ତାଜା ଖବର ଦେଶ ଅପରିବର୍ତ୍ତିତ ରହିଲା ଇଫିଏଫଓ ସୁଧହାର February 28, 2025 Papirani ୨୦୨୪-୨୫ ବର୍ଷ ପାଇଁ ଇଫିଏଫଓ ସୁଧହାର ଅପରିବର୍ତ୍ତିତ । ୮.୨୫ ପ୍ରତିଶତରେ ଇଫିଏଫଓ ସୁଧହାର ଅପରିବର୍ତ୍ତିତ ରହିଲା । ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ଚଳିତ ମାସ ୨୮ ତାରିଖ (ଶୁକ୍ରବାର), EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ…
ଦେଶ ୨୦୨୬ରେ ଡେଲିମିଟେସନ: ବିଜେପିକୁ ଫାଇଦା, ବିରୋଧୀଙ୍କୁ ଅଡ଼ୁଆ February 28, 2025 Papirani ଦେଶରେ ଜନସଂଖ୍ୟା ବଢ଼ିଥିବା ବେଳେ ବଢ଼ିପାରେ ଲୋକସଭା ଆସନ। ୨୦୨୬ରେ ଜନଗଣନା ଆଧାରରେ ହୋଇପାରେ ସୀମା ପୁନଃ ନିର୍ଦ୍ଧାରଣ । ଡିଲିମିଟେସନରେ ବଢ଼ିପାରେ ଦେଶରେ ବଢ଼ିପାରେ ଲୋକସଭା ସିଟ୍। ସୀମା ନିର୍ଦ୍ଧାରଣ ପରେ ଲୋକସଭା ଆସନ ୮୪୬ ଆସନା ଛୁଇଁବା ସମ୍ଭାବନା…
ଦେଶ ରାଜନୀତି ବୈଜୟନ୍ତ ପଣ୍ଡାଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା February 27, 2025 Nirvay ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ସୂଚନା ଯୋଗ୍ୟ ଯେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ବିଜୟରେ ଜୟ ପଣ୍ଡା ସବୁଠୁ ଗୁରୁତ୍ୱପୂର୍ଣ୍ଣ…
ଦେଶ ରାଜ୍ୟ ମହାକୁମ୍ଭ ୨୦୨୫: ୪୨ ଦିନରେ ୧୫,୦୦୦ ରୁ ଅଧିକ ଟ୍ରେନ୍ ପରିଚାଳନା କରି ରେକର୍ଡ କଲା ଭାରତୀୟ ରେଳ February 27, 2025 Nirvay ମାତ୍ର ୪୨ ଦିନରେ ୧୫,୦୦୦ ରୁ ଅଧିକ ଟ୍ରେନ୍ ପରିଚାଳନା କରି ଭାରତୀୟ ରେଳବାଇ ଚଳିତ ମହାକୁମ୍ଭ ୨୦୨୫ ରେ ଏକ ଉଲ୍ଲେଖନୀୟ ରେକର୍ଡ ସୃଷ୍ଟି କରିଛି ଯାହା ପ୍ରାରମ୍ଭିକ ଲକ୍ଷ୍ୟ ୧୩,୫୦୦ ଟ୍ରେନ୍ ଅପେକ୍ଷା ବହୁତ ଅଧିକ । ଏହି…
ତାଜା ଖବର ଦେଶ ସରିଲା ମହାକୁମ୍ଭ; ଅରେଲୀ ଘାଟରେ ଝାଡ଼ୁ ଧରି ସଫା କଲେ ଯୋଗୀ February 27, 2025 Papirani ଜାନୁଆରୀ ୧୩ ତାରିଖରୁ ପ୍ରୟାଗରାଜର ପବିତ୍ର ଭୂମିରେ ଅନୁଷ୍ଠିତ ହୋଇଥିବା କୁମ୍ଭ ମେଳା ଗତକାଲି ମହାଶିବରାତ୍ରୀରେ ଶେଷ ହୋଇଛି । ମହାକୁମ୍ଭ ଶେଷ ହେବା ପରେ ଆଜି ଅରେଲୀ ଘାଟରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…
ତାଜା ଖବର ଦେଶ ଆସାମରେ ଭୂମିକମ୍ପ ଝଟକା February 27, 2025 Papirani ଦେଶରେ କ୍ରମାଗତଭାବେ କିଛି ଦିନ ହେବ ଭୂକମ୍ପ ଝଟକା ଅନୁଭୂତ ହେଉଛି। ବିଳମ୍ବିତ ରାତିରେ ଆସାମରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଆସାମର ମୋରିଗାଓଁ ଜିଲ୍ଲାରେ ଆଜି ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଗୁରୁବାର ରାତି ୨ଟା ୨୫…
ଦେଶ ସରିଲା ମହାକୁମ୍ଭ ୨୦୨୫; ୪୫ ଦିନରେ ବୁଡ ପକାଇଲେ ୬୬ କୋଟିରୁ ଅଧିକ ଭକ୍ତ February 26, 2025 Nirvay ସରିଲା ଐତିହାସିକ ପ୍ରୟାଗରାଜ ମହାକୁମ୍ଭ ମେଳା । ଜାନୁଆରୀ ୧୩ ରୁ ଆରମ୍ଭ ହୋଇ ୪୫ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ୬୬ କୋଟିରୁ ଅଧିକ ଭକ୍ତ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଛନ୍ତି । ଏ ନେଇ ଉତ୍ତର…
ତାଜା ଖବର ଦେଶ ଆଜି ମହାଶିବରାତ୍ରୀରେ ମହାକୁମ୍ଭରେ ଶେଷ ସ୍ନାନ February 26, 2025 Papirani ଦିନକୁ ଦିନ ମହାକୁମ୍ଭରେ ପବିତ୍ର ବୁଡ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶ୍ୱର ଅନ୍ୟତମ ବୃହତ୍ତମ ଧାର୍ମିକ କାର୍ଯ୍ୟକ୍ରମ ୪୫ ଦିନିଆ କୁମ୍ଭମେଳା ଆଜି ଶିବରାତ୍ରିର ସଙ୍ଗମସ୍ଥଳରେ ଅନ୍ତିମ ସ୍ନାନ ସହ ଶେଷ ହେଉଛି। ପ୍ରୟାଗରାଜର ତ୍ରିବେଣୀ…
ଦେଶ ରାଜ୍ୟ କିଟରେ ଇଣ୍ଡିଆ ଟ୍ରେକ୍ର ୨୧ ଜଣିଆ ପ୍ରତିନିଧିମଣ୍ଡଳ February 25, 2025 Nirvay ଇଣ୍ଡିଆ ଟ୍ରେକ୍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ଫେବୃଆରୀ ୨୩ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ୭ ଦିନିଆ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ୨୧ ଜଣିଆ ପ୍ରତିନିଧିମଣ୍ଡଳ କିଟ୍ ଓ କିସ୍ ପରିଦର୍ଶନରେ ଅଛନ୍ତି । ଓଡ଼ିଶାର…
ତାଜା ଖବର ଦେଶ ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ଜେପି ନଡ୍ଡା February 25, 2025 Papirani ଫେବୃଆରୀ ୨୮ ତାରିଖରେ ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ପୁରୀରେ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ସ୍ଵାସ୍ଥ୍ୟ ସଚିବ ଯୋଗ ଦେଉଛନ୍ତି।…