ତାଜା ଖବର ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ପଦରୁ ହଟିଲେ ଆଇଏଏସ୍ ରୁପାରୋଶନ July 18, 2024 Papirani ସିଏମ୍ଓରୁ ହଟିଛନ୍ତି ଆଇଏଏସ୍ ରୁପାରୋଶନ ସାହୁ । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ରୁପାରୋଶନଙ୍କୁ ଏସ୍ସି/ଏସ୍ଟି ଉନ୍ନୟନ ବିଭାଗ କମିଶନର ତଥା ସଚିବ ଭାବେ ବଦଳି କରାଯାଇଛି । ପୂର୍ବରୁ ସେ ଏହି ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ ଏବେ କମିଶନର…
ତାଜା ଖବର ରାଜ୍ୟ ଭିତର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ହେଲା ସ୍ଥାନାନ୍ତରଣ July 18, 2024 Papirani ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ । ଭିତର ରତ୍ନଭଣ୍ଡାରର ସମସ୍ତ ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ସ୍ଥାନାନ୍ତରଣ କଲା ପରେ ବାହାରକୁ ଆସିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ବାହାରକୁ ଆସିଲା…
ତାଜା ଖବର ରାଜନୀତି ରାଜ୍ୟ ନବୀନ ପଟ୍ଟନାୟକଙ୍କ ଛାୟା କ୍ୟାବିନେଟକୁ ହାସ୍ୟାସ୍ପଦ ବୋଲି କହିଲେ ସମୀର ଦାଶ July 18, 2024 Papirani ନବୀନ ପଟ୍ଟନାୟକ ଗଠନ କରିଥିବା ଛାୟା କ୍ୟାବିନେଟକୁ ନେଇ ବିଜେପି ଟାର୍ଗେଟ କରିବାରେ ଲାଗିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ପୂର୍ବତନ ମନ୍ତ୍ରୀ ସମୀର ଦାଶ ତେର୍ଚ୍ଛା ନିଶାନା ଦେଇ କହିଛନ୍ତି ନବୀନ ସରକାରରେ…
ତାଜା ଖବର ଦେଶ ଶନିବାର ୧୨ଟା ସୁଦ୍ଧା ପ୍ରକାଶ ପାଇବ ନିଟ୍-ୟୁଜି ରେଜଲ୍ଟ July 18, 2024 Papirani ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଶନିବାର ମଧ୍ୟାହ୍ନ ସୁଦ୍ଧା ନିଟ୍-ୟୁଜି ପରୀକ୍ଷାଫଳ ପ୍ରକାଶ ନେଇ ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସହର ୱାରୀ ଏବଂ ପରୀକ୍ଷା…
ତାଜା ଖବର ରାଜନୀତି ରାଜ୍ୟ ଏଏସ୍ଓଙ୍କୁ ମାଡମାରିବା ଘଟଣା: ରାଜଭବନ ଆଗରେ ବିଜେଡିର ବିକ୍ଷୋଭ July 18, 2024 Papirani ଦିନକୁ ଦିନ ଘନେଇବାରେ ଲାଗିଛି ଏଏସ୍ଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ବିବାଦ । ରାଜ୍ଯପାଳଙ୍କ ପୁଅଙ୍କ ଦ୍ବାରା ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ନେଇ ବିଜୁ ଯୁବ ଓ ଛାତ୍ର ଜନତା…
ତାଜା ଖବର ରାଜ୍ୟ ଯାଜପୁରର ବିଭିନ୍ନ ଖଣି ଖାଦାନ ଉପରେ ରାଜ୍ୟ ଖଣି ବିଭାଗର ଚଢ଼ାଉ July 18, 2024 Papirani ଆଜି ଖଣି ଦୁର୍ନୀତି ଅଭିଯୋଗରେ ଯାଜପୁରର ଧର୍ମଶାଳାରେ ବିଭିନ୍ନ ଖଣି ଓ ପଥର ଖାଦାନା ଉପରେ ଏକ ବଡ଼ ଧରଣର ଚଢାଉ କରିଛି ରାଜ୍ଯ ଖଣି ବିଭାଗ। ପୂର୍ବ ବିଜେଡି ସରକାର ସମୟରେ ଖଣି କାରବାରରେ ଅନିୟମିତତା ହୋଇଥିବା ଧର୍ମଶାଳା ବିଧାୟକ…
ତାଜା ଖବର ଦେଶ ପୁଣି ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା; ୨ ମୃତ, ଅନେକ ଗୁରୁତର July 18, 2024 Papirani ପୁଣି ଏକ ବଡ଼ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରେନ୍ । ଗୋରଖପୁର ଦେଇ ଚଣ୍ଡୀଗଡରୁ ଆସାମର ଦିବ୍ରୁଗଡ ଯାଉଥିବା ଚଣ୍ଡୀଗଡ ଏକ୍ସପ୍ରେସ ମୋତିଗଞ୍ଜର ପିକୌରା ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଉତ୍ପନ୍ନ ହେଇଛି ।…
ତାଜା ଖବର ରାଜ୍ୟ ପିଏମ୍ଓ ନିର୍ଦ୍ଦେଶକୁ ଅଣଦେଖା: ୮ ବର୍ଷ ହେଲା ଦୁର୍ଗନ୍ଧମୟ ପରିବେଶରେ ରହୁଛନ୍ତି ଭିଏଏନଗର କଲୋନୀବାସୀ July 18, 2024 Papirani ବର୍ଷେ କି ଦୁଇବର୍ଷ ନୁହେଁ ୮ ବର୍ଷ ଧରି ଦୂର୍ଗନ୍ଧମୟ ପରିବେଶରେ କଲବଲ ହେଉଛନ୍ତି ଭିଏସ୍ଏସ୍ ନଗର ହାଉସିଂ ବୋର୍ଡ କଲୋନୀ ବାସିନ୍ଦା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସମସ୍ୟା ସମାଧାନ ପାଇଁ ନିର୍ଦେଶ…
ତାଜା ଖବର ରାଜ୍ୟ ‘ମୋ ମଶାରୀ’ ଯୋଜନା ବାଟବଣା: ବିଜଦର ବିଶ୍ବସ୍ତରୀୟ ସାସ୍ଥ୍ୟସେବାରେ ଓଡ଼ିଶା ମ୍ୟାଲେରିଆରେ ୧ ନମ୍ବର July 18, 2024 Papirani ବିଜଦ ସରକାର ସମୟରେ ସବୁ କାମ ବିଶ୍ବସ୍ତରୀୟ ହେଇଥିଲା । ଏପରିକି ସ୍ବାସ୍ଥ୍ୟସେବା ମଧ୍ୟ ବିଶ୍ବସ୍ତରୀୟ ବୋଲି ପ୍ରଚାର ହେଉଥିଲା । କିନ୍ତୁ ଏହା ବାସ୍ତବ ନ ହୋଇ କେବଳ ପ୍ରଚାରରେ ସୀମିତ ଥିବାରୁ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଓ ମୃତ୍ୟୁହାରରେ…
ତାଜା ଖବର ରାଜନୀତି ରାଜ୍ୟ ଅଧ୍ଯକ୍ଷଙ୍କ ଲୋକ ଟେଣ୍ଡର ନପାଇବାରୁ ବାତିଲ ହେବ ବିଜୁ ସଭାଘର ? July 18, 2024 Papirani ନବୀନ ସରକାରରେ କିଭଳି ଟେଣ୍ଡର ଫିଲିଂ ହେଉଥୁଲା, ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଏଠାରେ ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ । ପିସି ବନ୍ଦ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆହ୍ବାନ ଦେବା ପରେ ପିସି…