ଦେଶ ରାଜ୍ୟ ବଜେଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ନବୀନ February 1, 2025 Nirvay ଆଜି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହୋଇଥିବାବେଳେ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ଦେଶର ଯୁବବର୍ଗଙ୍କୁ ଚାକିରିର ଘୋର ଆବଶ୍ୟକତା ଥିବାବେଳେ ଏବଂ ଅତ୍ୟାବଶ୍ୟକ…
ଦେଶ ବଜେଟ ୨୦୨୫: ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ହେବ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା February 1, 2025 Nirvay ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ । ବଜେଟ୍ରେ ଦେଶରେ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର । ➡️ଭାରତନେଟ ପ୍ରକଳ୍ପ ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ପ୍ରାଥମିକ…
ତାଜା ଖବର ଦେଶ ବଜେଟ୍ ୨୦୨୫-୨୬: ଜାଣନ୍ତୁ କେଉଁ ସବୁ ସୁବିଧା ପାଇବେ ଦେଶବାସୀ February 1, 2025 Papirani • ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାରାହାରି ମାସିକ ଆୟ ଉପରେ କୌଣସି ଆୟକର ନାହିଁ; ମଧ୍ୟମ ବର୍ଗର ଘରୋଇ ସଞ୍ଚୟ ଏବଂ ଉପଭୋଗକୁ ପ୍ରୋତ୍ସାହନ ମିଳିବ • ନୂତନ ଟିକସ ବ୍ୟବସ୍ଥାରେ ବେତନଭୋଗୀ ବର୍ଗ ବାର୍ଷିକ ୨୨.୭୫ ଲକ୍ଷ ଟଙ୍କା…
ତାଜା ଖବର ଦେଶ ୧୨ ଲକ୍ଷ ଆୟ ଉପରେ ଲାଗିବନି କୌଣସି ଟିକସ February 1, 2025 Papirani ସଂସଦରେ ସାଧାରଣ ବଜେଟ୍ ୨୦୨୫ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବିତ୍ତ ବର୍ଗଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଏବେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ…
ତାଜା ଖବର ଦେଶ ସବୁ ଜିଲ୍ଲା ହସ୍ପିଟାଲ୍ରେ ରହିବ କ୍ୟାନ୍ସର ଚିକିତ୍ସା February 1, 2025 Papirani ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହୋଇଛି । ବଜେଟ୍ରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଏକ ଗୁରୁତ୍ବ ସୂଚନା ଦେଇଛନ୍ତି। କର୍କଟ ଏକ ଗମ୍ଭୀର ଏବଂ ଭୟାନକ ରୋଗ । ଏହି ରୋଗକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଭୟ ରହିଥିବା…
ତାଜା ଖବର ଦେଶ ବଜେଟରେ ଅର୍ଥମନ୍ତ୍ରୀଙ୍କ ଘୋଷଣା; ଆସନ୍ତା ସପ୍ତାହରେ ଆସିବ ନୂଆ ଇନକମ ଟ୍ୟାକ୍ସ ବିଲ୍ February 1, 2025 Papirani ଆଜି ବଜେଟ୍ ଉପସ୍ଥାପନ ସମୟରେ ବଡ ଘୋଷଣା କରିଛନ୍ତି ସୀତାରମଣ । ଚଳିତ ବଜେଟରେ ଇନକମ୍ ଟ୍ୟାକ୍ସ ଉପରେ ସଭିଙ୍କ ନଜର ରହିଥିବା ବେଳେ ଆସନ୍ତା ସପ୍ତାହରେ ନୂଆ ଇନକମ ଟ୍ୟାକ୍ସ ବିଲ୍ ସଂସଦରେ ଉପସ୍ଥାପନ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ…
ତାଜା ଖବର ଦେଶ ବଜେଟ୍ ଉପସ୍ଥାପନ ସମୟରେ ସଂସଦରେ ହଙ୍ଗାମା; କକ୍ଷ ତ୍ୟାଗ କଲେ ବିରୋଧୀ ଦଳ ସାଂସଦ February 1, 2025 Papirani ଆଜି ନିର୍ମଳା ସୀତାରମଣ ଅଷ୍ଟମ ଥର ସଂସଦରେ ନିଜର ବଜେଟ୍ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବା ବେଳେ ବିରୋଧୀ ସାଂସଦ ଏହାର ଜୋରଦାର ବିରୋଧ କରିଥିବାର ଜଣାପଡିଛି । ବିରୋଧୀ ଦଳ ପ୍ରୟାଗରାଜ ମହାକୁମ୍ଭରେ…
ତାଜା ଖବର ଦେଶ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍: MSME ବିକାଶ ଉପରେ ଗୁରୁତ୍ବ February 1, 2025 Papirani କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶର ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି। ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରୁଛନ୍ତି ସୀତାରମଣ । ଏହି ସମୟରେ ବଜେଟରେ ଏମଏସଏମଇ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି । ଏମଏସଏମଇ…
ତାଜା ଖବର ଦେଶ ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ February 1, 2025 Papirani କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶର ଆଗାମୀ ବଜେଟ୍ ଉପସ୍ଥାପନ କରୁଛନ୍ତି। ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରୁଛନ୍ତି ସୀତାରମଣ । ସେ କହିଛନ୍ତି ଅର୍ଥନୀତିରେ ସମୃଦ୍ଧି ସାରା ବିଶ୍ବକୁ ଚକିତ କରିଛି । ଗତ ୧୦ ବର୍ଷରେ…
ତାଜା ଖବର ଦେଶ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବଜେଟ୍କୁ ମିଳିଲା ଅନୁମୋଦନ February 1, 2025 Papirani ମୋଦୀ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ୩.୦ ଆଜି ଉପସ୍ଥାପିତ ହେବାକୁ ଯାଉଛି। ୨୦୨୫ ବଜେଟ୍ ଉପରେ ରହିଛି ସମସ୍ତଙ୍କ ନଜର। ବଜେଟ୍ ଉପସ୍ଥାପନ ପୂର୍ବରୁ ଆଜି ସଂସଦ ଭବନରେ ପୂର୍ବାହ୍ନ ୧୦ଟା ୨୫ରେ କ୍ୟାବିନେଟ୍ ବୈଠକ ବସିଛି । ପ୍ରଧାନମନ୍ତ୍ରୀଙ୍କ…