Category: ତାଜା ଖବର

ୱାଏନାଡ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୫୬କୁ ବୃଦ୍ଧି

କେରଳରେ ପ୍ରକୃତିର ତାଣ୍ଡବ। ୱାଏନାଡର ମେପାଡ଼ି ପାହାଡ଼ ଅଞ୍ଚଳରେ ହୋଇଥିବା ଭୂସ୍ଖଳନର ମୃତ୍ୟୁ ସଂଖ୍ୟା ୧୫୬ ଟପିଛି। ଶତାଧିକ ଲୋକ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବାରୁ ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ୱାଏନାଡର ମେପାଡ଼ି ପାହାଡ଼ିଆ…

ପରିବହନ ବିଭାଗର କାର୍ଯ୍ୟାନୁଷ୍ଠାନ, ସ୍କୁଲ ବସକୁ ଲକ୍ଷାଧିକ ଟଙ୍କା ଜୋରିମାନା

ସୁନ୍ଦରଗଡ଼ ସହରରେ ଏକ ଯାତ୍ରୀବାହୀ ବସ ବେଆଇନ ଭାବେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବେଳେ ପରିବହନ ବିଭାଗର ଅଧିକାରୀ ହାତରେ ଧରାପଡ଼ିଛି। ଯାଞ୍ଚ ସମୟରେ ବସର ପରମିଟ, ଟ୍ୟାକ୍ସ, ଇନ୍ସୁରାନ୍ସ ଫିଟନେସ ନଥିବାରୁ ୧ଲକ୍ଷ ୨୨ହଜାର ୪୮୮ ଟଙ୍କାର ଚାଲାଣ…

ଶାବକକୁ ଜନ୍ମଦେଲା ବାଘୁଣୀ ମୌସୁମୀ

ନନ୍ଦନକାନନକୁ ଆସିଛି ନୂଆ ଅତିଥି। ନନ୍ଦନକାନନରେ ବାଘୁଣୀର ପ୍ରସବ । କାଲି ରାତିରେ ନନ୍ଦନକାନନରେ ଶାବକକୁ ଜନ୍ମ ଦେଲା ଧଳା ବାଘୁଣୀ ମୌସୁମୀ। ଏହା ପୂର୍ବରୁ ବାଘୁଣୀ ମୌସୁମୀର ୩ଟି ଶାବକ ଥିବା ସୂଚନା ମିଳିଛି । ଉଭୟ ମା’ ଓ…

ୱାଏନାଡ଼ ଭୂସ୍ଖଳନକୁ ଭୟଙ୍କର କହିଲେ କେରଳ ମୁଖ୍ୟମନ୍ତ୍ରୀ

କେରଳର ୱାଏନାଡ଼ରେ ଭୂସ୍ଖଳନ ପରେ ସୃଷ୍ଟି ହୋଇଥିବା ଜଳପ୍ରଳୟ ସବୁ କିଛି ଛାରଖାର କରି ଦେଇଛି। ଜିଲ୍ଲାର ପାହାଡ଼ି ଅଞ୍ଚଳ ମେପ୍ପାଡିରେ ମୃତ୍ୟୁର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏସବୁ ଭିତରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଘଟଣାକୁ ନେଇ ଭୟଙ୍କର…

ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକିରେ ଆୟର୍ଲାଣ୍ଡକୁ ହରାଇଲା ଭାରତ

ପ୍ୟାରିସ୍ ଅଲିମ୍ପିକ୍ସରେ ଆଜି ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପୁଲ୍ ‘ବି’ ହକି ମ୍ୟାଚ୍‌ରେ ଭାରତ ବିଜୟ ଲାଭ କରିଛି। ଭାରତୀୟ ହକି ଟିମ୍ ଆଜି ଆୟର୍ଲାଣ୍ଡକୁ ୨-୦ରେ ପରାସ୍ତ କରିଛି । ଭାରତୀୟ ଦଳକୁ ଦ୍ବିତୀୟ ବିଜୟ ମିଳିଛି…

ୱାଏନାଡ ଭୂସ୍ଖଳନରେ ୧୦୬କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

କେରଳ ୱାୟନାଡରେ ଭୀଷଣ ବର୍ଷା ଯୋଗୁ ହୋଇଥିବା ଭୟଙ୍କର ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ଆହୁରୀ ବଢ଼ିବା ଆଶଙ୍କା ରହିଛି । ଏବେବି ମଧ୍ୟ ମାଟି ଅତଡ଼ା ତଳେ ବହୁତ ଲୋକ ଚାପି ହୋଇ…

ହାଓ୍ବଡା-ମୁମ୍ବାଇ ଟ୍ରେନ ଟ୍ରାଜେଡି: ସହାୟତା ରାଶି ଘୋଷଣା କଲା ଦକ୍ଷିଣ ପୂର୍ବ ରେଳପଥ

ଝାଡଖଣ୍ଡ ଚକ୍ରଧରପୁର ରେଳ ଡିଭିଜନ ରାଜଖରସୁଆଁ ବଡ଼ବାମ୍ବୁ ନିକଟରେ ହୋଇଥିବା ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଆଜି ଭୋର୍ ସମୟରେ ଏକ୍ସପ୍ରେସଟି ଏକ ମାଲବାହୀକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିବା ଘଟଣାରେ ଦକ୍ଷିଣ ପୂର୍ବ ରେଳପଥର ସହାୟତା ଘୋଷଣା କରିଛି। ରାଉରକେଲାର…

ସମ୍ବଲପୁରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ଗତ କିଛି ଦିନ ଧରି ଲଗାତର ଭାବେ ଦେଶର ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସୁଥିବା ବେଳେ ପୁଣି ଆଜି ସମ୍ବଲପୁର ସରଲାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା।…

ପୂର୍ବ ସରକାରଙ୍କ ପାଇଁ ଘର ପାଇଲେନି ୬ ଲକ୍ଷରୁ ଅଧିକ ହିତାଧିକାରୀ

ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖି ପଞ୍ଚୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି ତତ୍କାଳୀନ ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ଘର ପାଇଲେନି ଲୋକେ । ୨୦୧୬ରୁ ୨୦୨୪ ମଧ୍ୟରେ ତତ୍କାଳୀନ ସରକାର…

ରାଜ୍ୟରେ ଚାକିରି ଅପେକ୍ଷାରେ ଅଛନ୍ତି ୧୦ ଲକ୍ଷ ଯୁବକଯୁବତୀ

ଆଜି ବିଧାନସଭାର ସପ୍ତମ ଦିନରେ ଗୃହରେ କଂଗ୍ରେସ ବିଧାୟକ ପବିତ୍ର ସାଉଁତା ରାଜ୍ୟରେ ଯୁବକ ଯୁବତୀଙ୍କ ଚାକିରି ସମସ୍ୟା ଉପରେ କରିଥିବା ପ୍ରଶ୍ନର ଉତ୍ତରରେ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଛନ୍ତି ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗରୁ ମିଳିଥିବା ତଥ୍ୟ…