Category: ଦେଶ

କେରଳ ୱାୟନାଡରୁ ସଡ଼କ ପଥରେ ଓଡ଼ିଶା ଆସୁଛି ଡାକ୍ତର ଚିନାରାଙ୍କ ମୃତଦେହ

କେରଳ ୱାୟନାଡରୁ ଆଜି ଓଡିଶା ଆସୁଛି ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ। ଏଣେ ପୁଅକୁ ଶେଷ ଥର ପାଇଁ ଟିକିଏ ଦେଖିବାକୁ ଅନାଇ ବସିଛନ୍ତି ପରିବାର ଲୋକେ । ପୁଅର ମୃତ୍ୟୁ ଖବର ଶୁଣି ପାଇଁ ଦୁଃଖରେ ଭାଙ୍ଗି…

ଅଗଷ୍ଟ ୭ ରୁ ୯ ରେ ହେବ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ

ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଜାରି ରଖିଛନ୍ତି ଉଦ୍ୟମ। ଏଥିପାଇଁ ଅଗଷ୍ଟ ୭,୮ ଓ ୯ ତାରିଖରେ ପୁଣେ ଓ ଅହମ୍ମଦାବାଦରେ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ମୋହନ ସରକାରଙ୍କ…

ନିଟ୍ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମନ୍ତବ୍ୟ

ଆଜି ନିଟ୍ ପୁନଃ ପରୀକ୍ଷା ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ନିଟ୍ ପୁନଃ-ପରୀକ୍ଷା ପାଇଁ ଦିଆଯାଇଥିବା ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଅନ୍ୟପକ୍ଷରେ ପରୀକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହିତ ପେପର ଲିକକୁ ରୋକିବା ପାଇଁ…

ଗନ୍ଧମାର୍ଦ୍ଧନ ପାହାଡ଼ ରହିଛି ୯୧୨ ପ୍ରକାରର ବନୌଷଧି ଗଛ

ଆଜି ଲୋକସଭାରେ ପ୍ରସିଦ୍ଧ ଗନ୍ଧମାର୍ଦ୍ଧନ ପାହାଡ଼ ପ୍ରସଙ୍ଗ ଉଠାଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ପାଇକମାଳର ଏହି ପାହଡ ଉପରେ ସର୍ଭେ କରିବାକୁ ଦାବି ସହ ସେ କହିଛନ୍ତି ପାହାଡ଼ରେ ଅନେକ ପ୍ରକାରର ଔଷଧୀୟ ବୃକ୍ଷ ଅଛି । ଔଷଧୀୟ…

ପୁନଃ ନିଟ ପରୀକ୍ଷା ହେବନି: ସୁପ୍ରିମକୋର୍ଟ

ନିଟ୍‌ ପେପର ଲିକ୍‌ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ବଡ଼ଧରଣର ପେପର ଲିକ୍‌ ହୋଇନଥିବା ସୁପ୍ରିମକୋର୍ଟ କହିଲେ। କେବଳ ପାଟନା ଓ ହଜାରୀବାଗରେ ପେପର ଲିକ୍‌ ହୋଇଥିଲା। ସେଥିପାଇଁ ପୁନର୍ବାର ପରୀକ୍ଷା ଆବେଦନକୁ ମଧ୍ୟ ଖାରଜ…

ସ୍ୱପ୍ନିଲ କୁସାଲେ – ସୁଟିଂ ଓ ସେବାରେ ଉତ୍କର୍ଷତାର ଏକ କାହାଣୀ

୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରର ୫୦ ମିଟର ରାଇଫଲ ଥ୍ରୀ ପୋଜିସନ (ଥ୍ରୀପି) ପୁରୁଷ ବର୍ଗରେ ପଦକ ଜିତି ସ୍ୱପ୍ନିଲ କୁସାଲେ ପ୍ରଥମ ଭାରତୀୟ ଶୁଟର ଭାବେ ଇତିହାସ ରଚିଛନ୍ତି। ଅନ୍ତିମ ରାଉଣ୍ଡରେ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ କୁସାଲେ ୪୫୧.୪ ସ୍କୋର କରି…

ୱାୟନାଡରେ ପହଞ୍ଚିଲେ ରାହୁଲ ଓ ପ୍ରିୟଙ୍କା ଗାନ୍ଧି

କେରଳର ୱାୟନାଡରେ ଭୂସ୍ଖଳନ ହେତୁ ସବୁକିଛି ନଷ୍ଟ ହୋଇଯାଇଛି। ୱାୟନାଡ ଭୂସ୍ଖଳନରେ ବହୁତ ଲୋକ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ସହ ନିଖୋଜ ଅଛନ୍ତି । ଏହି ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବଂ ଦଳର ସାଧାରଣ ସମ୍ପାଦିକା…

ୱାୟନାଡରେ ଭାରତୀୟ ବାୟୁସେନା ଦ୍ବାରା ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି

କେରଳର ୱାୟନାଡ ଠାରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନକୁ ଦୃଷ୍ଟିରେ ରଖ୍ ଭାରତୀୟ ବାୟୁସେନା (ଆଇଏଏଫ) ପ୍ରଥମ ସହାୟକ ଭାବରେ ଏନଡିଆରଏଫ ଏବଂ ରାଜ୍ୟ ପ୍ରଶାସନ ଭଳି ଅନ୍ୟାନ୍ୟ ଏଜେନ୍ସି ସହ ସମନ୍ୱୟ ରକ୍ଷା କରି ଜୁଲାଇ ୨୪ ସକାଳୁ ଉଦ୍ଧାର ଏବଂ…

ପିସିସି ସଭାପତିଙ୍କ ନାମ ଘୋଷଣା ପାଇଁ କଂଗ୍ରେସ ହାଇକମାଣ୍ଡଙ୍କୁ ଜୟଦେବଙ୍କ ଚିଠି

ଓଡ଼ିଶାରେ ତୁରନ୍ତ ପିସିସି ସଭାପତିଙ୍କ ନାମ ଘୋଷଣା କରିବା ପାଇଁ ଖଡ଼ଗେ, ରାହୁଲ ଓ ସୋନିଆଙ୍କୁ ଚିଠି ଲେଖିଲେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । କଂଗ୍ରେସ ନେତାଙ୍କୁ ଏକଜୁଟ କରିବାକୁ ସହ ଯିଏ ଦଳକୁ ଆଗକୁ ନେବେ, ତାଙ୍କୁ…

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ୫୦ ମିଟର ସୁଟିଂ ଇଭେଣ୍ଟରେ ଭାରତରକୁ ମିଳିଲା ବ୍ରୋଞ୍ଜ

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ର ୫୦ ମିଟର ପୁରୁଷ ସୁଟିଂ ଇଭେଣ୍ଟରେ ଭାରତର ତାରକା ସୁଟର ସ୍ଵପ୍ନିଲ କୁସାଲେ ତୃତୀୟ ସ୍ଥାନ ହାସଲ କରି ଶୁଟିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ଏହା ହେଉଛି ଭାରତର ତୃତୀୟ ପଦକ…