ତାଜା ଖବର ଦେଶ ରାଜନୀତି ରାଜ୍ୟ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିବେ ଯୋଗୀ ଆଦିତ୍ୟ ନାଥ May 19, 2024 Papirani ରାଜ୍ୟରେ ବିଜେପି ସପକ୍ଷରେ ନିର୍ବାଚନ ପ୍ରଚାର ପାଇଁ ଦଳର ବରିଷ୍ଠ ତଥା ହେଭିୱେଟ୍ ନେତାମାନେ ଏବେ ଓଡ଼ିଶା ମୁହାଁ ହୋଇଥିବା ବେଳେ ସଧାରଣ ନିର୍ବାଚନ ପାଇଁ ସାମିଲ୍ ହୋଇପାରନ୍ତି ବରିଷ୍ଠ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।…
ଦେଶ ରାଜନୀତି ଘରେ ବସି ଭୋଟ ଦେଲେ ବରିଷ୍ଠ ନେତା May 18, 2024 Nirvay ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ । ରାଜଧାନୀ ଦିଲ୍ଲୀରେ ହେବ ମତଦାନ। ନିର୍ବାଚନ ଆୟୋଗଙ୍କ ତରଫରୁ ୮୫ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ ଘରେ ବସି ଭୋଟ ଦେବାର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେଥିପାଇଁ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ବାଲେଶ୍ୱରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସଚିନ ପାଇଲଟ May 18, 2024 Papirani ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ ସାମିଲ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ସଭାମଞ୍ଚରୁ ରାଜ୍ୟ ସରକାରଙ୍କୁ ଓଡିଶାରେ ବିଜେପି ଓ ବିଜେଡି ଏକ ହୋଇଛନ୍ତି…
ଦେଶ ରାଜନୀତି ରାଜ୍ୟ ୨୧ ରେ ଓଡ଼ିଶାର ୪ଟି ସ୍ଥାନରେ ପ୍ରଚାର କରିବେ ଶାହ May 18, 2024 Nirvay ପୁଣି ଓଡ଼ିଶା ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ। ଆସନ୍ତା ୨୧ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାର ୪ଟି ସ୍ଥାନରେ ଆୟୋଜିତ ଜନସଭାରେ ଯୋଗ ଦେବେ। ସେହିଦିନ ସକାଳେ ପ୍ରଥମେ ସମ୍ବଲପୁରରେ ସଭା କରିବେ।ସମ୍ବଲପୁର ପରେ କେନ୍ଦୁଝର ଓ ପର୍ଜଙ୍ଗ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ରତ୍ନଭଣ୍ଡାର ଚାବି ହଜିଲା କେଉଁଠି ? : ଭର୍ତ୍ତୃହରି May 18, 2024 Papirani ସରଗରମ ହେଉଛି ନିର୍ବାଚନ ପ୍ରଚାର। ଚଳିତ ବର୍ଷ ବିଜେପି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଆଧାର କରି ରଜ୍ୟ ସରକାରଙ୍କୁ ପ୍ରଶ୍ନ ତୀରରେ ଘାଇଲା କରିବାରେ ଲାଗିଛି। ଡୁପ୍ଲିକେଟ୍ ଚାବିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଅନ୍ତୁ କି ଗୃହମନ୍ତ୍ରୀ ଅମିତ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ୫୪ ପଇସା ଦେଇ ଭୋଟ ନେବାକୁ ବସିଛି ବିଜେଡି: ଅପରାଜିତା ଷଡ଼ଙ୍ଗୀ May 17, 2024 Papirani ସାଲିଆ ସାହିରେ ହେମାମାଳୀନିଙ୍କ ସହ ବିଜୟ ସଂକଳ ସମାବେଶରେ ଯୋଗ ଦେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ । କହିଲେ ‘ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରାର୍ଥୀ କି ବିଧାୟକ ପ୍ରାର୍ଥୀ ବି ନଥିଲେ । ବଡ଼ବାବୁ…
ଦେଶ ୩ୟ ଥର ସୁପ୍ରିମକୋର୍ଟ ବାର ଆସୋସିଏସନର ଅଧ୍ୟକ୍ଷ ହେଲେ କପିଲ ସିବଲ May 17, 2024 Nirvay ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବାର ଆସୋସିଏସନର ନୂତନ ଅଧ୍ୟକ୍ଷ ହେଲେ କପିଲ ସିବଲ । ସୁପ୍ରିମକୋର୍ଟ ବାର ଆସୋସିଏସନ ଅଧ୍ୟକ୍ଷ ନିର୍ବାଚନରେ ବରିଷ୍ଠ ଓକିଲ କପିଲ ସିବଲ ବିଜୟ ହୋଇଛନ୍ତି । ନିର୍ବାଚନରେ ୧୦୬୬ ଭୋଟ ପାଇଁ ସେ ତାଙ୍କର ନିକଟତମ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆଜି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ହେମା ମାଳିନୀ May 17, 2024 Papirani ରାଜ୍ୟରେ ଜମୁଛି ନିର୍ବାଚନ ପ୍ରଚାର। ଓଡ଼ିଶାକୁ ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ । ଆଜି ପ୍ରଚାର ପାଇଁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଡ୍ରିମଗାର୍ଲ ତଥା ସାଂସଦ ହେମା ମାଳିନୀ । ବିଜେପିର ମଥୁରା…
ତାଜା ଖବର ଦେଶ ରାଜନୀତି ରାଜ୍ୟ ସୋମବାର ପୁରୀରେ ବିଶାଳ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ May 16, 2024 Papirani ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ଟାର୍ଗେଟରେ ଓଡ଼ିଶା । ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନ ବିଜେପି କେନ୍ଦ୍ର ନେତାଙ୍କ ଓଡ଼ିଶା ଘନଘନ ଗସ୍ତ ରାଜନୀତିକୁ ଆହୁରି ସରଗରମ କରୁଛି । ନିର୍ବାଚନ ପ୍ରଚାର ମଧ୍ୟରେ ପୁଣି ଓଡ଼ିଶା ଆସୁଛନ୍ତି ମୋଦି। ପୁରୀ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ May 16, 2024 Papirani ଆଜି ଓଡ଼ିଶା ଆସିବେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ । କନ୍ଧମାଳ ଗସ୍ତରେ ଆସି ଆୟୋଜିତ ହୋଇଥିବା କଂଗ୍ରେସ ମହା ସମାବେଶରେ ଯୋଗଦେବେ । ଗୁଦାରୀ ଏୟାରଷ୍ଟ୍ରିପରେ ଆଜି ଅପରାହ୍ନ ୨ଟା ୪୦ ରେ ଫୁଲବାଣୀରେ ପହଞ୍ଚିବା ପରେ ସ୍ଥାନୀୟ…