Category: ଦେଶ

ଓଡ଼ିଶାର ୨ ଟି ରେଳ ପ୍ରକଳ୍ପ ସମେତ ୪ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି, ରେଳ ମନ୍ତ୍ରଣାଳୟର ୪ଟି ପ୍ରକଳ୍ପକୁ ଅନୁମୋଦନ କରିଛି, ଯାହାର ମୋଟ ମୂଲ୍ୟ ପ୍ରାୟ ୧୮, ୬୫୮ କୋଟି ଟଙ୍କା । ତିନୋଟି ରାଜ୍ୟ – ମହାରାଷ୍ଟ୍ର, ଓଡ଼ିଶା ଏବଂ…

ମମତା ବାନାର୍ଜୀଙ୍କୁ ଝଟ୍‌କା; ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ ରଖିଲେ ସୁପ୍ରିମକୋର୍ଟ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ମିଳିଛି । ୨୦୧୬ରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ପକ୍ଷରୁ ନିଯୁକ୍ତ ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକଙ୍କ…

ଲୋକସଭାରେ ବିଳମ୍ବିତ ରାତ୍ରିରେ ପାରିତ ହେଲା ୱାକଫ ବିଲ୍

ଲୋକସଭାରେ ଗୃହୀତ ହେଲା ୱାକଫ୍ ସଂଶୋଧନ ବିଲ୍ ।ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ପ୍ରବଳ ବିତର୍କ ପରେ ଲୋକସଭାରେ ଗୃହୀତ ହୋଇଛି ୱାକଫ ସଂଶୋଧନ ବିଲ୍-୨୦୨୫। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ। ୧୨…

ଦିଲ୍ଲୀରେ ପ୍ରତିବର୍ଷ ପାଳନ ହେବ ଓଡ଼ିଶା ପର୍ବ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ବେଶ ଧୁମ ଧାମରେ ପାଳନ ହେଉଛି ଓଡ଼ିଶା ଦିବସ ସମାରୋହ-୨୦୨୫ । ଦିଲ୍ଲୀରେ ଆୟୋଜିତ ଉତ୍କଳ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଓଡ଼ିଶା…

ଆଜିଠୁ ନୂଆ ଆର୍ଥିକ ବର୍ଷ; ୩ ଘଣ୍ଟା ପାଇଁ ଏସବିଆଇ ଡିଜିଟାଲ ସେବା ବନ୍ଦ

ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ର ଉପଭୋକ୍ତାଙ୍କ ପାଇଁ ଜରୁରୀ ସୂଚନା । ନୂତନ ଆର୍ଥିକ ବର୍ଷ ଆଜି ଅର୍ଥାତ୍ ୧ ଏପ୍ରିଲରୁ ଆରମ୍ଭ ହୋଇଛି । ତେଣୁ ବାର୍ଷିକ ସମାପନ କାର୍ଯ୍ୟ ପାଇଁ ଡିଜିଟାଲ୍‌ ସର୍ଭିସ୍‌ ୩ ଘଣ୍ଟା ପାଇଁ…

ଏପ୍ରିଲ୍ ୧ ରୁ ନିଷ୍କ୍ରିୟ ନମ୍ବରରେ ହୋଇପାରିବନି ୟୁପିଆଇ ପେମେଣ୍ଟ

ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର । ଏପ୍ରିଲ୍ ୧ ଅର୍ଥାତ ଆସନ୍ତାକାଲିଠୁ ନୂତନ ନିୟମ ଲାଗୁ ହେବାକୁ ଯାଉଛି । ଯାହା Google Pay, PhonePe ଏବଂ Paytm ଭଳି ପେମେଣ୍ଟ ଆପ୍ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବ ।…

ଏପ୍ରିଲ୍‌ରୁ ଜୁନ୍‌ ଅଗ୍ନିବର୍ଷା; ସତର୍କ କଲା ଆଇଏମ୍‌ଡି

ଆଗକୁ ଗ୍ରୀଷ୍ମ ପ୍ରବାହ ପ୍ରଚଣ୍ଡ ହେବାକୁ ଯାଉଛି । ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଅଧିକାଂଶ ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସ୍ୱାଭାବିକଠାରୁ ଅଧିକ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳିବାର ସମ୍ଭାବନା ଥିବା…

ବାକିଥିବା ଟ୍ରାଫିକ ଇ-ଚାଲାଣ ନଭରିଲେ ରଦ୍ଦ ହେବ ଲାଇସେନ୍ସ

ଗାଡି ଚାଳକଙ୍କ ପାଇଁ ବଡ଼ ଖବର । ଦେଶରେ ବ୍ୟାପକ ମାତ୍ରାରେ ଟ୍ରାଫିକ ଚାଲାଣ ପୈଠ କରାଯାଉ ନାହିଁ । ସାରା ଦେଶରେ ୪୦ ହଜାର ୫୪୮ କୋଟି ଟଙ୍କା ଫାଇନ୍‌ ପଡ଼ିଥିବା ବେଳେ ୧୬ ହଜାର ୩୨୪ କୋଟି ଟଙ୍କା…

ପିଏଫ୍‌ ଉଠାଣ: ଏଏସଏସି ୫ ଲକ୍ଷକୁ ବୃଦ୍ଧି

ପିଏଫ୍‌ ଉଠାଣର ସ୍ୱୟଂ ସମାଧାନ ସୀମା ବୃଦ୍ଧି ପାଇଁ ନିଷ୍ପତ୍ତି । ଅଟୋ ସେଟଲମେଣ୍ଟ ଆଡଭାନ୍ସ କ୍ଲେମ୍‌ (ASAC) ବୃଦ୍ଧି ନିଷ୍ପତ୍ତି । ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ଇପିଏଫଓର ନିଷ୍ପତ୍ତି ରହିଛି । ଇପିଏଫଓ…

ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ଆଇଏଫଏସ ନିଧି ତିୱାରୀ

ବାରଣାସୀର ବାସିନ୍ଦା ଆଇଏଫଏସ ଅଧିକାରୀ ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରାଯାଇଛି । ଡିପାର୍ଟମେଣ୍ଟ ଅଫ ପର୍ସନାଲ ଆଣ୍ଡ ଟ୍ରେନିଂ ଏହି ନିଯୁକ୍ତି ସଂପର୍କରେ ଆଜି ସୂଚନା ଦେଇଛି । ନିଧି ତିୱାରୀ ୨୦୧୪…