେଶ IndiGo Crisis: ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବ ରେଲୱେ December 5, 2025 Nirvay ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା ଦେଇଥିବା ସଙ୍କଟକୁ ନେଇ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇ (Indian Railways) ୩୭ଟି ଟ୍ରେନ୍ ଦ୍ୱାରା ଅତିରିକ୍ତ ୧୧୪ ଟ୍ରିପ୍ କରିବାକୁ ଯୋଜନା କରିଛି । ରେଳବାଇ ୩୭ଟି ଟ୍ରେନରେ…
ତାଜା ଖବର ଦେଶ ବିଶ୍ୱ IndiGo Flight Disruptions: ଯାତ୍ରୀ ହନ୍ତସନ୍ତ ପରେ କ୍ଷମା ମାଗିଲା ଇଣ୍ଡିଗୋ; ତଦନ୍ତ କମିଟି ଗଠନ କଲା DGCA December 5, 2025 Nirvay ଦେଶର ବଡ଼ ଏୟାରଲାଇନ୍ ଇଣ୍ଡିଗୋର ଉଡ଼ାଣ ଗୁରୁତର ଭାବେ ପ୍ରଭାବିତ ହେବାରୁ ଦେଶବ୍ୟାପୀ ଯାତ୍ରୀମାନଙ୍କୁ ନାହିଁ ନଥିବା ଯନ୍ତ୍ରଣା ଭୋଗିବାକୁ ପଡ଼ିଛି । ଏହି ଘଟଣା ଦ୍ୱାରା ପ୍ରଭାବିତ ସମସ୍ତ ଗ୍ରାହକ ଏବଂ ଶିଳ୍ପ ଅଂଶୀଦାରଙ୍କ ନିକଟରେ ଇଣ୍ଡିଗୋ କ୍ଷମା ପ୍ରାର୍ଥନା…
ତାଜା ଖବର ଦେଶ Modi Putin Summit: ଦ୍ବିପାକ୍ଷିକ ଆଲୋଚନା ପରେ ମୋଦି-ପୁଟିନ୍ଙ୍କ ମିଳିତ ପ୍ରେସ୍ ବିବୃତି December 5, 2025 Papirani ଦ୍ବିପାକ୍ଷିକ ଆଲୋଚନା ପରେ ମୋଦି-ପୁଟିନ୍ଙ୍କ ମିଳିତ ପ୍ରେସ୍ ବିବୃତି । ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ MOU ନେଇ ସୂଚନା ଜାରି ହୋଇଛି । ୨୩ତମ ଶିଖର ସମ୍ମିଳନୀ ନେଇ ମୋଦିଙ୍କ ବଡ଼ ସୂଚନା । ଭାରତ ପ୍ରତି ପୁଟିନଙ୍କ ମିତ୍ରତା ନେଇ…
ତାଜା ଖବର ଦେଶ ବିଶ୍ୱ PM Modi Receives Vladimir Putin: ଭାରତରେ ରୁଷ ରାଷ୍ଟ୍ରପତି ପୁଟିନ, ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦି December 4, 2025 Nirvay ଭାରତରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପୁଟିନ ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କରିବାମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଟିନଙ୍କୁ ଭବ୍ୟ ସ୍ୱାଗତ କରିବା ସହ ତାଙ୍କୁ ଆଲିଙ୍ଗନ କରିଥିଲେ ଏବଂ ଉପସ୍ଥିତ ସମସ୍ତ ଅଧିକାରୀଙ୍କ ସହିତ ପରିଚିତ…
ତାଜା ଖବର ଦେଶ ରାଜନୀତି Swaraj Kaushal Passes Away: ସୁପ୍ରିମକୋର୍ଟର ବରିଷ୍ଠ ଅଧିବକ୍ତା ତଥା ମିଜୋରାମର ପୂର୍ବତନ ରାଜ୍ୟପାଳ ସ୍ୱରାଜ କୌଶଲଙ୍କ ପରଲୋକ December 4, 2025 Papirani ଆଉ ନାହାଁନ୍ତି ମିଜୋରାମର ପୂର୍ବତନ ରାଜ୍ୟପାଳ ସ୍ୱରାଜ କୌଶଲ । ୭୩ ବର୍ଷ ବୟସରେ ପରଲୋକ ହୋଇଛି। ନୂଆଦିଲ୍ଲୀସ୍ଥିତ ତାଲ କଟୋରା ରୋଡରେ ଥିବା ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱରାଜ କୌଶଲ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ…