ତାଜା ଖବର ବିଶ୍ୱ ରାଜନୀତି ବାଂଲାଦେଶରେ ଅନ୍ତରୀଣ ସରକାର: ମହମ୍ମଦ ୟୁନୁସଙ୍କୁ ଦାୟିତ୍ୱ August 7, 2024 Nirvay ବାଂଲାଦେଶ ସ୍ଥିତି ଅଣାୟତ୍ତ। ରାଜନୈତିକ ଅସ୍ଥିରତା ଓ ହିଂସା ମଧ୍ୟରେ ଗଠନ ହୋଇଛି ଅନ୍ତରୀଣ ସରକାର । ଏହାର ନେତୃତ୍ବ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ । ମଙ୍ଗଳବାର ତାଙ୍କୁ ବାଂଲାଦେଶର ଅନ୍ତରୀଣ ସରକାର ଚଳାଇବା ପାଇଁ ନେତା ଭାବେ…
ତାଜା ଖବର ରାଜ୍ୟ ଭିଜିଲାନ୍ସ ପଞ୍ଝାରେ ଆଠଗଡ଼ ବିଡିଓ August 7, 2024 Nirvay ପୁଣି ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ। ପ୍ରଦ୍ୱୀବଙ୍କ ଘରେ ରେଡ଼ କରୁଛି ଭିଜିଲାନ୍ସ । ଏକକାଳୀନ ୮ଟି ସ୍ଥାନରେ ରେଡ୍…
ତାଜା ଖବର ରାଜ୍ୟ ଲାଞ୍ଚ ନେଇ ଧରାପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର August 7, 2024 Nirvay ସରୁନି କୁବେର ସରକାରୀ ଅଧିକାରୀଙ୍କ ତାଲିକା। ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ପୁଣି ଲାଞ୍ଚ ନେଇ ଧରାପଡିଛନ୍ତି ଉଦଳା ପୋଷ୍ଟାଲ ଇନ୍ସପେକ୍ଟର। ସିବିଆଇ ଦ୍ୱାରା ଧରାପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର ପୃଷ୍ଟି। କୁଶଳଦା ପଥୁରୀକଟା ବିପିଏମ୍ଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ…
ଖେଳ ତାଜା ଖବର ବିଶ୍ୱ ହକି ସେମିଫାଇନାଲରେ ହାରିଲା ଭାରତ; ବ୍ରୋଞ୍ଜ ପଦକ ପାଇଁ ସ୍ପେନ ସହ ଲଢ଼ିବ August 7, 2024 Nirvay ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ଆଶା ଅଧୁରା ରହିଲା । ହକି ସେମିଫାଇନାଲରେ ଜର୍ମାନୀଠୁ ୩-୨ରେ ହାରିଲା ଭାରତ । ଏବେ ବି ଟିମ ଇଣ୍ଡିଆ ପାଇଁ ଆଶା ରହିଛି। ଅଗଷ୍ଟ ୮ରେ ବ୍ରୋଞ୍ଜ ମେଡାଲ ପାଇଁ ସ୍ପେନ ସହ…
ଖେଳ ତାଜା ଖବର ବିଶ୍ୱ ଫାଇନାଲରେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ August 6, 2024 Nirvay ପଦକ ଲକ୍ଷ୍ୟରେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ। ସେମି ଫାଇନାଲରେ ସେ କ୍ୟୁବାର କୁସ୍ତି ଯୋଦ୍ଧାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ରେସଲର ଯିଏ ଅଲିମ୍ପିକ୍ ଫାଇନାଲ ଖେଳିବେ। ମହିଳା ୫୦…
ତାଜା ଖବର ରାଜନୀତି ରାଜ୍ୟ ଲୋକଙ୍କୁ ଭୂଆଁ ବୁଲାଇବାକୁ ଉଦ୍ୟମ କରୁଛି ବିଜେଡି: ଜୟନାରାୟଣ ମିଶ୍ର August 6, 2024 Nirvay ଲୋକଙ୍କ ଭଲପାଇବା ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିଛି। ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୋଲାଭରମ ପ୍ରକଳ୍ପ ପାଇଁ ବିଜେପି ସରକାର ଉଚିତ ସମୟରେ ଉଚିତ ପଦକ୍ଷେପ ନେବ। ମାତ୍ର ଏହି ପ୍ରସଙ୍ଗକୁ ନେଇ ବିଜେଡି ଅଯଥାରେ…
ତାଜା ଖବର ରାଜ୍ୟ ଓଡ଼ିଶା ମେଟାଲିକ୍ କମ୍ପାନୀରେ ବିଷାକ୍ତ ଗ୍ୟାସ୍ ଲିକ୍; ଜଣେ ମୃତ, ୫ ଗୁରୁତର August 6, 2024 Papirani ଝାରସୁଗୁଡ଼ା ବୁଢିପଦର ସ୍ଥିତ ଓଡ଼ିଶା ମେଟାଲିକ୍ କମ୍ପାନୀରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ଜନଙ୍କର ମୃତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକ ମାନଙ୍କୁ ସ୍ଥାନୀୟ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ କରାଯାଉଥିବା…
ତାଜା ଖବର ରାଜନୀତି ରାଜ୍ୟ ବିଜେପି ପାଣି ବାଣ୍ଟିବାକୁ ଦେଲେ ବି ମୁଁ ଖୁସିରେ କରିବି: ମମତା ମହନ୍ତ August 6, 2024 Papirani ମମତା ମହନ୍ତ ବିଜେଡ଼ି ଛାଡି ବିଜେପିରେ ମିଶିବା ପ୍ରସଙ୍ଗରେ ରାଜନୈତିକ ଝଡ଼ ଥମି ନଥିବା ବେଳେ ଆଜି ଦିଲ୍ଲୀରୁ ଫେରିଛନ୍ତି ବିଜେପି ନେତ୍ରୀ ମମତା ମହନ୍ତ । ଓଡ଼ିଶା ଫେରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମମତା । ବିଜେପିରୁ ରାଜ୍ୟସଭା ଯିବେ…
ଖେଳ ତାଜା ଖବର ଦେଶ ବିଶ୍ୱ ମହିଳା କୁସ୍ତିର ସେମିଫାଇନାଲରେ ପ୍ରବେଶ କଲେ ଭାରତର ଭିନେଶ ଫୋଗଟ୍ August 6, 2024 Papirani ପ୍ୟାରିସ ଅଲିମ୍ପିକ୍ସର ମହିଳା କୁସ୍ତିର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଭିନେଶ ଫୋଗଟ୍ । ଅଲିମ୍ପିକ୍ ଚାମ୍ପିଅନ୍ ତଥା ଚାରିଥର ବିଶ୍ୱ ଚାମ୍ପିଅନ୍ ଜାପାନର ୟୁୟୁ ସୁସାକିଙ୍କୁ ୩-୨ରେ ହରାଇଥିଲେ କ୍ବାର୍ଟରଫାଇନାଲରେ ପ୍ରବେଶ କରିଥିଲେ । ମହିଳା ୫୦ କେଜି ବର୍ଗରେ…
ଖେଳ ତାଜା ଖବର ଦେଶ ବିଶ୍ୱ ରାଜ୍ୟ ଜାଭେଲିନ ଥ୍ରୋରେ ଫାଇନାଲକୁ ପ୍ରବେଶ କରିପାରିଲେନି ଓଡ଼ିଆ ପୁଅ କିଶୋର ଜେନା August 6, 2024 Papirani ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲ ପ୍ରବେଶ କରିପାରିଲେନି ଓଡ଼ିଆ ପୁଅ କିଶୋର ଜେନା । ଆଜି ଯୋଗ୍ୟତା ପର୍ଯ୍ୟାୟର ଗ୍ରୁ ଏରେ ଥିବା କିଶୋର ପ୍ରଥମ ପ୍ରୟାସରେ ୮୦.୭୩ ମିଟରକୁ ଜାଭେଲିନ ଫିଙ୍ଗି ଥିଲେ। ଦ୍ୱିତୀୟ ପ୍ରୟାସରେ ସେ…