ତାଜା ଖବର ଦେଶ ମଙ୍କିପକ୍ସ ନେଇ ସମସ୍ତ ରାଜ୍ୟ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି September 26, 2024 Nirvay ମଙ୍କିପକ୍ସ ନେଇ ସମସ୍ତ ରାଜ୍ୟକୁ ସତର୍କ କରାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଦେଶରେ ଦୁଇ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତ ରାଜ୍ୟ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି କରିଛନ୍ତି। ଚିଠି ମାଧ୍ୟମରେ ସଚେତନ ବାର୍ତ୍ତା…
ତାଜା ଖବର ଦେଶ ରାଜନୀତି ମାନହାନି ମୋକଦ୍ଦମା ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ହେଲା ଜେଲ୍ September 26, 2024 Papirani ମାନହାନି ମୋକଦ୍ଦମା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ସଞ୍ଜୟଙ୍କୁ ୧୫ ଦିନ ଜେଲ୍ ସହ ୨୫ ହଜାର ଜରିମାନାର ଦଣ୍ଡାଦେଶ ଦେଇଛନ୍ତି ମୁମ୍ବାଇ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ କୋର୍ଟ । ଭାରତୀୟ ଦଣ୍ଡ ସଂହିତାର ଧାରା…
ତାଜା ଖବର ଦେଶ ରାଜନୀତି ରାଜ୍ୟ ବିଜେପି ସଦସ୍ୟତା ଅଭିଯାନରେ ଯୋଗ ଦେଇ ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇଲେ ଜେପି ନଡ୍ଡା September 26, 2024 Papirani ଓଡିଶାରେ ପହଞ୍ଚି ବିଜେପି ସଦସ୍ୟତା ଅଭିଯାନରେ ସାମିଲ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ସଦସ୍ୟତା ଅଭିଯାନ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଭାରତରେ ୫ ହଜାର…
ତାଜା ଖବର ଦେଶ ରାଜ୍ୟ ବେଙ୍ଗାଲୁରୁ ମହାଲକ୍ଷ୍ମୀ ହତ୍ୟାକାଣ୍ଡ: ଅଭିଯୁକ୍ତ ମୁକ୍ତିକାନ୍ତର ଓଡ଼ିଶାରେ ଆତ୍ମହତ୍ୟା September 25, 2024 Nirvay ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ଯା ଘଟଣାରେ ଓଡିଶା ଲିଙ୍କ ଥିବା ଜଣାପଡିଛି। ବେଙ୍ଗାଲୁରୁ ଭୟାଲିକାବାଲ ଅଞ୍ଚଳରେ ଜଣେ ୨୯ ବର୍ଷୀୟା ମହିଳାଙ୍କ ମୃତଦେହକୁ ୨୦ରୁ ଅଧିକ ଖଣ୍ଡ କରି ତାଙ୍କ ଘରେ ଫ୍ରିଜରେ ରଖାଯାଇଥିଲା। ଏହି ଘଟଣାର ତଦନ୍ତ କରୁଥିବା ବେଙ୍ଗାଲୁରୁ ପୁଲିସ…
ତାଜା ଖବର ଦେଶ ରାଜନୀତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ହାଇକୋର୍ଟ ଝଟ୍କା; ରାଜ୍ୟପାଳଙ୍କ ତଦନ୍ତ ମଞ୍ଜୁରୀକୁ ଚ୍ୟାଲେଞ୍ଜ ଆବେଦନକୁ ଖାରଜ September 24, 2024 Papirani କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ହାଇକୋର୍ଟଙ୍କ ଝଟ୍କା । ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲାରେ ରାଜ୍ୟପାଳଙ୍କ ତଦନ୍ତ ମଞ୍ଜୁରୀକୁ ଚ୍ୟାଲେଞ୍ଜ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଜମି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଥିଲା ।…
ତାଜା ଖବର ଦେଶ ବ୍ୟବସାୟ ରାଜ୍ୟ ଓଡ଼ିଶାରୁ ଚାଲିଯିବ ଜେଏସଡବ୍ଲୁ ପ୍ଲାଣ୍ଟ ! September 24, 2024 Papirani ଓଡ଼ିଶାରୁ ଚାଲିଯାଇପାରେ ରାଷ୍ଟ୍ରୀୟ କମ୍ପାନୀ ଜେଏସଡବ୍ଲୁ । ଓଡ଼ିଶାର ପ୍ରସ୍ତାବିତ ପ୍ଲାଣ୍ଟକୁ ଜେଏସଡବ୍ଲୁ ମହାରାଷ୍ଟ୍ରକୁ ନେଇଯିବା ଚର୍ଚ୍ଚା ହେଉଥିବାର ସୂଚନା ମିଳିଛି। ଓଡିଶାରେ ଜେଏସଡବ୍ଲୁ ୪୦ ହଜାର କୋଟି ଟଙ୍କାର ଏକ ଇଲେଟ୍ରିକ ଭେଇକଲ ଏବଂ ବ୍ୟାଟେରୀ କାରଖାନା ପ୍ରତିଷ୍ଠା କରିଥାଆନ୍ତା।…
ତାଜା ଖବର ଦେଶ ତାମିଲନାଡୁରେ ନର୍ସିଙ୍ଗ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ September 24, 2024 Nirvay ତାମିଲନାଡୁର ଡିଣ୍ଡିଗୁଲ ଜିଲ୍ଲା ଅନ୍ତର୍ଗତ ଥେନିର ଜଣେ ନର୍ସିଂ ଛାତ୍ରୀଙ୍କୁ ଜଣେ ଦୁବୃତ୍ତ ଅପହରଣ କରିବା ପରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ପରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଡିଣ୍ଡିଗୁଲ ରେଳ ଷ୍ଟେସନ ନିକଟରେ ଛାଡି ଦେଇଥିଲେ। ସେଠାରେ ସେ…
ତାଜା ଖବର ଦେଶ ଛତିଶଗଡ଼ରେ ବଜ୍ରପାତରେ ୬ ଛାତ୍ରଛାତ୍ରୀଙ୍କ ସମେତ ୮ ମୃତ September 23, 2024 Nirvay ଛତିଶଗଡ଼ର ରାଜନାନ୍ଦଗାଓଁ ଜିଲ୍ଲାର ଏକ ଗାଁରେ ବଜ୍ରପାତ ରେ ୬ ଜଣ ସ୍କୁଲ ପିଲାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।। ଖବର ପାଇ ପୁଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ…
ତାଜା ଖବର ଦେଶ ବଦଳିବ ପୁଣେ ଏୟାରପୋର୍ଟ ନାଁ September 23, 2024 Nirvay ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାର ପୁଣେର ଲୋହେଗାଓଁ ଅନ୍ତର୍ଜାତୀୟ ବିମାନବନ୍ଦରକୁ “ଜଗଦଗୁରୁ ସନ୍ଥ ତୁକାରାମ ମହାରାଜ ପୁଣେ ଅନ୍ତର୍ଜାତୀୟ ବିମାନବନ୍ଦର” ନାମରେ ନାମିତ କରିବା ପ୍ରସ୍ତାବକୁ ସୋମବାର ଅନୁମୋଦନ କରିଛନ୍ତି। ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ…
ତାଜା ଖବର ଦେଶ ରାଜନୀତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଆତିଶୀ; କେଜ୍ରିଓ୍ୱାଲଙ୍କ ପାଇଁ କାର୍ଯ୍ୟାଳୟରେ ଖାଲି ରହିଲା ଆଉ ଏକ ଆସନ September 23, 2024 Papirani ଆଜି ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଆତିଶୀ ମାର୍ଲେନା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ଆଜିଠୁ କାମ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଦୁଇଟି ଚୌକି ଲଗାଯାଇଛି। ଅରବିନ୍ଦ କେଜରିୱାଲଙ୍କ ଚେୟାର ପାର୍ଶ୍ୱରେ ଅନ୍ୟ ଏକ…