ତାଜା ଖବର ରାଜ୍ୟ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ଦାବି କଲେ ଧର୍ମେନ୍ଦ୍ର August 13, 2024 Nirvay ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ-୨୦୨୦ରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଇନରେ ଥିବା ଅସଙ୍ଗତି ଦୂର ସହ ଆବଶ୍ୟକ ସଂଶୋଧନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ବାୟତ୍ତତାକୁ ସୁରକ୍ଷିତ ରଖିବାକୁ…
ତାଜା ଖବର ରାଜ୍ୟ ରଥ ଉପରେ ବଡ଼ ଠାକୁର ପଡ଼ିବା ଘଟଣାର ତଦନ୍ତ ଆରମ୍ଭ August 13, 2024 Nirvay ରଥଯାତ୍ରା ସମୟରେ ବଡ଼ ଠାକୁର ବଳଭଦ୍ର ରଥ ଚାରମାଳ ଉପରେ ମୁହଁ ମାଡି ପଡିଯାଇଥିଲେ। ରଥ ଉପରେ ଆବଶ୍ୟକଠାରୁ ଅଧିକ ଲୋକ ଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଏଭଳି ଅଘଟଣ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଥିବାବେଳେ ଭକ୍ତଙ୍କ ଭାବନାକୁ କୁଠାରଘାତ…
ତାଜା ଖବର ଦେଶ ମୁଖ୍ୟମନ୍ତ୍ରୀ-କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ବୈଠକ August 13, 2024 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏଥିସହ ନୂଆ ଜାତୀୟ ରାଜପଥ ସମୀକ୍ଷା ବୈଠକରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡକରୀଙ୍କ ସହ ବୈଠକ କରିଛନ୍ତି। ଜାତୀୟ ରାଜପଥ ନିର୍ମାଣ…
ତାଜା ଖବର ରାଜ୍ୟ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ August 13, 2024 Nirvay ଅମାପ ସମ୍ପତ୍ତିର ମାଲିକ ତଥା ରାସ୍ତା ଓ ଗୃହ ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଗିରଫ ହୋଇଛନ୍ତି । ସମ୍ପତ୍ତି ଦେଖିଲେ ତାଜୁବ ହେବେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଵିଭାଗ ଗିରଫ କରିଥିବା…
ତାଜା ଖବର ଦେଶ ରାଜ୍ୟ ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ August 13, 2024 Nirvay ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଆଜି ଜାତୀୟ ରାଜପଥ ନିର୍ମାଣ ନେଇ ସମୀକ୍ଷା ବୈଠକ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମୀକ୍ଷା ବୈଠକରେ ସାମିଲ ହେବେ। ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗରେ ବିଶେଷ…
ତାଜା ଖବର ରାଜ୍ୟ ବାରରେ ନାଚି ପାରିବେନି ଯୁବତୀ August 13, 2024 Nirvay ଅସାମାଜିକଙ୍କ ଦୁର୍ବ୍ୟବହାର ଓ ଅଶ୍ଳୀଳ ଆଚରଣକୁ ନେଇ ବାର ଗର୍ଲଙ୍କ ଉପରେ କଟକଣା ଲାଗୁ ହୋଇଛି। ଅବକାରୀ ବିଭାଗ ଏହି କଟକଣା କରିଛି। ଆଉ ବାରରେ ନାଚି ପାରିବେନି ଯୁବତୀ । ବାର ଗର୍ଲଙ୍କୁ ନିର୍ଯ୍ୟାତନା ଓ ଗଣ୍ଡଗୋଳକୁ ନେଇ ଦୃଢ଼…
ତାଜା ଖବର ରାଜ୍ୟ ପୋଲାଭରମ ପ୍ରକଳ୍ପ କ୍ଷୟକ୍ଷତି ଅନୁଧ୍ୟାନ କରି ଫେରିଲା ବିଜେଡି ଟିମ August 12, 2024 Nirvay ପୋଲାଭରମ ପ୍ରକଳ୍ପ କାମ ଯଥାଶୀଘ୍ର ସାରିବାକୁ ଚଳିତ ବଜେଟରେ ନିଷ୍ପତ୍ତି ନିଆଯିବା ସହ ଏଥିପାଇଁ ବ୍ୟୟବରାଦ ମଧ୍ୟ ହୋଇଥିଲା। ଯାହାଫଳରେ ରାଜ୍ୟରେ ପୋଲାଭରମ ପ୍ରକଳ୍ପ ରାଜନୀତି ସରଗରମ ହୋଇଥିଲା। ବିରୋଧୀ ଦଳ ବିଜେଡି ଏହାକୁ ବିରୋଧ କରିବା ସହ ପ୍ରକଳ୍ପ ସ୍ଥିତି…
ତାଜା ଖବର ଦେଶ ପ୍ରକାଶ ପାଇଲା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ ତାଲିକା August 12, 2024 Nirvay କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ ପ୍ରକାଶ ପାଇଛି। ଓଭରାଲ ରାଙ୍କିଂର ଶୀର୍ଷ ୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛନ୍ତି। ରାଜ୍ୟର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ଆଗରେ ରହିଛି। ୬୦.୭୩% ସ୍କୋର୍ ସହ ‘ସୋଆ’…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା August 12, 2024 Papirani ଆସନ୍ତା ୧୮ ତାରିଖରେ ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା । ବିଧାନସଭାରେ ବିଧାୟକମାନଙ୍କ ତାଲିମ୍ କାର୍ଯ୍ୟକ୍ରମରେ ଯୋଗଦେବା ସହ ଜେ.ପି ନଡ୍ଡା ତାଲିମ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ।
ତାଜା ଖବର ରାଜ୍ୟ ମଧ୍ୟାହ୍ନ ଭୋଜନ ପରିବର୍ତ୍ତେ ବିସ୍କୁଟ୍ ଦେବାରୁ ବିଇଓ ଓ ଏବିଇଓଙ୍କୁ ସ୍କୁଲ୍ରେ ତାଲା ପକାଇଲେ ଅଭିଭାବକ August 12, 2024 Papirani ବାଲେଶ୍ୱରର ରେମୁଣା ବିଇଓ ଓ ଏବିଇଓଙ୍କୁ ସ୍କୁଲ୍ରେ ତାଲା ପକାଇଲେ ଅଭିଭାବକ। ଶ୍ରୀଜଙ୍ଗ ସ୍କୁଲ୍ରେ ଶନିବାର ମଧ୍ୟାହ୍ନ ଭୋଜନ ପରିବର୍ତ୍ତେ ବିସ୍କୁଟ୍ ଖାଇ ଦେଇଥିବାରୁ ବିଇଓ, ଏବିଇଓଙ୍କୁ ତାଲା ପକାଇଲେ ଅଭିଭାବକ । ସୂଚନା ମୁତାବକ ରେମୁଣାରେ ଥିବା ଶ୍ରୀଜଙ୍ଗ ସ୍କୁଲ୍ରେ…