Category: ଦେଶ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର; ଡିସେମ୍ବର ୯ ରେ ବାରବାଟୀରେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌

ଓଡ଼ିଶାର ଲକ୍ଷ ଲକ୍ଷ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଡିସେମ୍ବର ୯ ତାରିଖରେ କଟକର ଐତିହାସିକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ । ୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ରେ ଦକ୍ଷିଣ…

ନୀତୀଶ କୁମାର ଜାତୀୟ ସଙ୍ଗୀତକୁ ଅପମାନିତ କରିଥିବା ଅଭିଯୋଗରେ ମହାମେଣ୍ଟର ବିକ୍ଷୋଭ ପ୍ରଦର୍ଶନ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତୀୟ ସଙ୍ଗୀତକୁ ଅପମାନିତ କରିଥିବା ଅଭିଯୋଗ କରି ପାଟନାରେ ମହାମେଣ୍ଟ ବିକ୍ଷୋଭ ପ୍ରଦର୍ଶନ କରିଛି । ଜାତୀୟ ସଙ୍ଗୀତକୁ ଅପମାନ ଅଭିଯୋଗରେ ନୀତୀଶ କୁମାର କ୍ଷମା ମାଗନ୍ତୁ ବୋଲି ମହାମେଣ୍ଟ ଦାବି କରିଛି । ୨୦…

ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ବିନୋଦ ଶୁକ୍ଳା ପାଇବେ ଜ୍ଞାନପୀଠ ପୁରସ୍କାର

ଛତିଶଗଡ଼ର ସୁନାମଧନ୍ୟ ହିନ୍ଦୀ ସାହିତ୍ୟିକ ବିନୋଦ ଶୁକ୍ଳାଙ୍କୁ ମିଳିବ ଦେଶର ସର୍ବୋଚ୍ଚ ସମ୍ମାନ ‘ଜ୍ଞାନପୀଠ’ ପୁରସ୍କାର । ୨୦୨୪ ବର୍ଷ ପାଇଁ ଗଠିତ ଚୟନ କମିଟି ପକ୍ଷରୁ ବିନୋଦ ଶୁକ୍ଳାଙ୍କ ନାମ ଘୋଷଣା କରାଯାଇଛି । ଛତିଶଗଡ଼ର ପ୍ରଥମ ସାହିତ୍ୟିକ ଭାବେ…

ଡିଲିମିଟେସନ ବୈଠକରେ ସାମିଲ ହେଲେ ବିଜେଡି ନେତା; ଓଡ଼ିଶା ପାଇଁ ନ୍ୟାୟ ମାଗିଲେ ନବୀନ

ଆଜି ଚେନ୍ନାଇରେ ଆୟୋଜିତ ସୀମା ପୁନଃ ନିର୍ଦ୍ଧାରଣ ବା ଡିଲିମିଟେସନ ସମ୍ପର୍କିତ ଯୁଗ୍ମ କାର୍ଯ୍ୟାନୁଷ୍ଠାନ କମିଟିର ପ୍ରଥମ ବୈଠକ ଆୟୋଜିତ ହୋଇଛି । ଏହି ଡିଲିମିଟେସନ ବୈଠକରେ ସାମିଲ ହୋଇଛନ୍ତି ବିଜେଡି ନେତା ଅମର ପଟ୍ଟନାୟକ ଓ ସଞ୍ଜୟ ଦାସବର୍ମା ।…

ହାଇକୋର୍ଟ ଜଜ୍‌ଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା

ଦିଲ୍ଲୀ ହାଇକୋର୍ଟ ଜଜ୍‌ଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା । ଜଜ୍‌ ୟଶବନ୍ତ ବର୍ମାଙ୍କ ସରକାରୀ ଘରୁ ମିଳିଲା ଟଙ୍କା । ଘରେ ନିଆଁ ଲାଗିବାରୁ ଅଗ୍ନିଶମ ଟିମ୍‌ ଆସି ନିଆଁ ଲିଭାଇବା ବେଳେ ମିଳିଲା ବିପୁଳ ପରିମାଣର ଟଙ୍କା ।…

ଏପ୍ରିଲ ୧ ରୁ ଭୁବନେଶ୍ୱର – ଗୋଆ ମଧ୍ୟରେ ସିଧାସଳଖ ବିମାନ ସେବା

ଓଡ଼ିଶାର ବିମାନ ଚଳାଚଳ ଯାତ୍ରାରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘୋଷଣା କରିଛି ଯେ ଓଡ଼ିଶାର ରାଜଧାନୀ ଏବଂ ଗୋଆ ମଧ୍ୟରେ ସିଧାସଳଖ ବିମାନ ସେବା ଏପ୍ରିଲ ୧ ରୁ ଆରମ୍ଭ ହେବ…

ଚାମ୍ପିଅନ୍ସ ଟ୍ରଫି ବିଜେତା ଭାରତୀୟ କ୍ରିକେଟ୍ ଦଳ ଉପରେ ବିସିସିଆଇର ଟଙ୍କା ବର୍ଷା

ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ବିସିସିଆଇ ୫୮ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି । ମିଳିଥିବା ସୂଚନା ଅନୁସାରେ, ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ଥିବା ସମସ୍ତ ୧୫ ଜଣ ଖେଳାଳି ବିସିସିଆଇ ଠାରୁ…

ଛତିଶଗଡ଼ରେ ୨୨ ମାଓବାଦୀ ନିହତ

ଛତିଶଗଡ଼ର ବିଜାପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମା ସୁରକ୍ଷାବାହିନୀ ଓ ଲାଲବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ । ଛତିଶଗଡ଼ର ୨ଟି ଅପରେସନରେ ୨୨ ମାଓବାଦୀ ନିହତ ହୋଇଛନ୍ତି । ବିଜାପୁରରେ ମାଓ ଅପରେସନରେ ୧୮ ନିହତ ହୋଇଥିବା ବେଳେ କାଙ୍କେର ଜିଲ୍ଲାରେ…

୯ ମାସ ପରେ ମହାକାଶରୁ ଫେରିଲେ ସୁନୀତା ୱିଲିୟମ୍ସ

ଦୀର୍ଘ ୯ ମାସ ପରେ ପୃଥିବୀ ପୃଷ୍ଠକୁଫେରିଲେ ସୁନୀତା ୱିଲିୟମ୍ସ। ସୁନୀତାଙ୍କ ସହ ୪ ଜଣ ମହାକାଶଚାରୀଙ୍କୁ ପୃଥିବୀକୁ ଫେରାଇଆଣିବାକୁ ବହୁ ଚେଷ୍ଟା ଆଜି ସଫଳ ହୋଇଛି । ସୁରକ୍ଷିତ ଭାବରେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚି…