ତାଜା ଖବର ଦେଶ ପୁନଃ ନିଟ ପରୀକ୍ଷା ହେବନି: ସୁପ୍ରିମକୋର୍ଟ August 2, 2024 Nirvay ନିଟ୍ ପେପର ଲିକ୍ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ବଡ଼ଧରଣର ପେପର ଲିକ୍ ହୋଇନଥିବା ସୁପ୍ରିମକୋର୍ଟ କହିଲେ। କେବଳ ପାଟନା ଓ ହଜାରୀବାଗରେ ପେପର ଲିକ୍ ହୋଇଥିଲା। ସେଥିପାଇଁ ପୁନର୍ବାର ପରୀକ୍ଷା ଆବେଦନକୁ ମଧ୍ୟ ଖାରଜ…
ତାଜା ଖବର ରାଜ୍ୟ ଆରପାରିରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ ମହାପାତ୍ର August 2, 2024 Nirvay ଆରପାରିରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ ମହାପାତ୍ର (୬୯) । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । କିଛିଦିନ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରେ ଭୁବନେଶ୍ୱରର ଏକ ଘରୋଇ…
ତାଜା ଖବର ରାଜ୍ୟ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ August 2, 2024 Nirvay ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଶୁକ୍ରବାର ସକାଳୁ ଭିଜିଲାନ୍ସ ଚଢ଼ଉ କରୁଛି । ଭିଜିଲାନ୍ସର ୯ ଜଣିଆ ଟିମ ବାଲେଶ୍ୱରର ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି…
ତାଜା ଖବର ରାଜ୍ୟ ଭିଜିଲାନ୍ସ ପଞ୍ଝାରେ ଗୋଲାମୁଣ୍ଡା ବ୍ଲକ ବିଡିଓ August 1, 2024 Nirvay ସରକାରୀ ଅଧିକାରୀ ଲାଞ୍ଚ ନେଇ ଧରାପଡ଼ିବା ନିତିଦିନିଆ ଘଟଣା ହୋଇଗଲାଣି। କାଲି ଜଟଣୀ ବ୍ଲକ ସହାକାରୀ ଯନ୍ତ୍ରୀ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିବା ବେଳେ ଆଜି ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଗୋଲାମୁଣ୍ଡା ବ୍ଲକ ବିଡିଓ ଅକ୍ଷାମିତା କାର୍ତ୍ତିକ। ଭବାନୀପାଟଣାରୁ…
ତାଜା ଖବର ରାଜନୀତି ରାଜ୍ୟ ବିଜେଡିର ଆରୋପ; ବିଜେପି ପ୍ରଲୋଭନରେ ଦଳ ଛାଡ଼ିଛନ୍ତି ମମତା August 1, 2024 Papirani ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଲକ୍ଷ୍ୟରେ ଚଞ୍ଚକତା କରି ବିଜେଡ଼ି ତଥା ରାଜ୍ୟସଭାର ସଦସ୍ୟ ପଦରୁ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି ବୋଲି ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ମନ୍ତ୍ରୀ, ପୂର୍ବତନ ରାଜ୍ୟସଭା ସାଂସଦ…
ତାଜା ଖବର ଦେଶ ରାଜନୀତି ୱାୟନାଡରେ ପହଞ୍ଚିଲେ ରାହୁଲ ଓ ପ୍ରିୟଙ୍କା ଗାନ୍ଧି August 1, 2024 Papirani କେରଳର ୱାୟନାଡରେ ଭୂସ୍ଖଳନ ହେତୁ ସବୁକିଛି ନଷ୍ଟ ହୋଇଯାଇଛି। ୱାୟନାଡ ଭୂସ୍ଖଳନରେ ବହୁତ ଲୋକ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ସହ ନିଖୋଜ ଅଛନ୍ତି । ଏହି ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବଂ ଦଳର ସାଧାରଣ ସମ୍ପାଦିକା…
ତାଜା ଖବର ଦେଶ ୱାୟନାଡରେ ଭାରତୀୟ ବାୟୁସେନା ଦ୍ବାରା ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି August 1, 2024 Papirani କେରଳର ୱାୟନାଡ ଠାରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନକୁ ଦୃଷ୍ଟିରେ ରଖ୍ ଭାରତୀୟ ବାୟୁସେନା (ଆଇଏଏଫ) ପ୍ରଥମ ସହାୟକ ଭାବରେ ଏନଡିଆରଏଫ ଏବଂ ରାଜ୍ୟ ପ୍ରଶାସନ ଭଳି ଅନ୍ୟାନ୍ୟ ଏଜେନ୍ସି ସହ ସମନ୍ୱୟ ରକ୍ଷା କରି ଜୁଲାଇ ୨୪ ସକାଳୁ ଉଦ୍ଧାର ଏବଂ…
ତାଜା ଖବର ରାଜନୀତି ରାଜ୍ୟ ବିଜେପିରେ ଯୋଗଦେଲେ ମମତା ମହନ୍ତ August 1, 2024 Papirani ଆଜି ଦିଲ୍ଲୀରେ ବିଜେପିରେ ଯୋଗଦେଇଛନ୍ତି ମମତା ମହନ୍ତ । କାଲି ରାଜ୍ୟସଭା ସାଂସଦ ପଦ ଓ ବିଜେଡି ଦଳରୁ ଇସ୍ତଫା ଦେଇଥିଲେ ମମତା ମହନ୍ତ । ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ଆଜି ସାମିଲ ହୋଇଛନ୍ତି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ପିସିସି ସଭାପତିଙ୍କ ନାମ ଘୋଷଣା ପାଇଁ କଂଗ୍ରେସ ହାଇକମାଣ୍ଡଙ୍କୁ ଜୟଦେବଙ୍କ ଚିଠି August 1, 2024 Papirani ଓଡ଼ିଶାରେ ତୁରନ୍ତ ପିସିସି ସଭାପତିଙ୍କ ନାମ ଘୋଷଣା କରିବା ପାଇଁ ଖଡ଼ଗେ, ରାହୁଲ ଓ ସୋନିଆଙ୍କୁ ଚିଠି ଲେଖିଲେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । କଂଗ୍ରେସ ନେତାଙ୍କୁ ଏକଜୁଟ କରିବାକୁ ସହ ଯିଏ ଦଳକୁ ଆଗକୁ ନେବେ, ତାଙ୍କୁ…
ଖେଳ ତାଜା ଖବର ଦେଶ ବିଶ୍ୱ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ୫୦ ମିଟର ସୁଟିଂ ଇଭେଣ୍ଟରେ ଭାରତରକୁ ମିଳିଲା ବ୍ରୋଞ୍ଜ August 1, 2024 Papirani ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ର ୫୦ ମିଟର ପୁରୁଷ ସୁଟିଂ ଇଭେଣ୍ଟରେ ଭାରତର ତାରକା ସୁଟର ସ୍ଵପ୍ନିଲ କୁସାଲେ ତୃତୀୟ ସ୍ଥାନ ହାସଲ କରି ଶୁଟିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ଏହା ହେଉଛି ଭାରତର ତୃତୀୟ ପଦକ…