ଦେଶ ବିଶ୍ୱ ପୁଣି ଘୁଞ୍ଚିଲା ସ୍ପେଶ୍ ଏକ୍ସର ଆକ୍ସିଅମ୍-୪ ମିଶନ୍ June 11, 2025 Nirvay ପୁଣି ଘୁଞ୍ଚିଲା ସ୍ପେଶ୍ ମିଶନ୍ ଆକ୍ସିଅମ୍-୪ ମିଶନ । ଫାଲକନ୍ 9 ଲଞ୍ଚ ଯାନକୁ ଯାଞ୍ଚ କରିବା ବେଳେ ସେଥିରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା । ପରୀକ୍ଷଣ ସମୟରେ ଲିକୁଇଡ ଅକ୍ସିଜେନ ଲିକେଜ ହେଉଥିବାର ଜଣା ପଡିଥିଲା ବୋଲି ଇସ୍ରୋ…
ଦେଶ ସର୍ବଦଳୀୟ ଡେଲିଗେସନ ଟିମଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି June 10, 2025 Nirvay ବିଦେଶ ଗସ୍ତ ସାରି ଫେରିଥିବା ସର୍ବଦଳୀୟ ଡେଲିଗେସନ ଟିମକୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟ ସ୍ପଷ୍ଟ କରିବା ଓ ପାକିସ୍ତାନର ଆତଙ୍କୀ ଚେହେରା ବିଶ୍ୱକୁ ଦେଖାଇବା ପାଇଁ ୩୦ରୁ ଅଧିକ ଦେଶ ଗସ୍ତ…
ତାଜା ଖବର ଦେଶ ରାଜ୍ୟ ଓଡ଼ିଆ ପୁଅ ଆଇପିଏସ୍ ଉତ୍କଳ ରଞ୍ଜନ ସାହୁ ହେଲେ RPSC ଅଧ୍ୟକ୍ଷ June 10, 2025 Papirani ଓଡ଼ିଆ ପୁଅ ଉତ୍କଳ ରଞ୍ଜନ ସାହୁଙ୍କୁ ମିଳିଲା ବଡ଼ ଦାୟିତ୍ବ । ୧୯୮୮ ବ୍ୟାଚ୍ର ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଶ୍ରୀ ସାହୁଙ୍କୁ ରାଜସ୍ଥାନ ସରକାର ରାଜ୍ୟର ଲୋକ ସେବା ଆୟୋଗର ନୂଆ ଅଧ୍ୟକ୍ଷ ପଦବିରେ ନିଯୁକ୍ତି ଦେଇଛନ୍ତି। ରାଜସ୍ଥାନ…
ଦେଶ ବିଶ୍ୱ ମହାକାଶ ଜଗତରେ ନୂଆ ଫର୍ଦ୍ଦ ଯୋଡିବେ ଶୁଭାଂଶୁ ଶୁକ୍ଲା June 9, 2025 Nirvay ମହାକାଶ ଜଗତରେ ନୂଆ ଫର୍ଦ୍ଦ ଯୋଡିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ପ୍ରଥମ ଭାରତୀୟ ଭାବେ ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟର (ଆଇଏସଏସ) ଯିବେ ଶୁଭାଂଶୁ । ସ୍ପେସକୁ ଯିବାରେ ସେ ଦ୍ୱିତୀୟ ଭାରତୀୟ ଭାବେ ପରିଚିତ ହେବେ । ଏହି…
ତାଜା ଖବର ଦେଶ ଆଇଇଡି ବିସ୍ଫୋରଣରେ ଅତିରିକ୍ତ ଏସପି ସହିଦ June 9, 2025 Papirani ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଆଇଇଡି ବିସ୍ଫୋରଣ । ଆଜି ହୋଇଥିବା ଏହି ବିସ୍ଫୋରଣରେ କୋଣ୍ଟା ଅତିରିକ୍ତ ଏସପି ଆକାସ ରାଓ ଗିରପୁଞ୍ଜେ ସହିତ ହୋଇଛନ୍ତି । ଘଟଣା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା ।…
ତାଜା ଖବର ଦେଶ ମୁମ୍ବାଇରେ ଅଘଟଣ: ଚଳନ୍ତା ଟ୍ରେନରୁ ପଡ଼ି ପାଞ୍ଚ ମୃତ, ଅନେକ ଆହତ June 9, 2025 Papirani ମୁମ୍ବାଇରେ ଅଘଟଣ । ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିବା ପୁଷ୍ପକ ଏକ୍ସପ୍ରେସ୍ ଟ୍ରେନରୁ ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଅତ୍ୟଧିକ ଭିଡ଼ ଏବଂ ଧକ୍କା ଯୋଗୁଁ ଏହି ପରି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଏହି ଘଟଣା…
ତାଜା ଖବର ଦେଶ ନବ ବିବାହିତ ଦମ୍ପତି ମାମଲା: ସ୍ୱାମୀ ରାଜାଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିଲା ସ୍ତ୍ରୀ ସୋନମ୍ June 9, 2025 Papirani ବିବାହ ପରେ ମେଘାଳୟ ବୁଲିବାକୁ ଯାଇ ନିଖୋଜଥିବା ଇନ୍ଦୋରର ନବ ଦମ୍ପତ୍ତି ରାଜା ରଘୁବଂଶୀ ଏବଂ ସୋନମ୍ ରଘୁବଂଶୀଙ୍କ ମାମଲାର ଘଟଣା ସାରା ଦେଶକୁ ଥରାଇ ଦେଇଛି । ରାଜା ରଘୁବଂଶୀଙ୍କ ହତ୍ୟା ଓ ସୋନମ ରଘୁବଂଶୀଙ୍କ ନିଖୋଜ ମାମଲାରେ ଏକ…
ଦେଶ ବିଜାପୁର ଏନ୍କାଉଣ୍ଟର: ହାର୍ଡକୋର ମାଓବାଦୀ ଭାସ୍କର, ଗୌତମ ସୁଧାକରଙ୍କ ସମେତ ୭ ମାଓବାଦୀ ନିହତ June 7, 2025 Nirvay ଛତିଶଗଡ଼ରେ ଭୁଶୁଡୁଛି ମାଓ ଦୁର୍ଗ । ଛତିଶଗଡ଼ ବିଜାପୁର ସ୍ଥିତ ଇନ୍ଦ୍ରାବତୀ ନ୍ୟାସନାଲ ପାର୍କରେ ଅପରେସନ ଘଟଣାରେ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି ପାଇଛି । ୫, ୬ ଓ ୭ ତାରିଖ ସର୍ଚ୍ଚ ଅପରେସନ୍ ଓ ଏନ୍କାଉଣ୍ଟରରେ ୭…
ଦେଶ ବିଶ୍ୱ ବିଶ୍ୱ ବ୍ୟାଙ୍କ୍ ରିପୋର୍ଟ ଅନୁଯାୟୀ ଭାରତରେ ଦ୍ରୁତଗତିରେ କମୁଛି ‘ଅତ୍ୟନ୍ତ ଦାରିଦ୍ର୍ୟ’ ହାର June 7, 2025 Nirvay ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଦାରିଦ୍ର୍ୟ ହାର ହ୍ରାସ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା କହିଛି ବିଶ୍ୱ ବ୍ୟାଙ୍କ୍ । ବିଶ୍ୱ ବ୍ୟାଙ୍କ୍ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ୨୭.୧ ପ୍ରତିଶତରୁ ୫.୩%କୁ ଦାରିଦ୍ର୍ୟ ହାର…
ଖେଳ ଦେଶ ବେଙ୍ଗାଲୁରୁ ଦଳାଚକଟା ଘଟଣାରେ କେଏସସିଏ ସମ୍ପାଦକ, କୋଷାଧ୍ୟକ୍ଷଙ୍କ ଇସ୍ତଫା June 7, 2025 Nirvay ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣାରେ ୧୧ ଜଣ ମୃତ୍ୟୁବରଣ ଓ ୭୫ ଜଣ ଆହତ ହୋଇଥିବା ଘଟଣାରେ କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ ଆସୋସିଏଶନ (କେଏସସିଏ) ର ସମ୍ପାଦକ ଏ. ଶଙ୍କର ଏବଂ ଟ୍ରେଜରର୍ (କୋଷାଧ୍ୟକ୍ଷ) ଇ.ଏସ୍. ଜୟରାମ ନିଜ…