Category: ତାଜା ଖବର

ନାଟକ ମଞ୍ଚ ଉପରେ ଜୀଅନ୍ତା ଘୁଷୁରୀକୁ ମାରି ଖାଇଲେ କଳାକାର

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ସ୍ବର ଉଠିବା ପରେ ଏହା ଉପରେ କଟକଣା ଜାରି କରାଯାଇଛି । ହେଲେ ନାଟକରେ ଯେଉଁଭଳି ପାଶବିକ ଦୃଶ୍ୟ ପରିବେଷଣ ହୋଇଛି ତାହା ଖାଲି ପରିବେଶବିତକୁ ନୁହେଁ ସାଧାରଣ ଲୋକଙ୍କୁ ମଧ୍ଯ ସ୍ତବ୍ଧ କରିଛି।…

ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ !

ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ। କିଛି ସିନିୟର ଛାତ୍ର ଜୁନିୟରଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ହୋଇଛି । ଏନେଇ ଏମକେସିଜି ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଛନ୍ତି ଜୁନିୟର୍ ଛାତ୍ର । ଯାହାକୁ ନେଇ…

ରାଜ୍ୟ ପରିବହନ ବିଭାଗ ରେ ଗାଡିଚାଳକ ମାନଙ୍କ ୧୨୧୫ କୋଟି ଟଙ୍କା ବକେୟା ରାଶି ଦେୟ

ରାଜ୍ୟ ଆଞ୍ଚଳିକ ପରିବହନ ବିଭାଗ ରିପୋର୍ଟ ଅନୁଯାୟୀ ଗାଡି ମାଲିକଙ୍କ ଉପରେ ପଡିଛି ୧୨ ଶହ ୧୫ କୋଟିର ବକେୟା ଫାଇନ । ପ୍ରାୟ ୩୦ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କ ଉପରେ ଏହି ବକେୟା ରାଶି ରହିଛି। କିନ୍ତୁ ବକେୟା…

ମୋଦି ଙ୍କ ୩ ଦିନିଆ ଓଡିଶା ଗସ୍ତ ଶେଷ, ଫେରିଲେ ଦିଲ୍ଲୀ

ଭୁବନେଶ୍ୱରରେ ଆୟୋଜିତ 59 ତମ ଡିଜିଏସପି/ଆଇଜିଏସପି ସମ୍ମିଳନୀ 2024 ରବିବାର ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ଫେରିଲେ । ରାଜ୍ଯ ରାଜଧାନୀରେ ତିନି ଦିନ ବିତାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ…

ଡିସେମ୍ବର ୨୦୨୪ ସୁଦ୍ଧା ଆୟୁଷ୍ମାନ ଭାରତ ଯୋଜନା ଓଡିଶା ରେ ହେବ କାର୍ଯ୍ୟକାରୀ

ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ-ଜନ ଆରୋଗ୍ଯ ଯୋଜନା ଚଳିତ ଆର୍ଥିକ ବର୍ଷ 2024 ଶେଷ ସୁଦ୍ଧା ଓଡ଼ିଶାରେ କାର୍ଯ୍ଯକାରୀ ହେବ ବୋଲି ସ୍ୱାସ୍ଥ୍ଯ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ…

ଉତ୍ତରପ୍ରଦେଶରୁ କାଲି ସୁଦ୍ଧା ୩୦୦ ଟ୍ରକ ଆଳୁ ଗାଡ଼ି ପହଞ୍ଚିବ ଓଡିଶା

କାଲି ସୁଦ୍ଧା ୟୁପିରୁ ଓଡ଼ିଶାକୁ ୩୦୦ ଟ୍ରକ୍ ଆଳୁ ଗାଡ଼ି ଆସିବ। ୩୦୦ ଟ୍ରକ ଆସିବା ନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଆଜି ସୂଚନା ଦେଇଛନ୍ତି। ଆସୁଥିବା ଆଳୁ ଗାଡ଼ି କାଲି ଓଡ଼ିଶାରେ ପହଞ୍ଚିବ ଏବଂ ଆଳୁ ଗାଡ଼ି ପହଞ୍ଚିବା…

ଜୟନାରାୟଣଙ୍କ ବିସ୍ଫୋରକ ବୟାନ; ‘ମୁଁ ଜଣେ ତଡ଼ାଖିଆ’

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଘଣ୍ଟା ଧରି ରାଜ୍ୟ ଭାଜପା କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ମନ୍ତ୍ରୀ ଓ ଅନ୍ୟ ପଦାକାରୀଙ୍କ ସହ ଆଲୋଚନା କରିଥିଲେ, ସେମାନଙ୍କୁ ଏକାଠି ହୋଇ ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ଏହି…

ବବି ଦାସ ଭାଇ ଭବ ଦାସ ନାଁରେ ଆଉ ଏକ ମାମଲା ରୁଜୁ

ବିରଜା ହାଟକୁ ନେଇ ଯାଜପୁର ରାଜନୀତି ପାଣିପାଗ ଏବେ ବେସ୍ ସରଗରମ ରହିଛି । ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା । ଭବ ପ୍ରସାଦ ଦାସ (ଲଲ)ଙ୍କ ନାଁରେ ଜାତିଆଣ…

ଓଡ଼ିଶାରେ ଅଛନ୍ତି ୬୦ରୁ ୭୦ ଜଣ ନକ୍ସଲ

ନକ୍ସଲ ସ୍ଥିତି ବାବଦରେ ବିଏସ୍ଏଫ୍ ଆଇଜି ଚାରୁ ଧ୍ବଜ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି ଓଡ଼ିଶାରେ ଅଛନ୍ତି ୬୦ରୁ ୭୦ ଜଣ ନକ୍ସଲ । ଏଥିରୁ ଓଡ଼ିଶା କ୍ୟାଡର ନକ୍ସଲ ସଂଖ୍ୟା ମାତ୍ର ୬ରୁ ୭ ଜଣ । ବାକି ସବୁ…

ସେନା ଦିବସ ପାଇଁ ପୁରୀ ବେଳାଭୂମିରେ କଟକଣା; ୪ରେ ସମୁଦ୍ର ସ୍ନାନ ଉପରେ ଲାଗିଲା ରୋକ୍

ଆସନ୍ତା ଡିସେମ୍ବର ୪ରେ ପୁରୀରେ ନୌସେନା ଦିବସ ପାଳନ କରାଯିବ । ସେଥିପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଏହି ସୁରକ୍ଷା ଦାୟିତ୍ବରେ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ରହିବେ । ଏହା ସହ ନୌସେନା ଦିବସ…