Category: ଦେଶ

ହାଇବ୍ରିଡ଼ ମଡେଲରେ ଖେଳାଯିବ ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫି

୨୦୨୫ ଆଇସିସି ଚାମ୍ପିୟନ୍ସ ହାଇବ୍ରିଡ଼ ମଡେଲରେ ଖେଳାଯିବ। ହାଇବ୍ରିଡ଼ ମଡେଲକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦ୍ୱାରା ମଞ୍ଜୁରୀ ମିଳିଛି। ବିସିସିଆଇ ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ପାକିସ୍ତାନ ଓ ଦୁବାଇରେ ହାଇବ୍ରିଡ୍ ମଡେଲରେ ଚାମ୍ପିୟନ୍ସ…

ତେଲେଙ୍ଗାନା ହାଇକୋର୍ଟରୁ ଅଲ୍ଲୁ ଅର୍ଜୁନଙ୍କୁ ଜାମିନ

ତେଲେଙ୍ଗାନା ହାଇକୋର୍ଟରୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଜାମିନ ମିଳିଛି। ଆଜି ସକାଳେ ତାଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହଜାତକୁ ପଠାଯିବା ସହ ନାମାପଲ୍ଲୀ କୋର୍ଟରୁ ଅଲ୍ଲୁଙ୍କ ଜାମିନ ଆବେଦନ ଖାରଜ କରାଯାଇଥିଲା। ପୁଷ୍ପା…

କୁମ୍ଭମେଳା ଏକତାର ପ୍ରତୀକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଉତ୍ତରପ୍ରଦେଶ ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଜାନୁଆରୀ ୧୩ ତାରିଖ ଦିନ ଆରମ୍ଭ ହେଉଥିବା ମହାକୁମ୍ଭ ୨୦୨୫ ପାଇଁ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ପ୍ରୟାଗରାଜରେ ୫ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ…

ଆରବିଆଇକୁ ବୋମାରେ ଉଡାଇ ଦେବାକୁ ଧମକ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ବୋମା ଧମକ ମିଳିଛି। ଗତ କିଛି ଦିନ ହେବ ଦେଶରେ ବିମାନ ଓ ସ୍କୁଲଉପରେ ବୋମା ମାଡ଼ ପାଇଁ ଅନେକ ଧମକପୂର୍ଣ୍ଣ କଲ୍ ଓ ମେଲ୍ ଆସୁଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅଫିସିଆଲ ୱେବସାଇଟରେ…

ତାମିଲନାଡୁର ଏକ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ; ୭ ମୃତ, ୨୯ ଆହତ

ତାମିଲନାଡୁର ଡିଣ୍ଡିଗୁଲରେ ଥିବା ଏକ ଘରୋଇ ହସ୍ପପିଟାଲରେ ଭୟାଭୟ ଅଗ୍ନିକାଣ୍ଡ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ଅଗ୍ନିଶମ ବାହିନୀ । ଏହି ଭୟାବହ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କ ମୃତ୍ୟୁ…

‘ୱାନ ନେସନ, ୱାନ ଇଲେକ୍ସନ’ ବିଲ୍‌କୁ କେନ୍ଦ୍ରର ମଞ୍ଜୁରୀ

‘ୱାନ ନେସନ, ୱାନ ଇଲେକ୍ସନ’ ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବିସ୍ତୃତ ଆଲୋଚନା ପାଇଁ ଏହି ବିଲ୍ ମିଳିତ ସଂସଦୀୟ କମିଟି ନିକଟକୁ ପଠାଯାଇପାରେ। ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପନା କରିପାରନ୍ତି ସରକାର । କ୍ୟାବିନେଟ୍‌ ମଞ୍ଜୁରୀ ନେଇ ଜାତୀୟ ଗଣମାଧ୍ୟମରେ…

୫୭ ଘଣ୍ଟାର ସଂଘର୍ଷ ପରେ ବି ବଞ୍ଚିପରିଲାନି ୫ ବର୍ଷର ଆର୍ଯ୍ୟନ

ଦୀର୍ଘ ୫୭ ଘଣ୍ଟାର ଅପରେସନ ପରେ ବି ବଞ୍ଚିପାରିଲାନି ୫ ବର୍ଷର ଶିଶୁ ଆର୍ଯ୍ୟନ୍ । ଜୀବନ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲା ରାଜସ୍ଥାନ ଦୌସା ସ୍ଥିତ କାଲିଖଡ଼ ଗାଁରେ ୫ ବର୍ଷୀୟ ଆର୍ଯ୍ୟନ୍। ଗତ ୯ ତାରିଖରେ…

ରେଳବାଇର ହେଉନାହିଁ ଘରୋଇକରଣ; ବିରୋଧୀ ସାଂସଦ ମିଛ କାହାଣୀ ତିଆରି କରୁଛନ୍ତି: ଅଶ୍ବିନୀ

ଲୋକସଭାରେ ବୁଧବାର ରେଳ (ସଂଶୋଧନ) ବିଧେୟକ ପାରିତ ହୋଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଚର୍ଚ୍ଚାରେ ଜବାବ ଦେଇ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । କ‌ହିଛନ୍ତି ଯେ, ଅନେକ ସାଂସଦ ରେଳବାଇର ଘରୋଇକରଣକୁ ନେଇ ମିଛ କାହାଣୀ ପ୍ରଚାର କରିବାରେ ଲାଗିଛନ୍ତି।…

ମହିଳା ସୁରକ୍ଷା ଆଇନକୁ ନେଇ ସୁପ୍ରିମକୋର୍ଟ ରାୟ; ବିଏନଏସ-୮୬ର ଅପବ୍ୟବହାର କରିପାରିବେ ନାହିଁ କୌଣସି ମହିଳା

ମହିଳା ସୁରାକ୍ଷା ଆଇନର ଅପବ୍ୟବହାର ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ବେଙ୍ଗାଳୁରୁ ଏଆଇ ଇଞ୍ଜିନିୟର ଅତୁଲ ସୁବାଷଙ୍କ ସୁଇସାଇଡକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଆଜି ମହିଳା ସୁରାକ୍ଷା ଆଇନର ଅପବ୍ୟବହାରକୁ ନେଇ ବଡ଼ ରାୟ ଶୁଣାଇଛନ୍ତି…

ସ୍ତ୍ରୀଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ ଏଆଇ ଇଞ୍ଜିନିୟର; ୨୪ ପୃଷ୍ଠାର ଚିଠି ଛାଡିବା ସହ ୧.୨୦ ଘଣ୍ଟାର ଭିଡିଓ କଲେ ପୋଷ୍ଟ

ବାଙ୍ଗାଲୋରୁଠାରେ ଜଣେ ଏଆଇ ଇଞ୍ଜିନିୟରଙ୍କ ଆତ୍ମହତ୍ୟା ମାମଲା ସାମନାକୁ ଆସିଛି । ୩୪ ବର୍ଷୀୟ ଅତୁଲ ସୁଭାଷ ନିଜ ପତ୍ନୀ ଏବଂ ଶାଶୂଙ୍କ ଉପରେ ଟଙ୍କା ପାଇଁ ନିର୍ଯାତନା ଦେଉଥିବାର ଆରୋପ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ଡିସେମ୍ବର ୯ରେ…