Category: ଦେଶ

କର୍ତ୍ତବ୍ୟପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ବିଶ୍ୱ ଦେଖିଲା ଓଡ଼ିଶାର ମହାନ କଳା ସଂସ୍କୃତିର ଝଲକ। ସମ୍ୱଲପୁରୀ ନାଚଗୀତରେ ସମସ୍ତ ବିମୋହିତ ହୋଇଛନ୍ତି। ସୂଚନା ଅନୁଯାୟୀ, ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର…

କର୍ତ୍ତବ୍ୟପଥରେ ଉଡ଼ିଲା ତ୍ରିରଙ୍ଗା; ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ୭୫ତମ ଗଣତନ୍ତ୍ର ଦିବସ । ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ତେବେ ଭାରତର ୭୫ତମ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ…

ରାମମନ୍ଦିର ଦାନ ବାକ୍ସ ହେଲା ଭର୍ତ୍ତି; ପଢନ୍ତୁ ପୁରା ଖବର

ଭୁବନେଶ୍ୱର: ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇସାରିଛି। ରାମମନ୍ଦିର ପାଇଁ ଦାନର ପରିମାଣ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ରାମନ୍ଦିରକୁ ଦାନ ରୂପରେ ଆସୁଥିବା ରାଶି ଗତବର୍ଷ ଅପେକ୍ଷା ଚଳିତ ବର୍ଷ ତିନିଗୁଣା ବଢିଛି। ଗତ ୩…

ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ । ତାଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରାଯିବ । ବୁଧବାର (ଜାନୁଆରୀ ୨୪) କର୍ପୂରୀ ଠାକୁରଙ୍କ ଜୟନ୍ତୀ ଥିବା ବେଳେ ସରକାର ଏହି ଘୋଷଣା କରିଛନ୍ତି ।…

ଲୋକସଭା ନିର୍ବାଚନ ତାରିଖକୁ ନେଇ ଚର୍ଚ୍ଚାରେ ଏହି ଭାଇରାଲ ଲେଟର

ଭୁବନେଶ୍ୱର: ଭାଇରାଲ୍ ହେବାରେ ଲାଗିଛି ଲୋକସଭା ନିର୍ବାଚନ ତାରିଖ।କିଛି ଦିନ ହେବ ଭାଇରାଲ ଲେଟରରେ ଆକଳନ କରାଯାଇଥିଲା ଯେ ଏପ୍ରିଲ ୧୬ ରେ ହୋଇଥାନ୍ତା ଲୋକସଭା ନିର୍ବାଚନ। କିନ୍ତୁ ଆଜି ଚିଫ ଇଲେକ୍ଟିରାଲ ଅଫିସ ତରଫରୁ ନିର୍ବାଚନର ପ୍ରକୃତ କାର୍ଯ୍ୟସୂଚୀ ଉପରେ…

ରାମଲଲାଙ୍କ ପାଇଁ ୧୧କୋଟି ଟଙ୍କାର ମୁକୁଟ ଦାନ କରିଛନ୍ତି ହୀରା ବ୍ୟବସାୟୀ

ଅଯୋଧ୍ୟା: ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ଲାଗି କୋଟି କୋଟି ଟଙ୍କାର ଦାନ ମିଳୁଛି। ଗୁଜରାଟ ସୁରଟର ଜଣେ ହିରା ବ୍ୟବସାୟୀ ମନ୍ଦିରରେ ପୂଜା ପାଉଥିବା ରାମଲାଲାଙ୍କ ମୂର୍ତ୍ତି ଲାଗି ୧୧ କୋଟି ଟଙ୍କାର ଉପହାରରେ ଦେଇଛନ୍ତି। ଗ୍ରୀନ୍‌ ଲାବ୍‌ ଡାଇମଣ୍ଡ…

ଏନଡିଏକୁ ଫେରିବେ କି ନୀତିଶ କୁମାର? ଚର୍ଚ୍ଚାରେ ବିହାରର ରାଜନୈତିକ ଚର୍ଚ୍ଚା

ବିହାର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଘନିଷ୍ଠ ସହଯୋଗୀ ବିଜୟ କୁମାର ଚୌଧୁରୀଙ୍କ ସହ ପାଟନାରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ସହ ଭେଟ କରିଛନ୍ତି। ନୀତିଶ ହଠାତ୍ ରାଜ୍ୟପାଳଙ୍କ ପାଖରେ ପହଞ୍ଚିବା ପରେ ରାଜନୈତିକ ଚର୍ଚ୍ଚା ବଢ଼ିଯାଇଛି। କିଛି…

ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ଦେଶବାସୀଙ୍କୁ କିଛି ଏମିତି କହିଲେ ମୋଦୀ

ଅଯୋଧ୍ୟା: ରାମମନ୍ଦିର ପ୍ରତିଷ୍ଠା ପ୍ରକ୍ରିୟା ଶେଷ ହେବା ପରେ ଅଯୋଧ୍ୟାବାସି ଲୋକଙ୍କୁ କିଛି ହୃଦୟ ଛୁଆଁ କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ ଆଜି ଆମର ରାମ ତାଙ୍କ ଜନ୍ମ ଭୂମି କୁ ଫେରିଛନ୍ତି। ଏତେ ବର୍ଷ…

ସରିଲା କାଳ କାଳର ପ୍ରତୀକ୍ଷା; ବିରାଜିଲେ ଶ୍ରୀରାମ

ଅଯୋଧ୍ୟା: ବିରାଜିଲେ ମହାପ୍ରଭୁ ଶ୍ରୀରାମ। ସରିଲା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ୫୦୦ ବର୍ଷ ପରେ ନିଜ ଜନ୍ମ ଭୁମିକୁ ଫେରିଲେ ପ୍ରଭୁ ରାମ। ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପୁରୋଧା ଭାବେ ବସି ପୂଜା କାର୍ଯ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।…