ତାଜା ଖବର ରାଜ୍ୟ ଶିକାରୀ ଗୁଳିରେ ମୃତ ଫରେଷ୍ଟ ଗାର୍ଡଙ୍କ ପରିବାରକୁ ୩୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ May 24, 2025 Nirvay ଶିକାରୀ ଗୁଳିରେ ମୃତ୍ୟୁ ବରଣ କରିଥିବା ଫରେଷ୍ଟ ଗାର୍ଡଙ୍କ ପରିବାରକୁ ୩୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିବାକୁ ପିସିସିଏଫଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।…
ତାଜା ଖବର ରାଜ୍ୟ କାଲିଠୁ ଯୁକ୍ତ ୨ ନାମଲେଖା ଆବେଦନ May 23, 2025 Papirani କାଲିଠୁ +୨ ନାମଲେଖା ଆବେଦନ। ଆସନ୍ତାକାଲିଠୁ ଜୁନ୍ ୩୦ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଅଧିନରେ ଯୁକ୍ତ ୨ ବିଜ୍ଞାନ, କଳା, ବାଣିଜ୍ୟ ଓ ଅନ୍ୟାନ୍ୟ ଧନ୍ଦାମୂଳକ ଶିକ୍ଷାରେ ନାମଲେଖା ପାଇଁ…
ତାଜା ଖବର ଦେଶ ପାକିସ୍ତାନ ପାଇଁ ଆକାଶ ସୀମା କଟକଣା ଆଉ ମାସେ ବଢ଼ାଇଲା ଭାରତ May 23, 2025 Papirani ପାକିସ୍ତାନ ବିରୋଧରେ ଭାରତର ଆଉ ଏକ ବଡ଼ ପଦକ୍ଷେପ । ପାକିସ୍ତାନ ବିମାନ ପାଇଁ NOTAMକୁ ମାସେ ବୃଦ୍ଧି କଲା ଭାରତ । ଜୁନ୍ ୨୩ ଯାଏଁ ପାକିସ୍ତାନୀ ବିମାନ ପାଇଁ ନିଜ ଏୟାରସ୍ପେସ୍ ବନ୍ଦ କଲା ଭାରତ । ଭାରତ…
ତାଜା ଖବର ରାଜ୍ୟ ଶ୍ରୀ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ; ରାତି ୧୨.୫୦ରୁ ୩ଟା ମଧ୍ୟରେ ପଡ଼ିବ ହସ୍ତଗଣ୍ଠି May 23, 2025 Papirani ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଜୁନ ୪ ତାରିଖ ସକାଳୁ ୫ ତାରିଖ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ପାଇଁ ନୀତି ନିର୍ଘଣ୍ଟ ସ୍ଥିର କରିଛି ମନ୍ଦିର ପ୍ରଶାସନ । ଯାତ୍ରାକୁ…
ତାଜା ଖବର ରାଜ୍ୟ ଅନୁଜ କୁମାର ଦାସ ପଟ୍ଟନାୟକ ହେଲେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ May 23, 2025 Papirani ବଦଳିଲେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ।ବରିଷ୍ଠ ଓଏଏସ ଅନୁଜ କୁମାର ଦାସ ପଟ୍ଟନାୟକ ହେଲେ ନୂଆ ନିର୍ଦ୍ଦେଶକ । ପିଏମ୍ ପୋଷଣ ଓ ଏମ୍ଏମ୍ ପୋଷଣର ରାଜ୍ୟ ନୋଡାଲ୍ ଅଫିସର ଥିଲେ ତାଙ୍କୁ ସୂଚନା ଏବଂ ଲୋକସମ୍ପର୍କ ନିର୍ଦ୍ଦେଶକ…
ତାଜା ଖବର ରାଜ୍ୟ ଲିଙ୍ଗରାଜ ମନ୍ଦିରରେ ପଶିଲେ ଅଣହିନ୍ଦୁ May 23, 2025 Papirani ଲିଙ୍ଗରାଜ ମନ୍ଦିରରେ ପଶିଲେ ଅଣହିନ୍ଦୁ। ରୋମନିଆର ଯୁବକ ମନ୍ଦିର ଭିତରେ ପଶିଆସିଥିଲେ । ସେବାୟତ ମାନେ ସେମାନଙ୍କୁ ଚିହ୍ନଟ କରି ଥାନାରେ ଜିମା ଦେଇଥିଲେ । ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି। ଅପରପକ୍ଷେ…
ତାଜା ଖବର ରାଜ୍ୟ ରାସ୍ତାରେ ଘୁଷୁଡି ଘୁଷୁଡ଼ି ୮୦ ବର୍ଷୀୟ ବୃଦ୍ଧ ଭତ୍ତା ଆଣିବାକୁ ଯିବା ଘଟଣା: ହସ୍ତକ୍ଷେପ କଲେ ହାଇକୋର୍ଟ May 23, 2025 Papirani ରାସ୍ତାରେ ଘୁଷୁଡି ଘୁଷୁଡ଼ି ଭତ୍ତା ଆଣିବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ୮୦ ବର୍ଷୀୟ ବୃଦ୍ଧ ଯିବା ଖବର ପ୍ରସାରଣ ପରେ ହସ୍ତକ୍ଷେପ କରିଛନ୍ତି ମାନ୍ୟବର ଉଚ୍ଚ ଅଦାଲତ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରାପଡ଼ା କୋର ଗାଁରେ ପହଁଚିଛି ପ୍ରଶାସନ । ଜିଲ୍ଲା…
ତାଜା ଖବର ରାଜ୍ୟ ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା May 23, 2025 Papirani ଏଥର ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା । ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ରଥ ନିର୍ମାଣ ଓ…
ତାଜା ଖବର ରାଜ୍ୟ ରାଜ୍ୟରେ ଖୁବ୍ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି: ପୃଥ୍ୱୀରାଜ ହରିଚନ୍ଦନ May 23, 2025 Papirani ରାଜ୍ୟରେ ଖୁବ୍ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜୁନ୍ ୧୫ରୁ ଜୁନ୍ ୨୦ ଭିତରେ ନୂତନ ନୀତି ଆସିବ ବୋଲି ସୂଚନା ଦେଇଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ସେ…
ତାଜା ଖବର ରାଜ୍ୟ ସାବିତ୍ରୀ ଅମାବାସ୍ୟା ଛୁଟି ତାରିଖ ପରିବର୍ତ୍ତନ; ମେ ୨୭ ପରିବର୍ତ୍ତେ ହେବ ୨୬ ତାରିଖରେ ଛୁଟି May 23, 2025 Papirani ମେ’୨୬ରେ ସାବିତ୍ରୀ ଅମାବାସ୍ୟା ଛୁଟି ନେଇ ଘୋଷଣା ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ…