Category: ତାଜା ଖବର

ରାଜ୍ୟରେ ୧୫ ହଜାର ୩୧୫ ବନ୍ଦ ରହିଛି ପଞ୍ଜୀକୃତ ଶିଳ୍ପ; କଟକରେ ସର୍ବାଧିକ

ରାଜ୍ୟରେ ୧୫ ହଜାରରୁ ଅଧିକ ବନ୍ଦ ରହିଛି ପଞ୍ଜୀକୃତ କରାଯାଇଥିବା ଶିଳ୍ପ । ବିଧାନସଭା ଗୃହରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉତ୍ତର ଦେଇ କହିଛନ୍ତି ଓଡ଼ିଶାରେ ୧୫ ହଜାର ୩୧୫ ପଞ୍ଜୀକୃତ କରାଯାଇଥିବା ଶିଳ୍ପ ବନ୍ଦ ରହିଛି । ଏଥି…

ମଣିଷ ଶରୀରରେ ଚିହ୍ନଟ ହେଲା ବାର୍ଡ ଫ୍ଲୁ ଭାଇରସ୍‌

ପୁରୀ ଜିଲ୍ଲା ମଙ୍ଗଳପୁରରେ ଜଣେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ସୂଚନା ଦେଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ । ସେ କହିଛନ୍ତି ବାର୍ଡ ଫ୍ଲୁ ଏକ ଭୁତାଣୁଜନିତ ରୋଗ ଯାହା ଦ୍ୱାରା କୁକୁଡା ଇତ୍ୟାଦି ପକ୍ଷୀ ଆକ୍ରାନ୍ତ ହୋଇଥାନ୍ତି…

ନୂଆଁଖାଇରେ ରାଜ୍ୟବାସୀଙ୍କୁ ମିଳିବ ସିଏମ୍‌ କିଷାନ ଟଙ୍କା

ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା । ଯେଉଁଥିରେ ଚାଷୀଙ୍କୁ ମିଳିବ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା । ଆଜି ବିଧାନସଭାରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ କୃଷିମନ୍ତ୍ରୀ କେଭି ସିଂଦେଓ ଉତ୍ତର ଦେଇ…

E KYC ଯାଞ୍ଚ ପରେ ରାଜ୍ୟବାସୀଙ୍କୁ ମିଳିବ ନୂଆ ରାସନ କାର୍ଡ

E KYC ଯାଞ୍ଚ ପରେ ରାଜ୍ୟବାସୀଙ୍କୁ ମିଳିବ ନୂଆ ରାସନ କାର୍ଡ । ବିଧାନସଭାରେ ଅନ୍ୟ ରାଜ୍ୟରେ କାମ କରୁଥିବା ଦାଦନ ଶ୍ରମିକ ମାନେ କେମିତି E-KYC କରିବେ ବୋଲି ବାସୁଦେବପୁର ବିଧାୟକ ଅଶୋକ ଦାସ ଖାଉଟି କଲ୍ଯାଣ ମନ୍ତ୍ରୀଙ୍କୁ କରିଥିବା…

ବିଧାନସଭା ଭିତରକୁ ମୋବାଇଲ ଓ ପାଣି ବୋତଲ ମନା

ଏଣିକି ଆଉ ବିଧାନସଭାରେ କେହି ବି ନେଇ ପାରିବେ ନାହିଁ ମୋବାଇଲ ଓ ପାଣି ବୋତଲ । ବିଧାନସଭା ଗୃହ ଭିତରକୁ ମୋବାଇଲ ଓ ପାଣି ବୋତଲ ନେବା ଉପରେ ଲାଗିଲା କଟକଣା । ଏହି ଭଳି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି…

ବାର୍ଡ ଫ୍ଲୁ ଆକ୍ରାନ୍ତ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

ବାର୍ଡ ଫ୍ଲୁ ଆକ୍ରାନ୍ତ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଜଣେ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି, ଆକ୍ରାନ୍ତ ବୋଲି କହି ହେବନି। ଜଣଙ୍କ ନମୁନା ଆରଏମଆରସିକୁ ପରୀକ୍ଷା ପାଇଁ ପଠାଯାଇଛି। ପୁଣେ ଭାଇରୋଲୋଜି ସେଣ୍ଟରକୁ ମଧ୍ୟ…

କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଆରମ୍ଭ

କଟକରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଆରମ୍ଭ ହୋଇଯାଇଛି । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ବୈଠକରେ ସିବିଆଇ, ଆଇଟି, ଇଡି, କଷ୍ଟମ ଅଧିକାରୀ ଉପସ୍ଥିତ ଅଛନ୍ତି।ଓଡ଼ିଶାରୁ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ଉପସ୍ଥିତ ଅଛନ୍ତି।…

ଯାଜପୁର ସାଂସଦଙ୍କୁ ହାଇକୋର୍ଟଙ୍କ ନୋଟିସ

ନିର୍ବାଚନୀ ମାମଲାରେ ଜବାବ ଦାଖଲ ପାଇଁ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ମାମଲା ଦାଏର କରିଛନ୍ତି। ଭୋଟ ଗଣତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀମତୀ ସେଠୀ। ସାଂସଦ ଶ୍ରୀ…

ଗୋମାଂସ ବୋଝେଇ ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଗୋ ମାଂସ ଚାଲାଣକୁ ନେଇ ଗଣ୍ଡଗୋଳ ହୋଇଛି । ପୁରୀ ଗୋପ ଥାନା ବୋଇତଭଙ୍ଗା ସେତୁ ନିକଟରେ ପିକଅପ ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ । ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଗୋମାଂସ…

୧୨ ଘଣ୍ଟିଆ ପଶ୍ଚମିବଙ୍ଗ ବନ୍ଦ

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ କରାଯାଇଛି। ମମତାଙ୍କ ଇସ୍ତଫା ଦାବିରେ ଛାତ୍ରଛାତ୍ରୀ ନବାନ୍ନ ଘେରିଥିଲେ। ନବାନ୍ନ ଅଭିଯାନ ବେଳେ ପୋଲିସର ଆକ୍ସନକୁ ବିରୋଧ। ଛାତ୍ରଛାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ…