Category: ତାଜା ଖବର

India vs South Africa: ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ବ୍ୟାଟରଙ୍କ ଖାମଖିଆଲି ପ୍ରଦର୍ଶନ; ୨୦୧ ରନ୍‌ରେ ଅଲଆଉଟ୍‌

ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନର ମ୍ୟାଚରେ ଭାରତର ସ୍ଥିତି ଦୟନୀୟ । ଗୌହାଟୀ ଟେଷ୍ଟରେ ଭାରତୀୟ ବ୍ୟାଟରଙ୍କ ଖାମଖିଆଲି ପ୍ରଦର୍ଶନ ଦେଖିବାକୁ ମିଳିଛି । ୨୦୧ ରନ୍‌ରେ ଅଲଆଉଟ୍‌ ହୋଇଛନ୍ତି ଟିମ୍‌ ଇଣ୍ଡିଆ । ପ୍ରଥମ ଇନିଂସରେ ୪୮୯ କରିଥିବା ଦ.…

Anganwadi workers: ଭୁବନେଶ୍ବର ଗାନ୍ଧି ମାର୍ଗରେ ଅଙ୍ଗନବାଡି କର୍ମୀଙ୍କ ବିଶାଳ ସମାବେଶ

ଭୁବନେଶ୍ବର ଗାନ୍ଧି ମାର୍ଗରେ ଅଙ୍ଗନବାଡି କର୍ମୀଙ୍କ ବିଶାଳ ସମାବେଶ । ଭୁବନେଶ୍ୱରରେ ଗର୍ଜିଛନ୍ତି ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶିକ୍ଷକ ମାନ୍ୟତା ଦାବି, ଦରମା ୧୮ ହଜାର ଟଙ୍କାକୁ ବୃଦ୍ଧି ଦାବି…

Dharmendra passes away: ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ

ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ । ୮୯ ବର୍ଷ ବୟସରେ ଆଖି ବୁଜିଲେ ଅଭିନେତା ଧର୍ମେନ୍ଦ୍ର । ୮୯ ବର୍ଷ ବୟସରେ ମୁମ୍ବାଇ ଘରେ ଆଖି ବୁଜିଲେ ଧର୍ମେନ୍ଦ୍ର। ଅଭିନେତା ଧର୍ମେନ୍ଦ୍ରଙ୍କୁ ଶ୍ୱାସକ୍ରିୟା ସମସ୍ୟା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

Cyclone Alert: ସମ୍ଭାବ୍ୟ ବାତ୍ୟା ପାଇଁ ପୂରା ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର: ସୁରେଶ ପୂଜାରୀ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ସମ୍ଭାବ୍ୟ ବାତ୍ୟାକୁ ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ…

Justice Suryakant: ଭାରତର ୫୩ତମ ସିଜେଆଇ ଭାବରେ ଶପଥ ଗ୍ରହଣ କଲେ ଜଷ୍ଟିସ ସୂର୍ଯ୍ୟକାନ୍ତ

ଶପଥ ନେଲେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି । ସୁପ୍ରିମକୋର୍ଟର ବିଚାରପତି ସୂର୍ଯ୍ୟକାନ୍ତ ଆଜି ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨୦୨୭ ଫେବ୍ରୁଆରୀ…

T20 World Cup Cricket For Blind: ଦୃଷ୍ଟିବାଧିତ ମହିଳା ଟି-୨୦ କ୍ରିକେଟ ବିଶ୍ୱକପ୍‌ ରେ ଭାରତ ଚାମ୍ପିୟନ

ପୁଣି ଇତିହାସ ରଚିଲେ ଭାରତୀୟ ମହିଳା । ଦୃଷ୍ଟିବାଧିତ ମହିଳା ଟି-୨୦ କ୍ରିକେଟ ବିଶ୍ୱକପ୍‌ରେ ଚାମ୍ପିୟନ ହୋଇଛି ଭାରତ । କଲୋମ୍ବୋରେ ଖେଳା ଯାଇଥିବା ଫାଇନାଲ୍ ମୁକାବିଲାରେ ନେପାଳକୁ ୭ ଓ୍ୱିକେଟରେ ହରାଇ ଚାମ୍ପିଅନ୍ ହୋଇଛି ଟିମ୍ ଇଣ୍ଡିଆ । ଭାରତ…

Attempted Murder: ଭୁବନେଶ୍ୱର ବୁଦ୍ଧ ପାର୍କ ନିକଟରେ ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ

ଭୁବନେଶ୍ୱର ବୁଦ୍ଧ ପାର୍କ ନିକଟରେ ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ । ସାମାନ୍ୟ ଝଗଡ଼ାରୁ ଛୁରିରେ ଯୁବତୀଙ୍କ ବେକ କାଟି ଦେଲା ଯୁବକ। ଏହା ପରେ ଯୁବକକୁ କାବୁ କରି ଚନ୍ଦ୍ରଶେଖରପୁର ପୋଲିସ୍ ଜିମା ଦେଲେ ଲୋକେ । ଅନ୍ୟପଟେ…

Delhi Air Pollution: ଦିଲ୍ଲୀରେ ପ୍ରଦୂଷଣର ଭୟଙ୍କର ସ୍ଥିତି

ଦିଲ୍ଲୀରେ ପ୍ରଦୂଷଣର ଭୟଙ୍କର ସ୍ଥିତି ଦେଖାଯାଇଛି । ଚାରିଆଡ଼େ ଧୂଆଁଧୂଆଁ ହୋଇଛି ରାଜଧାନୀ ଦିଲ୍ଲୀ । ଘରୁ ବାହାରିବା ମୁସ୍କିଲ । ବିନା ମାସ୍କରେ ଘରୁ ବାହାରି ପାରୁନାହାନ୍ତି ଲୋକେ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ ଆଜି ସକାଳେ…

Low Pressure: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା; ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ

ବଙ୍ଗୋପସାଗରରେ ବାତ୍ୟା ହେବା ସମ୍ଭାବନା । ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ । ଏହା ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏ ନେଇ ଭାରତ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। କିଛି ଘରୋଇ…

PAC Meeting of BJD: ବିଜେଡି PAC ବୈଠକରେ ନୂଆପଡ଼ା ନିର୍ବାଚନକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା

ବିଜୁ ଜନତା ଦଳ ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ଦଳର ରାଜନୈତିକ ବ୍ୟାପାର କମିଟି ବୈଠକ (PAC) ରେ ଅଧ୍ୟକ୍ଷତା କରି ନୂଆପଡ଼ା ଉପନିର୍ବାଚନରେ ହୋଇଥିବା ଅନିୟମିତତା ଏବଂ ରାଜ୍ୟବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ।…