ତାଜା ଖବର ରାଜନୀତି ରାଜ୍ୟ Nuapada ByElection: ନୂଆପଡାରେ ଶକ୍ତି ପ୍ରଦର୍ଶନ କଲା ବିଜେଡି October 19, 2025 Papirani ଉପନିର୍ବାଚନ ପାଇଁ ନୂଆପଡ଼ା ଚଳଚଞ୍ଚଳ । ନୂଆପଡା ଉପନିର୍ବାଚନକୁ ନେଇ ସରଗରମ ରାଜନୈତିକ ମାହୋଲ। ଏହାରି ମଧ୍ୟରେ ଆଜି ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ନୂଆପଡ଼ାରେ ନିର୍ବାଚନ ଉପଲକ୍ଷେ ଏକ ବିଶାଳ ରାଲି କରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ…
ଖେଳ ତାଜା ଖବର ଦେଶ Australia vs India: ପ୍ରଥମ ODIରେ ଭାରତର ପରାଜୟ October 19, 2025 Papirani ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚରେ ଭାରତର ପରାଜୟ। ପର୍ଥରେ ଖେଳାଯାଉ ଥିବା ପର୍ଥରେ ପ୍ରଥମ ODI ଜିତିଲା ଅଷ୍ଟ୍ରେଲିଆ । ବର୍ଷା ବାଧାପ୍ରାପ୍ତ ପ୍ରଥମ ODIରେ ଭାରତର ଶୋଚନୀୟ ପରାଜୟ ହୋଇଛି। ୨୬ ଓଭର ବିଶିଷ୍ଟ ODIରେ…
ତାଜା ଖବର ରାଜ୍ୟ New Panchayat Offices: ରାଜ୍ୟବ୍ୟାପୀ ୪୭୧ଟି ନୂଆ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ October 19, 2025 Papirani ରାଜ୍ୟବ୍ୟାପୀ ୪୭୧ଟି ନୂଆ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧…
ତାଜା ଖବର ରାଜ୍ୟ Diwali guidelines: କଟକରେ ବାଣଫୁଟା ପାଇଁ ମିଳିଲା ୨ ଘଣ୍ଟା ଅନୁମତି October 19, 2025 Papirani ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଏଥିଲାଗି ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି। ଭୁବନେଶ୍ୱର ଭଳି କଟକରେ ଲାଗିଲା ଦୀପାବଳୀରେ ବାଣ ଫୁଟାଇବାକୁ ନେଇ କଟକଣା । କଟକରେ ବାଣଫୁଟା ପାଇଁ ୨ ଘଣ୍ଟା ମିଳିଲା ଅନୁମତି । ସଂଧ୍ୟା…
ତାଜା ଖବର ରାଜ୍ୟ Subhadra Yojana: ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା October 19, 2025 Papirani ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା ଟଙ୍କା । କୌଣସି ମହିଳାଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ ୧୮ ହଜାର କିମ୍ବା ଏହାଠାରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ମିଳୁଥିଲେ ମିଳିବନି ସୁଭଦ୍ରା ଟଙ୍କା ।…
ତାଜା ଖବର ବିଶ୍ୱ ‘No Kings’ protests against Trump: ଟ୍ରମ୍ପଙ୍କ ବିରୋଧରେ ଆମେରିକାରେ ବଡ଼ ବିକ୍ଷୋଭ October 19, 2025 Papirani ଟ୍ରମ୍ପଙ୍କ ବିରୋଧରେ ଆମେରିକାରେ ବଡ଼ ବିକ୍ଷୋଭ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆମେରିକାର ସବୁ ରାଜ୍ୟରେ ଏପରି ରାଲି ଓ ଶୋଭାଯାତ୍ରା ହୋଇଛି । ସମଗ୍ର ଆମେରିକାର ୨ ହଜାର ୭୦୦ଟି ସ୍ଥାନରେ…
ତାଜା ଖବର ଦେଶ Boulders roll down railway line: ଟ୍ରାକ ଉପରେ ପଡ଼ିଲା ବଡ଼ ବଡ଼ ପଥର ଖଣ୍ଡ; ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ October 19, 2025 Papirani ଟ୍ରେନ ଟ୍ରାକ ଉପରେ ପଡ଼ିଲା ବଡ଼ ବଡ଼ ପଥର ଖଣ୍ଡ । ଆନ୍ଧ୍ର-ଓଡ଼ିଶା-ଛତିଶଗଡ ସଂଯୋଗ କରୁଥିବା ବିଶାଖାପାଟଣା-କିରାଣ୍ଡୁଳ କେକେ ରେଳପଥରେ ଘଟିଛି ଅଘଟଣ । ଟ୍ରାକ୍ ରେ ପଥର ପଡ଼ିବା ଯୋଗୁ ଅଟକିଲା ଟ୍ରେନ୍ । ରେଳ ଧାରଣା ଉପରେ ପଥର…
ତାଜା ଖବର ରାଜ୍ୟ Amaresh Jena Bail: ଅମରେଶ ଜେନାଙ୍କୁ ମିଳିଲା ଜାମିନ October 17, 2025 Papirani ଅମରେଶ ଜେନାଙ୍କୁ ମିଳିଲା ଜାମିନ । ଅମରେଶ ଜେନାଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ । ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ ଅମରେଶ ଜେନା ଓରଫ ବାୟାଁଙ୍କୁ ଜାମିନ୍ ମିଳିଛି । ୨୫ ହଜାର ଟଙ୍କିଆ ଦୁଇ ଜାମିନଦାର ବଦଳରେ ସର୍ତ୍ତମୂଳକ ଜାମିନ…
ତାଜା ଖବର ଦେଶ Historic surrender in Chhattisgarh: ଆତ୍ମସମର୍ପଣ କଲେ ୨୦୮ ମାଓବାଦୀ October 17, 2025 Papirani ସବୁଠାରୁ ବଡ ନକ୍ସଲଙ୍କ ଆତ୍ମସମର୍ପଣ । ଅସ୍ତ୍ର ଛାଡ଼ିଛନ୍ତି ୨୦୮ ମାଓବାଦୀ । ଜଗଦଲପୁରରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ନିକଟରେ ୨୦୮ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୧୫୩ ମାରଣାସ୍ତ୍ର ଦାଖଲ କରିଛନ୍ତି, ଯେଉଁଥିରେ…
ତାଜା ଖବର ରାଜ୍ୟ Diwali Holidays: ୨୦ରେ ହୋଇପାରେ ଦୀପାବଳି ଛୁଟି October 17, 2025 Papirani ଆସନ୍ତା ୨୦ ତାରିଖରେ ଦୀପାବଳି। ସେହି ଦିନ ଦୀପଦାନ ଏବଂ ପୟା ଶ୍ରାଦ୍ଧ ପାଳିବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ କୁହାଯାଇଥିବା ବେଳେ ଆସନ୍ତା ୨୦ ତାରିଖ ସୋମବାର ହୋଇପାରେ ଦୀପାବଳି ଛୁଟି । ସରକାର ୨୧ ତାରିଖ ପରିବର୍ତ୍ତେ ୨୦…