Category: ଦେଶ

କେନ୍ଦ୍ର ପ୍ରାକ୍ ବଜେଟ ବୈଠକ ଓ ଜିଏସଟି କାଉନସିଲ ବୈଠକରେ ଯୋଗଦେଲେ ଓଡ଼ିଶା ଉପ-ମୁଖ୍ୟମନ୍ତ୍ରୀ

ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଓଡିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂହଦେଓ ଯୋଗଦାନ କରିଥିଲେ। ଓଡ଼ିଶା ପକ୍ଷରୁ ରାଜ୍ୟର ଅର୍ଥନୀତି, ବିକାଶ ପ୍ରସଙ୍ଗକୁ ନେଇ ଏକ ଲିଖିତ ସ୍ମାରକପତ୍ର କେନ୍ଦ୍ର…

NTA ପରୀକ୍ଷାରେ ସ୍ୱଚ୍ଛତା ପାଇଁ କମିଟି ଗଠନ

ନିଟ୍‌, ୟୁଜି, ୟୁଜିସି ଏବଂ ନେଟ୍‌ ବିବାଦ ମଧ୍ୟରେ NTA ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏକ ଉଚ୍ଚସ୍ତରୀୟ କମିଟି ଘୋଷଣା କରାଯାଇଛି । ପରୀକ୍ଷା ପ୍ରକ୍ରିୟାର ଯାନ୍ତ୍ରକ କୌଶଳର ଉନ୍ନତି, ଡାଟା ସୁରକ୍ଷା, ସ୍ବଚ୍ଛ,…

ନିଲାମ ହେବ ଓଡ଼ିଶାର ୧୭ କୋଇଲା ଖଣି

କେନ୍ଦ୍ର ସରକାର ଦଶମ ପର୍ଯ୍ୟାୟ ବାଣିଜ୍ୟକ ୬୧ଟି କୋଇଲା ବ୍ଲକ୍‌ର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିରେ ଦେଶର ୬୧ଟି ଖଣି ବିକ୍ରି ନିମନ୍ତେ ରଖାଯାଇଥିବାବେଳେ ଓଡ଼ିଶାରୁ ସ୍ଥାନ ପାଇଛି ସର୍ବଧିକ ୧୭ଟି କୋଇଲା ଖଣି । ନିଲାମ ପ୍ରକ୍ରିୟା ଆରମ୍ଭ…

ପ୍ରଶ୍ନପତ୍ର ଲିକ୍ କଲେ ୧୦ ବର୍ଷ ଜେଲ ଓ ୧୦ ଲକ୍ଷରୁ ୧ କୋଟି ଟଙ୍କା ଯାଏ ଦେବାକୁ ପଡ଼ିବ ଜରିମାନ

ପରୀକ୍ଷା ପେପର୍ ଲିକ୍ କରୁଥିବା ମାଫିଆଙ୍କ ଉପରେ କଠୋର ହେଲେ କେନ୍ଦ୍ର ସରକାର । ପରୀକ୍ଷା ପେପର୍ ଲିକ୍ କରୁଥିବା ଲୋକଙ୍କୁ ଆଉ ମିଳିବନି ତ୍ରାହି । ନିଟ୍‌ ପରୀକ୍ଷାର ଅନିୟମିତତା ଓ ଦୁର୍ନୀତିକୁ ଦୃଷ୍ଟିରେ ରଖି ନୂଆ ନିୟମ ବାହାର…

ଆଜି ବସିବ ୫୩ତମ ଜିଏସଟି ପରିଷଦ ବୈଠକ

ଆଜି ବସିବାକୁ ଯାଉଛି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି) ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ। ନୂଆଦିଲ୍ଲୀରେ ବସିବାକୁ ଯାଉଥିବା ଜିଏସ୍‌ଟି ପରିଷଦର ଏହି ୫୩ ତମ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ। ଦୀର୍ଘ ୮ ମାସର ବ୍ୟବଧାନ…

CSIR, UGC, NET ପରୀକ୍ଷା ସ୍ଥଗିତ

ସ୍ଥଗିତ ହେଲା CSIR (କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ) UGC NET ପରୀକ୍ଷା। ଜୁନିୟର ଫେଲୋସିପ ପାଇଁ ହୋଇଥାନ୍ତା ପରୀକ୍ଷା। ପରୀକ୍ଷା ତାରିଖ ନେଇ ପରେ ଘୋଷଣା କରାଯିବ। ୨୫ରୁ ୨୭ ତାରିଖ ମଧ୍ଯରେ ପରୀକ୍ଷା ହେବାର ଥିଲା।…

ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଉପରେ ସାମୟିକ ରୋକ ଲଗାଇଲେ ହାଇକୋର୍ଟ

ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିମ୍ନ ଅଦାଲତରୁ ଦିଆଯାଇଥିବା ଜାମିନ ହାଇକୋର୍ଟ ସାମୟିକ ସ୍ଥଗିତ ରଖିଛନ୍ତି। ଏହି ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଜାମିନ ନାମଞ୍ଜୁର କରିଛନ୍ତି। ଇଡି କେଜ୍ରିୱାଲଙ୍କୁ…

୯୮ ଭାରତୀୟ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ: ବୈଦେଶିକ ମନ୍ତ୍ରାଳୟ

ହଜ୍ ଯାତ୍ରୀଙ୍କ ପାଇଁ କାଳ ସାଜିଛି ଗରମ। ସାଉଦି ଆରବରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ଚଳିତ ବର୍ଷ ହଜ୍‌ ଯାତ୍ରା କରିଥିବା ୧ ହଜାରରୁ ଅଧିକ ହଜ୍‌ ଯାତ୍ରୀଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଛି। ପ୍ରତିବର୍ଷ ସାରା ବିଶ୍ୱରୁ ଲକ୍ଷ…

ଦେଶବ୍ୟାପୀ ୮ ଲକ୍ଷ ଏନସିସି କ୍ୟାଡେଟ୍ ଯୋଗ କରିଛନ୍ତି

ଦଶମ ଅନ୍ତର୍ଜାତୀୟ ଯୋଗ ଦିବସରେ ଦେଶବ୍ୟାପୀ ୮ ଲକ୍ଷ ଏନସିସି କ୍ୟାଡେଟ୍ ଯୋଗ କରିଛନ୍ତି। ଏହି ଯୋଗାଭ୍ୟାସ ବିଭିନ୍ନ ସ୍କୁଲ, କଲେଜ, କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିର, ଦିଲ୍ଲୀର ଲାଲ କିଲା, ସାବରମତୀ ନଦୀ ସମ୍ମୁଖ, ଗେଟୱେ ଅଫ ଇଣ୍ଡିଆ ଓ ଭିକ୍ଟୋରିଆ…

ତାମିଲନାଡ଼ୁ ମଦ ମୃତ୍ୟୁ ସଂଖ୍ୟା ୪୭ରେ ପହଞ୍ଚିଲା

ଜୀବନ ନେଉଛି ବିଷାକ୍ତ ଓ ଅପମିଶ୍ରିତ ମଦ। ସଚେତନ ହେଉନାହାଁନ୍ତି ଜନସାଧାରଣ। ଅପମିଶ୍ରିତ ମଦ ପିଇ ପ୍ରାଣହାନୀ ଘଟିବା ଭଳି ଦୁଃଖଦ ଘଟଣା ଆଗରୁ ମଧ୍ୟ ଘଟିଛି। ଏବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର କାଲାକୁରିଚି ଜିଲ୍ଲାରେ। ଅପମିଶ୍ରିତ…