Category: ଦେଶ

ସୁଦର୍ଶନ ସେତୁର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଲୋକାର୍ପିତ ହୋଇଛି ଦେଶର ସବୁଠାରୁ ବଡ କେବୁଲ ବ୍ରିଜ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କ ପାଇଁ ଗୁଜୁରାଟର ଦ୍ବାରକାରେ ସୁଦର୍ଶନ ସେତୁର ଉଦଘାଟନ କରିଛନ୍ତି। ଏହା ମୋଦୀଙ୍କର ଡ୍ରିମ୍ ପ୍ରୋଜେକ୍ଟ ମଧ୍ୟରୁ ଅନ୍ୟତନ। ଗୁଜୁରାଟର ଓଖା ମେନ୍…

ଲୋକସଭା ନିର୍ବାଚନ ତାରିଖକୁ ନେଇ ଫେକ୍ ମେସେଜ ଆଲର୍ଟ

ଲୋକସଭା ନିର୍ବାଚନ ୨୦୨୪ ପାଇଁ କାର୍ଯ୍ୟସୂଚୀ ସମ୍ବନ୍ଧରେ ୱାଟସ୍ଆପରେ ଏକ ନକଲି ମେସେଜ ଭାଇରାଲ ହୋଇଛି। ECI ଦ୍ୱାରା ଏପର୍ଯ୍ୟନ୍ତ କୌଣସି ତାରିଖ ଘୋଷଣା କରାଯାଇ ନାହିଁ। ECI ଦ୍ୱାରା ନିର୍ବାଚନ ସୂଚୀ ଘୋଷଣା କରାଯିବା ପରେ ହିଁ ନିର୍ଦ୍ଦିଷ୍ଟ ତାରିଖ…

ମାର୍ଚ୍ଚ ୧୩ ପରେ ଘୋଷଣା ହୋଇପାରେ ସାଧାରଣ ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଆଗକୁ ସଧାରଣ ନିର୍ବାଚନ ଥିବାରୁ ଦିନକୁ ଦିନ ରାଜନୈତିକ ଉଷ୍ମତା ବଢିଚାଲିଛି । ତେବେ ସମସ୍ତଙ୍କ ନଜର ଏବେ ନିର୍ବାଚନ କମିସନଙ୍କ ଉପରେ ରହିଛି, ଯେ କେବେ ନିର୍ବାଚନ ତାରିଖ ଘୋଷଣ ହେବ ? ନ୍ୟୁଜ-୧୮ର ଏକ ରିପୋର୍ଟ ଅନୁସାରେ…

ପରଲୋକରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନହୋର ଯୋଶୀ

ମୁମ୍ବାଇ: ପରଲୋକରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ । ୮୬ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ଶିବସେନା ନେତାର ଏହି ବରିଷ୍ଠ । ଗୁରୁବାର ରାତି ୩ଟା ୦୨ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଫେବ୍ରୁଆରୀ…

ପ୍ରକାଶ ପାଇଲା NTA JEE ଫଳାଫଳ

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି ଆଜି ଘୋଷଣା କରିଛନ୍ତି ଯେ ତେଇଶ ଜଣ ପ୍ରାର୍ଥୀ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE-Main ରେ ସର୍ବାଧିକ ୧୦୦ ସ୍କୋର କରିଛନ୍ତି।୧୦୦ NTA ସ୍କୋର କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ୭ଜଣ ତେଲେଙ୍ଗାନାର, ହରିୟାଣାର ଦୁଇଜଣ, ଆନ୍ଧ୍ରପ୍ରଦେଶ,…

ଆସ୍ଥା ଭୋଟ୍ ଜିତିଲେ ନୀତିଶ କୁମାର

ପାଟନା: ପୁଣିଥିରେ ବାଜି ମାରିଲେ ନୀତିଶ କୁମାର। ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ହୋଇଥିବା ଆସ୍ଥା ଭୋଟ୍‌ରେ ନୀତିଶ କୁମାର ବିଜୟୀ ହୋଇଛନ୍ତି। ଏନ୍‌ଡିଏ ସପକ୍ଷରେ ମୋଟ ୧୨୯ଟି ଭୋଟ୍ ପଡ଼ିଛି। ସେପଟେ ବିରୋଧୀ ଦଳର ନେତାମାନେ ବିଧାନସଭା ଛାଡ଼ି…

ସୁନ୍ଦରଗଡ଼ରେ ହକିର ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ରାହୁଲ ଗାନ୍ଧୀଙ୍କ ଚିଠି

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ। ସେ ଚିଠିରେ ଲେଖିଛନ୍ତି ଯେ ଯୋଡୋ ଯାତ୍ରା ବେଳେ ମୁଁ ଓଡ଼ିଶାର ସୁନ୍ଦରଗଡସ୍ଥିତ ସାଇ ସ୍ପେସିଆଲ୍ ଏରିଆ ଗେମ୍ସ (SAG) କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ଅନେକ ହକି…

ଭାରତର କୂଟନୈତିକ ବିଜୟ; ୮ ଭାରତୀୟଙ୍କୁ ମୁକ୍ତ କଲା କତାର

ନୂଆଦିଲ୍ଲୀ: ଭାରତର ବଡ଼ କୂଟନୈତିକ ବିଜୟ । କତାର ଜେଲରୁ ମୁକୁଳିଲେ ୮ ପୂର୍ବତନ ନୌସେନା ଅଧିକାରୀ । ସେମାନଙ୍କ ମଧ୍ୟରୁ ୭ଜଣ ଭାରତ ଫେରିଛନ୍ତି । ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଦୀର୍ଘ ୧୮ ମାସ ହେଲା କତାର ଜେଲରେ…

ଭାରତ ରତ୍ନ ଘୋଷଣା କଲେ କେନ୍ଦ୍ର ସରକାର, ଏହି ୩ ଜଣଙ୍କୁ ମିଳିବ ଭାରତ ରତ୍ନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ଘୋଷଣା । ୩ ଜଣଙ୍କୁ ମିଳିବ ଭାରତ ରତ୍ନ । ପୂର୍ବ ପ୍ରଧାନମନ୍ତ୍ରୀ ପି.ଭି.ନରସିହ୍ମା ରାଓଙ୍କୁ ମିଳିବ ଭାରତ ରତ୍ନ । ଏହା ସହିତ ପୂର୍ବ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ମଧ୍ୟ ମିଳିବ…

ଦେଶରେ ମୋଦି ଲହର, ଓଡ଼ିଶାରେ ବଢ଼ିବ ବିଜେପି: ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ସର୍ଭେ

ନୂଆଦିଲ୍ଲୀ: ବିଜେପିର ଲହର ସାରା ଦେଶରେ ରହିଛି। ମୋଦୀ ମୋଦୀ ନାରା ଚାରିଆଡେ ଶୁଣିବାକୁ ମିଳିଛି। ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟ ଅନୁସାରେ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବଢ଼ିପାରେ ବିଜେପିର ଦବଦବା । ରାଜ୍ୟରେ ୨୧ଟି ଲୋକସଭା ସିଟରୁ ୧୦ଟି…