ତାଜା ଖବର ରାଜ୍ୟ ବାଲେଶ୍ବର ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ ପଟ୍ଟନାୟକ July 13, 2025 Papirani ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ଏହି ଘଟଣାରେ ସେ ରାଜ୍ୟପାଳଙ୍କ ହସ୍ତକ୍ଷେପ…
ତାଜା ଖବର ରାଜ୍ୟ ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା: ସୁରକ୍ଷା ମାଗିଲେ କଲେଜ ଅଧ୍ୟକ୍ଷ July 13, 2025 Papirani ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସୁରକ୍ଷା ମାଗିଲେ ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ଜିଲ୍ଲାପାଳଙ୍କ ନିକଟରେ ସୁରକ୍ଷା ପାଇଁ କଲେ ନିବେଦନ କରିଥିବା ଜଣାପଡ଼ିଛି। ଏହା ସହ ତଦନ୍ତରେ ପୂର୍ଣ୍ଣ ସହଯୋଗ…
ତାଜା ଖବର ମନୋରଞ୍ଜନ ରାଜନୀତି ତେଲୁଗୁ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ July 13, 2025 Papirani ତେଲୁଗୁ ସିନେମା ଜଗତରେ ପ୍ରସିଦ୍ଧ ଅଭିନେତା ଏବଂ ପୂର୍ବତନ ବିଜେପି ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ । ୮୩ ବର୍ଷ ବୟସରେ ହାଇଦ୍ରାବାଦ ଆଖିବୁଜିଛନ୍ତି ଶ୍ରୀନିବାସ ରାଓ । ଆଜି ସକାଳେ ହାଇଦ୍ରାବାଦର ଫିଲ୍ମନଗର ସ୍ଥିତ ନିଜ ବାସଭବନରେ ସେ…
ତାଜା ଖବର ଦେଶ ରାଜ୍ୟସଭା ପାଇଁ ୪ ଜଣ ବିଶିଷ୍ଟ ବ୍ୟକ୍ତି ମନୋନୀତ July 13, 2025 Papirani ରାଜ୍ୟସଭା ପାଇଁ ୪ ଜଣ ବିଶିଷ୍ଟ ବ୍ୟକ୍ତି ମନୋନୀତ ହୋଇଛନ୍ତି। ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟସଭା ପାଇଁ ମନୋନୀତ ହୋଇଥିବା ୪ ଜଣ ବିଶିଷ୍ଟ…
ତାଜା ଖବର ରାଜ୍ୟ ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା; ସ୍ଥିତିରେ କିଛି ସୁଧାର ଆସିନି: AIIMS ନିର୍ଦ୍ଦେଶକ July 13, 2025 Papirani ବାଲେଶ୍ବର ଫକୀର ମୋହନ କଲେଜରେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଏହାରି ମଧ୍ୟରେ ପୀଡ଼ିତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରତିକ୍ରିୟା ଦେଲେ AIIMS ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ। ସେ କହିଛନ୍ତି ପୀଡ଼ିତଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛି…
ତାଜା ଖବର ରାଜ୍ୟ ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ବନ୍ଦ ହେବନି ଆନ୍ଦୋଳନ; ଚେତାବନୀ ଦେଲା ଓଡ଼ିଶା ଡ୍ରାଇଭର୍ ମହାସଂଘ July 11, 2025 Papirani ବନ୍ଦ ହେବନି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ଆନ୍ଦୋଳନ ବନ୍ଦ ହେବନି ବୋଲି ଚେତାବନୀ ଦେଇଛନ୍ତି ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି। ସେ କହିଛନ୍ତି ଡ୍ରାଇଭରମାନଙ୍କ ଦାବି ପୂରଣ ନେଇ ସରକାର…
ତାଜା ଖବର ରାଜ୍ୟ ଓଡ଼ିଶାରେ କଂଗ୍ରେସ ହିଁ କଂଗ୍ରେସକୁ ହରାଉଛି: ଖଡ୍ଗେ July 11, 2025 Papirani ଗୋଷ୍ଠୀ କନ୍ଦଳ ଯୋଗୁଁ ଖପ୍ପା ହାଇକମାଣ୍ଡ । ପିଏସି ବୈଠକରେ ଏକାଠି ରହିବା ଉପରେ ଗୁରୁତ୍ୱ ଦେଲେ କଂଗ୍ରେସ ଶୀର୍ଷ ନେତୃତ୍ୱ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ । ବୈଠକରେ ଖଡ଼ଗେ କହିଛନ୍ତି ଓଡ଼ିଶାରେ କଂଗ୍ରେସ ହିଁ କଂଗ୍ରେସକୁ ହରାଉଥିବା ଦିଲ୍ଲୀରେ…
ତାଜା ଖବର ରାଜନୀତି ରାଜ୍ୟ ଅଦାନୀଙ୍କ ପାଇଁ ରଥ ରୋକାଯିବା କଥା ମିଛ; କଂଗ୍ରେସ ଓ ବିଜେଡି ମିଛ ପ୍ରଚାର କରୁଛନ୍ତି: ଆଇନ ମନ୍ତ୍ରୀ July 11, 2025 Papirani ଆଜି ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧୀ । ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିବା ବିଶାଳ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇ ରାହୁଲ ଗାନ୍ଧୀ ରଥଯାତ୍ରା ପ୍ରସଙ୍ଗ ଉଠାଇଛନ୍ତି । ସେ କହିଥିଲେ ଆଦାନୀ ଆଉ ତାଙ୍କ ପରିବାର ପାଇଁ ରଥ…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାରେ କଂଗ୍ରେସର କୌଣସି ସ୍ଥାନ ନାହିଁ; ସୁଯୋଗ ମିଳିଲେ ବି କ୍ଷମତାକୁ ଆସି ପାରିବନି: ମନମୋହନ July 11, 2025 Papirani କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ବରର ବରମୁଣ୍ଡା ପଡ଼ିଆ ହେଉଥିବା ସମାବେଶରେ ବିଜେପିକୁ କଡ଼ା ଟାର୍ଗେଟ୍ କରିଛନ୍ତି ରାହୁଲ। ଏହା ସହ ବିଜେପି ସରକାର ଉପରେ ବିଭିନ୍ନ ଆରୋପ ମଧ୍ୟ ଲଗାଇଛନ୍ତି । ଏହାକୁ ନେଇ ଏବେ କଂଗ୍ରେସକୁ ତୀବ୍ର ସମାଲୋଚନା…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାରେ ଯାହା ବି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ, ବିଜେପିର ଅବଦାନ ଜିରୋ: ମଲିକାର୍ଜୁନ ଖଡ୍ଗେ July 11, 2025 Papirani ସମ୍ବିଧାନ ବଞ୍ଚାଅ ସମାବେଶରେ ମଲିକାର୍ଜୁନ ଖଡ୍ଗେଙ୍କ ସମ୍ବୋଧନ । ବିଜେପିକୁ ଟାର୍ଗେଟ କରି ଖଡ୍ଗେ କହିଛନ୍ତି ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ । ଭୁବନେଶ୍ୱରରେ ଏମ୍ସ ଓ ଇନ୍ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ କଂଗ୍ରେସ କରିଛି ।…