Category: ଦେଶ

ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ମାମଲା: ଭଲ ଅଛି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା

ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ମାମଲାରେ ଆବାସିକ କମିଶନର୍‌ ବିଶାଲ ବଗନ୍‌ଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ପୀଡ଼ିତା ସହ ଯୋଗାଯୋଗରେ ଅଛୁ । ସହଯୋଗ ପାଇଁ ପୀଡ଼ିତାଙ୍କ ପାଖରେ ଆବାସିକ କମିଶନ ଅଫିସର ମଧ୍ୟ ଅଛନ୍ତି ।ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗ…

ପୁଣି ଟ୍ରେନ୍‌ ରେଳଧାରଣାରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର

ପୁଣି ଥରେ ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର। ଉତ୍ତରାଖଣ୍ଡର ରୁରୁକି ନିକଟ ଧଣ୍ଡେରା ରେଳ ଷ୍ଟେସନ ନିକଟରେ ରେଳ ଧାରଣାରେ ଏକ ଏଲପିଜି ସିଲିଣ୍ଡର ପଡିଥିବାର ଦେଖିବାକୁ ମିଳିଛି। ରେଳ ଟ୍ରାକ ଉପରେ ଏକ ଗ୍ୟାସ୍ ସିଲିଣ୍ଡର ଦେଖିବା ପରେ…

ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା, ୨ ଗିରଫ

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା । ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ତାଙ୍କ ଉପରକୁ ଗୁଳି ଚଳାଇଲେ ଦୁର୍ବୃତ୍ତ। ପେଟ ଓ ଛାତିରେ ବାଜିଲା ୨ରୁ ୩…

ଦିଲ୍ଲୀରେ ୨ କୋଟିରେ ବିକ୍ରି ହେଉଛି ନ୍ୟୁକ୍ଲିୟର ବଙ୍କର; ପରମାଣୁ ଆକ୍ରମଣ ହେଲେ ବି ରଖିବ ସୁରକ୍ଷିତ

ଦିଲ୍ଲୀରେ ଏବେ ବିକ୍ରି ହେଉଛି ନ୍ୟୁକ୍ଲିୟର୍ ବଙ୍କର । ମାଟି ଭିତରେ ତିଆରି କରାଯାଉଛି ସୁରକ୍ଷିତ ବଙ୍କର । ରସାୟନିକ ଜୈବିକ ଓ ପରମାଣୁ ଆକ୍ରମଣ ହେଲେ ବି ରଖିବ ସୁରକ୍ଷିତ । ତିନି ବର୍ଷ ଯାଏଁ ମାଟି ତଳେ ସୁରକ୍ଷିତ…

ତାମିଲନାଡୁରେ ଟ୍ରେନ ଦୁର୍ଘଟଣା; ୨ଟି ବଗିରେ ନିଆଁ, ୬ଟି ଲାଇନ୍ଚ୍ୟୁତ

ତାମିଲନାଡୁର କବରାରାପେଟ୍ଟାଇଠାରେ ମହୀଶୂର-ଦରଭଙ୍ଗା ଏକ୍ସପ୍ରେସ୍ ଟ୍ରେନ୍ ଓ ଅଟକି ରହିଥିବା ମାଲବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କିଛି ଲୋକ ଆହତ ହୋଇଛନ୍ତି। ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଇଞ୍ଜିନର ୬ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ…

ବିଜେପି ହିନ୍ଦୁ ଭୋଟରଙ୍କ ପ୍ରଥମ ପସନ୍ଦ

ହିନ୍ଦୁ ଭୋଟରଙ୍କ ପ୍ରଥମ ପସନ୍ଦ ହୋଇପାରିଛି ବିଜେପି। ଏହାର ଏକ ଝଲକ ଦେଖିବାକୁ ମିଳିଛି ଜାମ୍ମୁ-କାଶ୍ମୀର ନିର୍ବାଚନ ଫଳାଫଳରେ। ଜମ୍ମୁ ଡିଭିଜନରେ ବିଜେପିର ଚମତ୍କାର ପ୍ରଦର୍ଶନ ଯୋଗୁଁ ଦଳ ହିନ୍ଦୁ ଅଧ୍ୟୁଷିତ ଅଞ୍ଚଳରେ ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଛି।…

ପ୍ରଶିକ୍ଷଣ ବେଳେ ସେଲ୍ ବିସ୍ଫୋରଣ; ୨ ଅଗ୍ନିବୀର ମୃତ

ଫାୟାରିଂ ଅଭ୍ୟାସ ବେଳେ ମହାରାଷ୍ଟ୍ରର ନାସିକ ଆର୍ଟିଲରି ସେଣ୍ଟରରେ ବିସ୍ଫୋରଣ । ବିସ୍ଫୋରଣରେ ଭାରତୀୟ ସେନାର ୨ ଅଗ୍ନିବୀର ମୃତ । ପ୍ରଶିକ୍ଷଣ ପାଇଁ ହାଇଦ୍ରାବାଦରୁ ନାସିକ ଯାଇଥିଲେ ମୃତ ଅଗ୍ନିବୀର । ତେବେ ବିସ୍ଫୋରଣରେ ସହିଦ ହୋଇଥିବା ଦୁଇ ଅଗ୍ନିବୀରଙ୍କୁ…

ନୋଏଲ ହେଲେ ଟାଟା ଟ୍ରଷ୍ଟ ଅଧ୍ୟକ୍ଷ

ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ । ରତନ ଟାଟାଙ୍କ ବିୟୋଗ ପରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନୋଏଲ ଟାଟା ନିଯୁକ୍ତ । ୪୦ ବର୍ଷର ଅଭିଜ୍ଞତା ଥିବା ନୋଏଲ ସର୍ବସମ୍ମତିରେ ନିଯୁକ୍ତ କରାଯାଇଛି । ନୋଏଲଙ୍କୁ…

ଦୁବାଇରେ ମହାଦେବ ଅନଲାଇନ୍‌ ବେଟିଂ ଆପ୍‌ର ମାଲିକ ଅଟକ

ବହୁ ଚର୍ଚ୍ଚିତ ମହାଦେବ ବୁକ୍‌ ଅନଲାଇନ୍‌ ବେଟିଂ ଆପ୍‌ର ମାଲିକ ଦୁବାଇରେ ଅଟକ । ଇଣ୍ଟରପୋଲର ରେଡ୍‌ କର୍ଣ୍ଣର ନୋଟିସ ପରେ ଅଟକ ରଖାଯାଇଛି । ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରକରଙ୍କୁ ପୋଲିସ ଅଟକ ରଖିଥିବା ସୂଚନା । ସପ୍ତାହେ ଭିତରେ ସୌରଭଙ୍କୁ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରତନ ଟାଟାଙ୍କ ଶେଷକୃତ୍ୟ ସମ୍ପନ୍ନ

ମୁମ୍ବାଇର ଏକ ହସ୍ପିଟାଲରେ ରତନ ଟାଟାଙ୍କ ମୃତ୍ୟୁ ପରେ ଦୂରଦର୍ଶୀ ଶିଳ୍ପପତିଙ୍କୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଥିଲେ। ସ୍ବର୍ଗତ ଟାଟାଙ୍କ ସ୍ମୃତିରେ ରାଜ୍ୟ ସରକାର ଗୁରୁବାର ଦିନିକିଆ…