ତାଜା ଖବର ଦେଶ ରାଜନୀତି ଆଜିଠୁ ଆରମ୍ଭ ସଂସଦର ଅଧିବେଶନ, ମୋଦି ନେବେ ଶପଥ June 24, 2024 Papirani ଆଜି ଅଷ୍ଟାଦଶ ଲୋକସଭାର ସ୍ବତନ୍ତ୍ର ଅଧିବେଶନ । ଆଜିଠାରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବାକୁ ଥିବା ବେଳେ ଲୋକସଭାରେ ମୋଟ ୮ଟି ଏବଂ ରାଜ୍ୟସଭାରେ ୫ଟି କାର୍ଯ୍ୟ ଦିବସ ରହିଛି । ୨୭ ତାରିଖ ଦିନ ସଂସଦର…
ଦେଶ ଜାମିନ ପାଇଁ ସୁପ୍ରିମକୋର୍ଟ ଗଲେ କେଜରିୱାଲ June 23, 2024 Nirvay ଅବକାରୀ ନୀତି ଦୁର୍ନୀତି ମାମଲାରେ ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। କିନ୍ତୁ ହାଇକୋର୍ଟ ଏହା ଉପରେ ଅସ୍ଥାୟୀ ଭାବେ ରୋକ ଲଗାଇ ଦେଇଥିଲେ। ଏବେ ହାଇକୋର୍ଟଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପାଇଁ…
ଦେଶ ନିଟ୍, ପିଜି ପରୀକ୍ଷା ବାତିଲ ପରେ ବଢୁଛି ଅସନ୍ତୋଷ June 23, 2024 Nirvay ନିଟ୍-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତକୁ ନେଇ ସାରା ଦେଶରେ ବଢୁଛି ଅସନ୍ତୋଷ। ବର୍ଷ ବର୍ଷ ଧିର ପରିଶ୍ରମ କରିଥିବା ପିଜି ଛାତ୍ର ଛାତ୍ରୀ ଏହି ସ୍ଥଗିତାଦେଶକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କେବଳ ଯେ ବୌଦ୍ଧିକ ବିକାଶରେ ବାଧା ନୁହେଁ,…
ଦେଶ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ନିଲମ୍ବିତ June 23, 2024 Nirvay ଭାରତର ଷ୍ଟାର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଝଟକା। ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି (NADA) ଦ୍ୱାରା ପୁନିଆଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ଯାହାଫଳରେ ବଜରଙ୍ଗ ପୁନିଆଙ୍କ ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ ନେଇ ଦ୍ୱନ୍ଦ୍ବ ଲାଗି ରହିଛି…
ଦେଶ ସୋମବାରଠାରୁ ନୂଆ ଲୋକସଭାର ପ୍ରଥମ ଅଧିବେଶନ June 23, 2024 Nirvay ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ୨୪ ତାରିଖ ସୋମବାରଠାରୁ ଆରମ୍ଭ ହେବ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ନବନିର୍ବାଚିତ ସାଂସଦମାନେ ଶପଥ ନେବେ। ଏହାପରେ ବାଚସ୍ପତି ନିର୍ବାଚନ ହେବ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନରେ…
ଦେଶ ନିଟ୍ ବିବାଦ: ଦୁଇ ଶିକ୍ଷକଙ୍କୁ ପଚରାଉଚରା କଲା ଏଟିଏସ୍ June 23, 2024 Nirvay ନିଟ୍ ୟୁଜି ମାମଲାରେ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ପରୀକ୍ଷାର୍ଥୀଙ୍କ ସମେତ ସେମାନଙ୍କ ଅଭିଭାବକ ରାଜରାସ୍ତାରେ ବିକ୍ଷୋଭ କରୁଛନ୍ତି । ଏହାରି ମଧ୍ୟରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ପୋଲିସ ବିହାର ସମେତ ଅନ୍ୟ…
ଦେଶ ଶସ୍ତା ହେବ ରେଲୱେ ପ୍ଲାଟଫର୍ମ ଟିକେଟ June 23, 2024 Nirvay ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସ୍ଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶସ୍ତା ହେବ ରେଲୱେ ପ୍ଲାଟଫର୍ମ ଟିକେଟ୍। ପ୍ଲାଟଫର୍ମ ଟିକେଟ୍ କୁ ଜିଏସଟିମୁକ୍ତ କରାଯିବ। ପ୍ରତୀକ୍ଷାଳୟ ଏବଂ ବ୍ୟାଟେରୀ କାର୍ ସୁବିଧା ଜିଏସଟିରୁ ବାଦ୍ ଦିଆଯିବ। ସବୁ ପ୍ରକାରର…
ଦେଶ ନିଟ୍-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତ June 22, 2024 Nirvay ଦେଶରେ ସ୍ଥଗିତ ହେଲା ସ୍ଥଗିତ ହେଲା NEET-PG (ନିଟ୍-ପିଜି) ପ୍ରବେଶିକା ପରୀକ୍ଷା । NTA ଦ୍ୱାରା ଆସନ୍ତାକାଲି ହେବାକୁ ଥିବା ପରୀକ୍ଷା ସ୍ଥଗିତ କରାଯାଇଛି । ନିକଟରେ ବିଭିନ୍ନ ପରୀକ୍ଷାକୁ ନେଇ ଅନିୟମିତତା ଅଭିଯୋଗ ପରେ ଏ ପଦକ୍ଷେପ ନିଆଯାଇଛି ।…
ତାଜା ଖବର ଦେଶ ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ହଟିଲେ ଏନଟିଏ ମହାନିର୍ଦ୍ଦେଶକ ସୁବୋଧ କୁମାର ସିଂ June 22, 2024 Papirani ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର। ଜାତୀୟ ପରୀକ୍ଷା ।ଏନଟିଏ ମହାନିର୍ଦ୍ଦେଶକ ସୁବୋଧ କୁମାର ସିଂଙ୍କୁ ହଟେଇ ପ୍ରଦିପ ସିଂ ଖରୋଲାଙ୍କୁ ଏନଟିଏ’ର ନୂତନ ମହାନିର୍ଦ୍ଦେଶକ ନିଯୁକ୍ତ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଏବେ ସେ ଇଣ୍ଡିଆ…
ତାଜା ଖବର ଦେଶ ବ୍ୟବସାୟ ରାଜନୀତି ରାଜ୍ୟ କେନ୍ଦ୍ର ପ୍ରାକ୍ ବଜେଟ ବୈଠକ ଓ ଜିଏସଟି କାଉନସିଲ ବୈଠକରେ ଯୋଗଦେଲେ ଓଡ଼ିଶା ଉପ-ମୁଖ୍ୟମନ୍ତ୍ରୀ June 22, 2024 Papirani ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଓଡିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂହଦେଓ ଯୋଗଦାନ କରିଥିଲେ। ଓଡ଼ିଶା ପକ୍ଷରୁ ରାଜ୍ୟର ଅର୍ଥନୀତି, ବିକାଶ ପ୍ରସଙ୍ଗକୁ ନେଇ ଏକ ଲିଖିତ ସ୍ମାରକପତ୍ର କେନ୍ଦ୍ର…