Category: ତାଜା ଖବର

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡିର ବରିଷ୍ଠ ନେତା

ମୁମ୍ବାଇଠାରେ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଜେଡିର ରାଜ୍ୟ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସାଧୀନ ଥିଲା ବେଳେ, ଆଜି ତାଙ୍କୁ ବିଜେଡିର ବରିଷ୍ଠ ନେତାମାନେ ଭେଟିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ,…

ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ଓ ଟମାଟୋ ମାଡ଼

ଏସ୍‌ସି ଏସ୍‌ଟିଙ୍କ ଉପରେ ଅତ୍ୟାଚାର ଓ ନାରୀ ନିର୍ଯାତନା ଅଭିଯୋଗ ଆଣି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଓଡ଼ିଆ ଅସ୍ମିତା କୁଆଡ଼େ ଗଲା କହି ନାରାବାଜି କଲେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଛି। ଯୁବ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ…

ସମସ୍ତ ରାଜସ୍ବ ସେବା ପାଇଁ ଆସିଲା ମୋବାଇଲ୍ ଆପ୍; ଇ ରେଜିଷ୍ଟ୍ରେସନ୍ ଆପ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଆଜି ଲୋକସେବା ଭବନରେ ରାଜସ୍ୱ ବିଭାଗ ପକ୍ଷରୁ ପ୍ରସ୍ତୁତ ଇ-ରେଜିଷ୍ଟ୍ରେସନ ମୋବାଇଲ ଆପର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ବାତ୍ୟା, ବନ୍ୟା ଆଦି…

ଲଞ୍ଚ ହେଲା ଆକ୍ସିଅମ୍-୪ ମିଶନ୍

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଲଞ୍ଚ ହେଲା ଆକ୍ସିଅମ୍ -୪ ମିଶନ। ଶେଷରେ ମହାକାଶକୁ ଯାତ୍ରା କଲେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଆକ୍ସିଅମ୍-୪ର ମିଶନ ପାଇଲଟ ଅଛନ୍ତି ଶୁଭାଂଶୁ ଶୁକ୍ଳା । ଦିନ ୧୨ଟା ୧ରେ ଫ୍ଲୋରିଡା…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜାରି ହେଲା ଟ୍ରାଫିକ ନିୟମାବଳୀ

ଆଉ ଦୁଇଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁଲିସ ପ୍ରଶାସନର ପ୍ରସ୍ତୁତି ଶେଷ ହୋଇଛି । ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ଭିଡ଼ ଜମିଲାଣି । ସେଥିପାଇଁ ସୁରକ୍ଷା ପାଇଁ ପୋଲିସ ଫୋର୍ସ ମଧ୍ୟ ମୁତୟନ ହେବା ଆରମ୍ଭ…

ନିଶା ଦେଇ ନାବାଳିକାକୁ ଦୁଷ୍କର୍ମ; ବିଶ୍ବହିନ୍ଦୁ ପରିଷଦ ନେତା ଭବାନୀ ଶଙ୍କର ଦାସ ସମେତ ୨ ମହିଳା ଗିରଫ

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା ସାରା ବିଶ୍ବରେ ଓଡ଼ିଶାକୁ ଲଜ୍ଜିତ କରିଥିବା ବେଳେ ଆଉ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ବ୍ରହ୍ମପୁର ସହରରେ ଜଣେ ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ…

ଆଜିଠାରୁ ୨୮ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଆଜିଠୁ ୨୮ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କତା ଜରି କରିଛି । ଆଜି ୩ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ…

୩ଟି ଘରୋଇ ବ୍ୟାଙ୍କକୁ ତାଲିକାଭୁକ୍ତ କରିବା ନେଇ ସ୍ପଷ୍ଟୀକରଣ ଜାରି କଲେ ଓଡ଼ିଶା ସରକାର

ରାଜ୍ୟ ସରକାରୀ ସଂଗଠନଗୁଡ଼ିକର ବ୍ୟବସାୟ ଏବଂ ଜମା ପରିଚାଳନା ପାଇଁ ତାଲିକାଭୁକ୍ତ ତାଲିକାରୁ ICICI ବ୍ୟାଙ୍କ, HDFC ବ୍ୟାଙ୍କ ଏବଂ ଆକ୍ସିସ୍ ବ୍ୟାଙ୍କକୁ ବାଦ ଦେବା ସମ୍ପର୍କରେ ଓଡ଼ିଶା ସରକାର ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି। ଏହି ୩ ବ୍ଯାଙ୍କ ସହ…

ଦୁଇ ଦିନରେ ଶେଷ ହେବ ପାନୀୟ ଜଳ ବିଶୋଧନ କାମ : ରବି ନାରାୟଣ ନାୟକ

ଡାଇରିଆ ସ୍ଥିତିକୁ ନେଇ ତତ୍ପରତା ଦେଖାଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ । ଝାଡ଼ାବାନ୍ତିର ପ୍ରମୁଖ କାରଣ ହେଉଛି ଦୂଷିତ ପାନୀୟ ଜଳ । ତେଣୁ ପାନୀୟ ଜଳ ବିଶୋଧନକୁ ପଞ୍ଚାୟତିରାଜ ବିଭାଗ ଗୁରୁତର ସହିତ ନେଇଛି । ଏ…

ବନ୍ଧୁକ ମୁନରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ୍

ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍‌ । ବାରିପଦା କୁଳିଅଣା ଥାନା କୁଚେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି । ୨ଟି ବାଇକରେ ୫ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା । ତେବେ କେତେ ଟଙ୍କା ଲୁଟ୍…