ତାଜା ଖବର ରାଜ୍ୟ ଆଳୁ ପିଆଜ ଦର ଯାଞ୍ଚ ପାଇଁ ୧ ନଂ. ହାଟରେ ଚଢ଼ଉ August 20, 2024 Nirvay ଆଳୁ ପିଆଜ ଦର ଯାଞ୍ଚ ପାଇଁ ୧ ନଂ ହାଟରେ ଚଢ଼ଉ ହୋଇଛି। ବିଏମ୍ସି ଓ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଆଳୁ କେଜି ପିଛା ୩୫ରୁ ୪୦, ପିଆଜ ୫୦ ଟଙ୍କାରେ ବିକ୍ରି ହେଉଛି। ସୁଧୁରୁନି ଆଳୁ ସଙ୍କଟ।…
ତାଜା ଖବର ରାଜ୍ୟ ପୁଣି ବିଗିଡ଼ିଲା ଜୁଏଲ ଓରାମଙ୍କ ସ୍ବାସ୍ଥ୍ୟାବସ୍ଥା August 20, 2024 Nirvay କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପୁଣି ଅସୁସ୍ଥ। ଅସୁସ୍ଥ ହେବା ପରେ ସୋମବାର ବିଳମ୍ବିତ ରାତିରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଶ୍ରୀ ଓରାମଙ୍କୁ ଏମ୍ସର ନ୍ୟୁ ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଗତ ୧୧ରେ…
ତାଜା ଖବର ରାଜ୍ୟ ଓଡ଼ିଶାରେ ୧ କୋଟି ସଦସ୍ୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ବିଜେପି August 19, 2024 Nirvay ବିଜେପି ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ନୂତନ ସଭ୍ୟ ସଂଗ୍ରହ କରାଯାଇଥାଏ। ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବା ସହ ନୂତନ ଦାୟିତ୍ୱ ବଂଟନ କରାଯାଏ । ସେହି କ୍ରମରେ ବିଜେପିର ଆରମ୍ଭ…
ତାଜା ଖବର ରାଜ୍ୟ ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ: ମନମୋହନ ସାମଲ August 19, 2024 Nirvay ରାଜ୍ୟ କାର୍ଯ୍ୟାଳୟରେ ଆଜି ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ରକ୍ଷା ବନ୍ଧନ ହେଉଛି ସେବା, ସୁରକ୍ଷା, ସଂକଳ୍ପ ଓ ପ୍ରେରଣାର ଉତ୍ସବ। ଭଉଣୀଟିଏ ଯେପରି ରାକ୍ଷୀ ବାନ୍ଧିବା ପରେ ଭାଇ…
ତାଜା ଖବର ରାଜ୍ୟ ପ୍ରଥମ ଥର ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ସଫେଇ କର୍ମଚାରୀ August 19, 2024 Nirvay ପ୍ରଥମ ଥର ପାଇଁ ସଫେଇ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପାଖରୁ ଦେଖି ଖୁସି ହୋଇଛନ୍ତି ସଫେଇ କର୍ମଚାରୀ। ସରକାର ଯାହା ଦେଇଛନ୍ତି, ସେମାନଙ୍କ ପାଇଁ ଯାହା ବ୍ୟବସ୍ଥା କରିଛନ୍ତି, ସେଥିରେ ସେମାନେ ଖୁସି…
ତାଜା ଖବର ରାଜ୍ୟ ୨୮ରେ ଏସଆଇଟି ବୈଠକ; ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ତାଲିକା ମାଗିଲା August 19, 2024 Nirvay ଆସନ୍ତା ୨୮ ତାରିଖରେ କଟକରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି) ବୈଠକ ବସିବ। ବୈଠକ ପୂର୍ବରୁ ଭିଜିଲାନ୍ସକୁ ଏସଆଇଟି ତଥ୍ୟ ମାଗିଥିବା ସୂଚନା ମିଳିଛି। ଜଷ୍ଟିସ୍ ଅରିଜିତ ପଶାୟତଙ୍କ ବାସଭବନରେ ବୈଠକ ହେବ। ଶ୍ରୀ ପଶାୟତଙ୍କୁ ଏସଆଇଟିର ଉପାଧ୍ୟକ୍ଷ ଭାବେ ନିଯୁକ୍ତି…
ତାଜା ଖବର ରାଜ୍ୟ ଆସନ୍ତା ଅଧିବେଶନରେ ପୋଲାଭରମ ପ୍ରସଙ୍ଗ ନେଇ ସରକାରଙ୍କୁ ଟାର୍ଗେଟ କରିବ କଂଗ୍ରେସ August 19, 2024 Nirvay ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ପୋଲଭରମ ପ୍ରକଳ୍ପ ପ୍ରସଙ୍ଗ ନେଇ ସରକାରଙ୍କୁ ଟାର୍ଗେଟ କରିବ କଂଗ୍ରେସ। ଅଧିବେଶନ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରତିକ୍ରିୟା ରଖିଛନ୍ତି।…
ତାଜା ଖବର ଦେଶ ଜାମୁ କାଶ୍ମୀରରେ ଆତଙ୍କବାଦୀଙ୍କ ହମଲା; ଜଣେ ଯବାନ ସହିଦ August 19, 2024 Papirani ଜମ୍ମୁ ଓ କଶ୍ମୀରର ଉଦ୍ଧମପୁର ଜିଲ୍ଲାର ଡୁଡୁ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଆତଙ୍କବାଦୀଙ୍କ ଗୁଳିରେ ସିଆରପିଏଫର ଜଣେ ଇନ୍ସପେକ୍ଟର ସହିଦ ହୋଇଛନ୍ତି। ସୂଚନା ମୁତାବକ; ଡୁଡୁ ପୁଲିସ୍ ଷ୍ଟେସନଠାରୁ ପ୍ରାୟ ୮ କିଲୋମିଟର ଦୂରରେ ସିଆରପିଏଫର…
ତାଜା ଖବର ରାଜନୀତି ରାଜ୍ୟ ପ୍ରଧାନମନ୍ତ୍ରୀ ଆବାସ ପାଇଁ ମିଳିବ ୧ ଲକ୍ଷ ୮୦ ହଜାର August 19, 2024 Papirani ଗୃହ ଏବଂ ସହରାଞ୍ଚଳ ଗରିବ ଲାଘବ ମନ୍ତ୍ରଣାଳୟ ଦ୍ଵାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ପାଇବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ…
ତାଜା ଖବର ରାଜ୍ୟ ଆଖି ବୁଜିଲା ଚନ୍ଦକା ଅଭୟାରଣ୍ୟର ସବୁଠୁ ବଡ଼ ଦନ୍ତା ‘ରାମୁ’ August 19, 2024 Papirani ଆଖି ବୁଜିଲା ଚନ୍ଦକା ଡମପଡ଼ା ଅଭୟାରଣ୍ୟର ସବୁଠୁ ବଡ଼ ଦନ୍ତା ‘ରାମୁ’ । ବିଦ୍ୟୁତ ଆଘାତରେ ଜୀବନ ଯାଇଥିବା ସନ୍ଦେହ । ବିଦ୍ୟୁତ୍ ବିଭାଗ ଠାରୁ ଖବର ପାଇବା ପରେ ଘଟଣାସ୍ଥଳରେ ବନ ବିଭାଗ ଆସି ପହଞ୍ଚି ମୃତଦେହ ଜବତ କରିଛି…