ଦେଶ ମହିଳା ଦିବସରେ ମୋଦୀଙ୍କ ବଡ ଭେଟି; କମିଲା ଏଲପିଜି ଦର March 8, 2024 Nirvay ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ମହିଳାମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି । ଗୃହିଣୀ ମାନଙ୍କୁ ଚିନ୍ତାକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏହି ଘୋଷଣା କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତୀୟ…
ଦେଶ ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ରେଳ ସେବା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ March 6, 2024 Nirvay ଆଜି ଇତିହାସ ରଚିଛି ଭାରତ । ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ରେଳ ସେବା ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଲକତା ଠାରେ ମୋଦୀ ଏହି ଟନେଲକୁ ଉଦଘାଟନ କରିବା ସହିତ ଅନ୍ୟ କିଛି ପ୍ରକଳ୍ପକୁ ମଧ୍ୟ…
ଦେଶ ରାଜ୍ୟ ଜନ୍ମ ଜୟନ୍ତୀରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି March 5, 2024 Nirvay ବିଜୁ ପଟ୍ଟନାୟକଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । “ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ଅବିସ୍ମରଣୀୟ ଆତ୍ମା ପିଢିକୁ ପ୍ରେରଣା ଯୋଗାଇଛି । ଆମ ଦେଶ ପାଇଁ ତାଙ୍କର ଅବଦାନ ଏବଂ ବିକାଶ ପାଇଁ ତାଙ୍କର…
ଦେଶ ରାଜନୀତି ବିଜେପିର ୧୯୫ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା; ଓଡ଼ିଶାରୁ ଶୂନ March 2, 2024 Nirvay ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣିଆ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି, କିନ୍ତୁ ଏଥିରେ ଓଡ଼ିଶାରୁ କେହି ବି ନାହାଁନ୍ତି । ସମ୍ଭବତଃ ପ୍ରଧାନମନ୍ତ୍ରୀଙ୍କ ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଗସ୍ତ ପରେ ଓଡ଼ିଶାର…
ଦେଶ ରାଜନୀତି ରାଜ୍ୟ ମାର୍ଚ୍ଚ ୫ ରେ “ଓଡ଼ିଶା ରାଜନୀତିରେ” ଝଡ଼: ଦିଲ୍ଲୀ ମିଡ଼ିଆ ଗସିପ February 29, 2024 Nirvay ଲେଖକ, ଅନୁସନ୍ଧାନକାରୀ ସାମ୍ବାଦିକ ତଥା ରଣନୀତିଜ୍ଞ ଅଭିଜିତ୍ ଆୟର-ମିତ୍ରଙ୍କ ଦ୍ଵାରା ପୋଷ୍ଟ କରାଯାଇଥିବା ‘ଦିଲ୍ଲୀ ମିଡିଆ ଗସିପ’ ବିଭାଗ “ଓଡିଶା ରାଜନୀତି” ର ଏକ ବଡ଼ ଦିଗ ବିଷୟରେ ସୂଚିତ କରିଛନ୍ତି ଯାହା ଜାତୀୟ ରାଜନୀତିରେ ମଧ୍ୟ ବ୍ୟାପକ ପ୍ରଭାବ ପକାଇବ।…
ଦେଶ ପୋରବନ୍ଦରରେ ଭାରତୀୟ ନୌସେନା ଦ୍ଵାରା ଡ୍ରଗ୍ସ ଜବତ February 28, 2024 Nirvay ଏକ ପ୍ରମୁଖ ଅପରେସନରେ ଭାରତୀୟ ନୌସେନା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ମଙ୍ଗଳବାର ଦିନ ସମୁଦ୍ରରେ ବହୁ ପରିମାଣର ଡ୍ରଗ୍ସ ଜବତ କରିଛି। ଭାରତୀୟ ନୌସେନା, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସହିତ ପ୍ରାୟ ୪୩୦୦ କିଲୋଗ୍ରାମ ଡ୍ରଗ୍ସ (୩୦୮୯କେଜି ଚାରାସ, ୧୫୮କେଜି…
ଦେଶ ପତଞ୍ଜଳି ଆୟୁର୍ବେଦ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ February 27, 2024 Nirvay ନୂଆଦିଲ୍ଲୀ: ନିଜ ପ୍ରଡକ୍ଟ ବିଷୟରେ ମିଛ ବିଜ୍ଞାପନ ଦେଉଥିବାରୁ ପତଞ୍ଜଳି ଆୟୁର୍ବେଦ କମ୍ପାନୀ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ମିଛ ବିଜ୍ଞାପନ ଦେଇ ପୂରା ଦେଶକୁ ଭୁଆଁ ବୁଲାଯାଉଛି ବୋଲି କୋର୍ଟ କହିଛନ୍ତି। ଏଥିସହିତ ରୋଗ କିମ୍ବା ଅସୁସ୍ଥତା ସହ ଯୋଡ଼ି କମ୍ପାନୀ…
ଦେଶ ମହାକାଶ ଯିବେ ଭାରତୀୟ ବାୟୁସେନାର ୪ ପାଇଲଟ୍ February 27, 2024 Nirvay ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି। ସେମାନେ ହେଲେ ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲକ୍ରିଷନ୍, ଅଜିତ କ୍ରିଷନନ୍, ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଲା। ବିକ୍ରମ ସାରାଭାଇ…
ଦେଶ ଜ୍ଞାନବାପିରେ ହିନ୍ଦୁ ପୂଜା ଅନୁମତି କାଏମ February 26, 2024 Nirvay ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ମାମଲାରେ ପୁଣି ମୁସଲିମ ପକ୍ଷଙ୍କୁ ଝଟକା ଲାଗିଛି। ତୋଷଖାନାରେ ହିନ୍ଦୁ ପକ୍ଷ ପୂଜା ଆରମ୍ଭ କରିବା ବିରୋଧରେ ଆହ୍ଲାବାଦ ହାଇକୋର୍ଟ ଯାଇଥିଲେ ମୁସଲିମ୍ ପକ୍ଷ। ଅନଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ଆବେଦନ…
ଦେଶ ସୁଦର୍ଶନ ସେତୁର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ February 25, 2024 Nirvay ନୂଆଦିଲ୍ଲୀ: ଲୋକାର୍ପିତ ହୋଇଛି ଦେଶର ସବୁଠାରୁ ବଡ କେବୁଲ ବ୍ରିଜ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କ ପାଇଁ ଗୁଜୁରାଟର ଦ୍ବାରକାରେ ସୁଦର୍ଶନ ସେତୁର ଉଦଘାଟନ କରିଛନ୍ତି। ଏହା ମୋଦୀଙ୍କର ଡ୍ରିମ୍ ପ୍ରୋଜେକ୍ଟ ମଧ୍ୟରୁ ଅନ୍ୟତନ। ଗୁଜୁରାଟର ଓଖା ମେନ୍…