ତାଜା ଖବର ଦେଶ Historic surrender in Chhattisgarh: ଆତ୍ମସମର୍ପଣ କଲେ ୨୦୮ ମାଓବାଦୀ October 17, 2025 Papirani ସବୁଠାରୁ ବଡ ନକ୍ସଲଙ୍କ ଆତ୍ମସମର୍ପଣ । ଅସ୍ତ୍ର ଛାଡ଼ିଛନ୍ତି ୨୦୮ ମାଓବାଦୀ । ଜଗଦଲପୁରରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ନିକଟରେ ୨୦୮ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୧୫୩ ମାରଣାସ୍ତ୍ର ଦାଖଲ କରିଛନ୍ତି, ଯେଉଁଥିରେ…
ତାଜା ଖବର ଦେଶ ରାଜନୀତି Gujarat Cabinet Reshuffle: ଗୁଜରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ October 17, 2025 Papirani ଆଜି ଗୁଜରାଟରେ ଏକ ବଡ଼ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଉଛନ୍ତି ରାଜ୍ୟପାଳ ।ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂତନ କ୍ୟାବିନେଟ୍ ର ଶପଥ ଗ୍ରହଣ ସମାରୋହ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଅନୁଷ୍ଠିତ ହୋଇଛି। ହର୍ଷ ସାଂଘଭି…
ଦେଶ ମନୋରଞ୍ଜନ Pankaj Dheer dies: ଆଉ ନାହାନ୍ତି ମହାଭାରତର ‘କର୍ଣ୍ଣ’ ପଙ୍କଜ ଧୀର October 15, 2025 Nirvay ବି.ଆର. ଚୋପ୍ରାଙ୍କ “ମହାଭାରତ” ରେ କର୍ଣ୍ଣଙ୍କ ଚରିତ୍ର ପାଇଁ ଘରେ ଘରେ ପରିଚିତ ବରିଷ୍ଠ ଅଭିନେତା ପଙ୍କଜ ଧୀର ଆଉ ଆମ ଗହଣରେ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ସେ ଅନେକ ଦିନ ଧରି…
ତାଜା ଖବର ଦେଶ ରାଜନୀତି Bihar Assembly Election 2025: ବିହାର ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି October 15, 2025 Papirani ବିହାର ନିର୍ବାଚନ ପାଇଁ ବିଜେପି ଆଜି ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି । ଦ୍ବିତୀୟ ପର୍ଯ୍ୟାୟରେ ୧୨ ଜଣିଆ ତାଲିକା ଘୋଷଣା କଲା ବିଜେପି। ଚର୍ଚ୍ଚାରେ ଥିବା ଲୋକପ୍ରିୟା ଗାୟିକା ମୈଥିଲୀ ଠାକୁରଙ୍କୁ ଦଳ ପ୍ରାର୍ଥୀ କରିଛି । ମୈଥିଲୀଙ୍କୁ…
ତାଜା ଖବର ଦେଶ ରାଜନୀତି Bihar assembly elections: ବିହାର ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ଜେଡିୟୁ October 15, 2025 Papirani ବିହାର ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ଜେଡିୟୁ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ ଘୋଷଣା କଲା ଜେଡିୟୁ । ଚିରାଗ ପାଶୱାନ ଦାବି କରୁଥିବା ୪ଟି ସିଟ୍ରେ ପ୍ରାର୍ଥୀ ଦେଲା ଜେଡିୟୁ।…
ତାଜା ଖବର ଦେଶ Jaisalmer Bus Fire: ରାଜସ୍ଥାନରେ ଚଳନ୍ତା ବସରେ ଲାଗିଲା ନିଆଁ; ୨୦ ଜୀବନ୍ତ ଦଗ୍ଧ October 15, 2025 Papirani ରାଜସ୍ଥାନ ଜୈସଲମେରରେ ଭୟଙ୍କର ଦୁର୍ଘଟଣା । ଗତକାଲି ଜୈସଲମେର-ଯୋଧପୁର ରାଜପଥରେ ଥାୟତ ଗାଁ ନିକଟରେ ଜାତୀୟ ରାଜପଥରେ ଏସି ବସରେ ଅଚାନକ ନିଆଁ ଲାଗି ୨୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ହୋଇଛନ୍ତି । ବସରେ ଥିଲେ…
ଦେଶ ରାଜ୍ୟ ଦୁର୍ଗାପୁର ଗଣଧର୍ଷଣ ମାମଲାରେ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଗିରଫ October 14, 2025 Nirvay ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଧର୍ଷଣ ମାମଲା ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କଲା ଦୁର୍ଗାପୁର ପୋଲିସ । ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଧର୍ଷଣ ମାମଲାରେ ମଙ୍ଗଳବାର ଦିନ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ଦୁର୍ଗାପୁର ପୋଲିସ ଗିରଫ କରିଛି । କ୍ୟାମ୍ପସ…
ତାଜା ଖବର ଦେଶ ବିହାର ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା October 14, 2025 Papirani ବିହାର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟରେ ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ତେବେ ଏହି ତାଲିକାରେ ବରିଷ୍ଠ ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ତାରାପୁର ସିଟରୁ ଟିକେଟ୍…
ତାଜା ଖବର ଦେଶ ବିଶ୍ୱ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ମୋଦୀଙ୍କ ପ୍ରଶଂସା କଲେ ଟ୍ରମ୍ପ୍ October 14, 2025 Papirani ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ । ଐତିହାସିକ ଗାଜା ଶାନ୍ତି ଚୁକ୍ତି ସ୍ବାକ୍ଷର ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୂରି ଭୂରି ପ୍ରଶଂସା କଲେ ରାଷ୍ଟ୍ରପତି ଟ୍ରମ୍ପ୍ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସାମ୍ନାରେ ମୋଦିଙ୍କ ପ୍ରଶଂସା…
ଦେଶ ବ୍ୟବସାୟ ହୁ ହୁ ହୋଇ ବଢ଼ି ଚାଲିଛି ସୁନା, ରୂପା ଦର; ନିବେଶ ପାଇଁ ଭଲ October 13, 2025 Nirvay ସୁନା ଓ ରୂପା ମୂଲ୍ୟରେ ନିରନ୍ତର ବୃଦ୍ଧି ଜାରି ରହିଛି । ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୧୦,୫୦୯ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୦୧୩୦୦ ଟଙ୍କା ରହିଛି…