ତାଜା ଖବର ରାଜ୍ୟ ୩୨ ଟଙ୍କାରୁ ଅଧିକ ଟଙ୍କାରେ ଆଳୁ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ: ଯୋଗାଣ ମନ୍ତ୍ରୀ July 26, 2024 Papirani ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ବଜାରରେ ଆଳୁର ଦର । ପଶ୍ଚିମବଙ୍ଗରୁ ଆମଦାନି ବନ୍ଦ ହେବା ଫଳରେ ଓଡ଼ିଶାରେ ଆଳୁ ବଜାରରେ ଦର ଆକାଶ ଛୁଆଁ ହେବାରେ ଲାଗିଛି। ବର୍ତ୍ତମାନ ରାଜଧାନୀରେ ଆଳୁ ଦର ୪୫ରୁ ୫୦ ଟଙ୍କା…
ତାଜା ଖବର ରାଜ୍ୟ ଅନଲାଇନ ଗେମ ଖେଳି କୋଟିପତି, ୬ଜଣଙ୍କ ଘରେ ଇଡି ଚଢ଼ଉ July 26, 2024 Papirani ଫି ୱିନ ନାମକ ଏକ ଅନ୍ ଲାଇନ୍ ବେଟିଂ ଗେମରେ ବେଆଇନ ଅର୍ଥ କାରବାର ଘଟଣାରେ ସୁନ୍ଦରଗଡର ବଣାଇଁ ଥାନା ଅନ୍ତର୍ଗତ ବଡ଼ଗୋଗୁଆ ଗ୍ରାମର ୬ ଜଣଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉ କରିଛି। ଗତ କିଛି ମାସ ତଳେ…
ତାଜା ଖବର ରାଜ୍ୟ ନୃତ୍ୟ ଅଭ୍ୟାସ ବେଳେ ନୀରବିଗଲେ ନୃତ୍ୟ ଗୁରୁ July 26, 2024 Nirvay ନୃତ୍ୟ ଅଭ୍ୟାସ ବେଳେ ନୀରବିଗଲେ ନୃତ୍ୟ ଗୁରୁ ମାୟାଧର ଜେନା । ଏଭଳି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଷଠୀପୁରରେ । ଶୁକ୍ରବାର ପୂର୍ବାହ୍ନରେ ଷଠୀପୁରସ୍ଥିତ ଯାଜ୍ଞସେନୀ ଅପେରା କ୍ୟାମ୍ପରେ ରିହରସଲ ଚାଲିଥିଲା । ଅଭ୍ୟାସ ବେଳେ ହଠାତ ସେ…
ତାଜା ଖବର ରାଜନୀତି ରାଜ୍ୟ ୨୦୨୪-୨୫ ବାର୍ଷିକ ରାଜ୍ୟ ବଜେଟର ମୁଖ୍ୟାଂଶ July 26, 2024 Papirani ଜୁଲାଇ ୨୫, ୨୦୨୪ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ବିଧାନସଭା ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି । ଏହି ଜନକଲ୍ୟାଣକାରୀ…
ତାଜା ଖବର ରାଜନୀତି ରାଜ୍ୟ ଏମସିଏଲ ଜିଏମଙ୍କୁ ବିଜେଡି ନେତ୍ରୀଙ୍କ ଚପଲ ମାଡ଼; ୪ ଗିରଫ July 26, 2024 Papirani ଝାରସୁଗୁଡ଼ା ଲଖନପୁର ବ୍ଲକରେ ଏମସିଏଲ କୋଇଲା ଖଣି ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା । ପୂର୍ବତନ ସରପଞ୍ଚଙ୍କ ସହ ୪ ଜଣଙ୍କୁ ଗିରଫ କଲା ପୋଲିସ ।ଏମସିଏଲ ଜିଏମ୍ଙ୍କୁ ଝାରସୁଗୁଡ଼ା ଲଖନପୁର ବ୍ଲକ ସରଣ୍ଡାମାଲର ବିଜେଡ଼ି ନେତ୍ରୀ ପାର୍ବତୀ ବେହେରା ଜୋତାମାଳ…
ତାଜା ଖବର ରାଜନୀତି ରାଜ୍ୟ ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଯେତେ ଖୋଜୁଛି, ସେତେ ବାହାରୁଛି July 26, 2024 Papirani ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଵଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିଫ୍ କନଷ୍ଟ୍ରକସନ ଇଞ୍ଜିନିୟର ସୁନିଲ ରାଉତଙ୍କ ଘରେ ଚାଲିଛି ଚଢ଼ାଉ। ଆଜି ଚଢ଼ାଉର ଦ୍ଵିତୀୟ ଦିନ । ଗତକାଲି ଓଡ଼ିଶା…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ July 26, 2024 Papirani ନୀତି ଆୟୋଗର ବୈଠକରେ ଯୋଗଦେବାପାଇଁ ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତାକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ବୈଠକ ବସିବାର ଅଛି। ଏଥିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏହି ବୈଠକରେ ୨୦୪୭କୁ…
ତାଜା ଖବର ରାଜନୀତି ରାଜ୍ୟ ବଜେଟ୍ ୨୦୨୪-୨୫ ଉପସ୍ଥାପନ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଅଭିଭାଷଣ July 25, 2024 Papirani ବଜେଟ୍ ଆକଳନ ୨୦୨୪-୨୫ ଉପସ୍ଥାପନ ପରେ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ, ମୁଁ ଆଜି ବିଧାନ ସଭାରେ ୨୦୨୪-୨୫ ଆର୍ଥିକ ବର୍ଷପାଇଁ ପୂର୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଅଛି । ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ…
ତାଜା ଖବର ରାଜନୀତି ରାଜ୍ୟ ବିକଶିତ ଓଡ଼ିଶାର ମୂଳଦୁଆ ସ୍ଥାପନ ହେଲା: ମନମୋହନ ସାମଲ July 25, 2024 Nirvay ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ ହେବା ପରେ ଆଜି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବଜେଟରେ ରାଜ୍ୟର ସାମଗ୍ରିକ…
ଖେଳ ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶା ବଜେଟ୍: ରାଜ୍ୟରେ କ୍ରୀଡ଼ାବିତଙ୍କ ପାଇଁ ନିର୍ମାଣ ହେବ ନୂଆ ଷ୍ଟାଡିୟମ July 25, 2024 Papirani ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍। ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। କ୍ରୀଡା ଏବଂ ଯୁବସେବା ପାଇଁ ରାଜ୍ୟ ସରକାର ୧୩୦୫ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଜିଲ୍ଲା ସ୍ତରୀୟ…